Advertisment

ପ୍ରେରଣା ସାଜିଲେ ଗାଁ ମହିଳା, ବନ୍ଧ ବାନ୍ଧି କରିଦେଲେ ପାଣି ସମସ୍ୟାର ସମାଧାନ

ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ଦେଲେ । ବାଲି ଓ ପଥରରେ ଗଢିଦେଲେ ବନ୍ଧ । ସରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।

author-image
Otv Khabar Bureau

ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ଦେଲେ । ବାଲି ଓ ପଥରରେ ଗଢିଦେଲେ ବନ୍ଧ । ସରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।

Advertisment
Dam Waterfall Woman Creates Water Crisis Special Story Odisha
Advertisment
Advertisment