ସାଢେ ୪କୋଟି ଲୋକରୁ ପାଖାପାଖି ୩୦ ପ୍ରତିଶତ ଲୋକ ଗରିବ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ସ୍ଥିତି ସଙ୍ଗୀନ ।
Published: Satyendu Shekher Mishra
Last updated: 26 November 2021, 09:13 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।