ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ ଗର୍ଜିଲା ବିଜେଡି.. କୋକେଇରେ ଗ୍ୟାସ୍ ସିଲିଣ୍ଡର ବୋହି ବୋହି ନେଲେ, ମୁଖାଗ୍ନି ଦେଇ ଜାଳିଦେଲେ.. ପରେ ରାସ୍ତା ମଝିରେ ମୁଣ୍ଡରେ ପାଣି ଢାଳି ଶୁଦ୍ଧି ହେଲେ ବିଜେଡିର ମହିଳା କର୍ମୀମାନେ..
ଝିଅକୁ କାନ୍ଧରେ ବସାଇ ଡାକ୍ତରଖାନା ନେଉଛନ୍ତି ବାପା । ଏ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରୁ ଦେଖନ୍ତୁ ପୁରା ଘଟଣା...।
ଆଜିକାଲି ମଣିଷ ବି ମଣିଷକୁ ବିନା ସ୍ୱାର୍ଥରେ ଶ୍ରଦ୍ଧା କରୁନି। କିନ୍ତୁ ଇଏ ଏମିତି ଜଣେ ମହିଳା, ଯିଏ ମାଙ୍କଡ଼ ମାନଙ୍କ ପାଇଁ ପାଲଟି ଯାଇଛନ୍ତି ମାଆ। ମାଙ୍କଡ଼ମାନେ ତାଙ୍କ ଘରର ମେମ୍ବର ପରି ଚଳନ୍ତି। ସେମାନେ ତାଙ୍କ କୋଳରେ ବସନ୍ତି, କାଖ ହୁଅନ୍ତି, ମୁଣ୍ଡରେ ବସନ୍ତି । ପୁଣି ଗୋଟିଏ ମାଙ୍କଡ଼ ନୁହେଁ, ପଲ ପଲ ମାଙ୍କଡ଼ଙ୍କ ଭିତରେ ସେ ଖାଦ୍ୟ ବାଣ୍ଟୁଥିବା ଦୃଶ୍ୟ ଦେଖିଲେ ଆପଣଙ୍କ ମନ ଛଳଛଳ ହେଇଯିବ। ଦେଖନ୍ତୁ କିଛି ଦୃଶ୍ୟ।
ଆମ ବିଚିତ୍ର ବ୍ରହ୍ମାଣ୍ଡରେ ଆମେ ଭଳିକି ଭଳି ନିଆରା ସ୍ଥାନ ଦେଖିଛୁ । କେବେ ଭାବିଛନ୍ତି ଯେ, ସମୁଦ୍ର ବେଳାଭୂମି ଗୋଲାପୀ ରଙ୍ଗର ବି ହୋଇପାରିବ । ହଁ ଆଜ୍ଞା ଆମ ବିଚିତ୍ର ବ୍ରହ୍ମାଣ୍ଡରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ । ଆଉ ଆମରି ବିଶ୍ୱ ବ୍ରହ୍ମାଣ୍ଡରେ ହିଁ ଗୋଲାପୀ ବେଳାଭୂମି ବି ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ବେଳାଭୂମି କେଉଁଠାରେ ରହିଛି ଆଉ ଏହାର ରଙ୍ଗ ଗୋଲାପୀ ହେବାର କାରଣ କଣ ହୋଇପାରେ ।
ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ ଅନେକଙ୍କ ପାଇଁ ଏବେ ବି ସାତସପନ ।
ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି ।
ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।
ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି। ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରିବେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ। ତିନି ଦିନ ଧରି ଆନ୍ଦୋଳନ କରିବ ଦଳ ।
ପିଲା ଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ରୁଚି ଥିଲା । ହେଲେ ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତି ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିବାକୁ ପଡ଼ିଲା ।
ବାଲେଶ୍ୱରରେ ପନିପରିବା ଦର କେମିତି ରହିଛି ସେ ସଂପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ବ୍ୟୁରୋ ଚିଫ୍ ରଶ୍ମୀ ରଞ୍ଜନ ଦାସ ।
ଝୋଟି, ଚିତାପକା, ଲକ୍ଷ୍ମୀପୁରାଣ, ହୁଳହୁଳି ପକା ଇତ୍ୟାଦି ଏକାଧିକ କାର୍ଯ୍ୟକ୍ରମ। ଭାଗ ନେଇଛନ୍ତି ଓଡ଼ିଶାର ଶତାଧିକ ମହିଳା। ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜନ କରିଥିଲେ। ଚାଲନ୍ତୁ ଦେଖିବା ଏହାର କେତୋଟି ସୁନ୍ଦର ଦୃଶ୍ୟ
କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ? ବର୍ଷ ସାରା ପରିଶ୍ରମ କଲେ, କିନ୍ତୁ ଧାନ ପାଚିବା ପୂର୍ବରୁ କାହିଁକି କାଟିନେଲେ ?
ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଧିଆ। ନୂଆ ବିମାନ ଉଡ଼ାଣ ସମ୍ପର୍କରେ କରିବେ କି ଘୋଷଣା?
କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ହାତ କି ଗୋଡ ଭାଙ୍ଗିଗଲେ ମେଡିକାଲ ଯିବାକୁ ପଡିଥାଏ। ସେଠାରେ ହୋଇଥାଏ ପ୍ଲାଷ୍ଟର। ହେଲେ ମେଡିକାଲରେ ଠାକୁରଙ୍କ ହାତ ପ୍ଲାଷ୍ଟର ହେବା ଆପଣ କେବେ ହେଲେ ଦେଖିନଥିବେ କି ଶୁଣି ନଥିବେ। ଏବେ ଦେଖନ୍ତୁ ଏହି ମେଡିକାଲରେ ନିଜେ ପୂଜାରୀ ଠାକୁରଙ୍କ ହାତ ପ୍ଲାଷ୍ଟର କରିଛନ୍ତି..
ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ମାଟି ଘର ସହ ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆଉ ଏହି ନଦୀ ପାଣି ମାଡ଼ି ଏକର ଏକର ଜମି ଜଳମଗ୍ନ ହୋଇ ପଡିଛି । କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରୁ ଦେଖିବା ରିପୋର୍ଟ....
ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି।
ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।
ଆନ୍ଧ୍ରରୁ ଦଳବଳ ଧରି ମାଡ଼ିଆସିଲେ ବିଜୟନଗରମ୍ ଜିଲ୍ଲାପାଳ। ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ।
ଅନ୍ୟପଟେ ବିଜେପିର ଆଟାକକୁ କାଉଣ୍ଟର କରିବା ଲାଗି ବିଜେଡିର ସଜବାଜ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରି
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ତଳ ଜମିରୁ ଚାଷୀ କାହିଁକି କାଟି ନେଉଛନ୍ତି କଞ୍ଚାଧାନ ?
ଦେଶରେ ଅନେକ ଚା ବିକାଳି ଅଛନ୍ତି। ହେଲେ ଏମିତି ଚା ବିକାଳି ବିଷୟରେ ଆପଣ କେବେ ହେଲେ ଜାଣି ନଥିବେ। ଯିଏ କି ଚା ବିକା ପଇସାରୁ ପ୍ରତିଦିନ ୩୦୦ ଟଙ୍କା ରଖି ସ୍ତ୍ରୀଙ୍କ ଧରି ଦେଶ ବିଦେଶ ବୁଲୁଥିଲେ। ଏବେ ତାଙ୍କ ପରଲୋକରେ ତାଙ୍କୁ ମନେ ପକାଉଛନ୍ତି ଅନେକ। ଜାଣନ୍ତୁ, କିଏ ସେହି ବ୍ୟକ୍ତି ଓ କେଉଁଠି ଥିଲା ତାଙ୍କ ଷ୍ଟଲ୍...
ଅନେକ ସମୟରେ ମାଛ ବର୍ଷା କଥା ଆପଣମାନେ ଶୁଣିଥିଲେ। କିନ୍ତୁ ଟଙ୍କା ବର୍ଷାହେବା କେହେ ଶୁଣିଛନ୍ତି କି? ଉତ୍ତର ନିଶ୍ଚିତ ନା ହେବ। କିନ୍ତୁ ଏଠି ଦେଖନ୍ତୁ କିପରି ଟଙ୍କାର ବର୍ଷା ହୋଇଛି।
ବିଶ୍ୱରେ ଅନେକ ଦେଶରେ ଅନେକ ପରମ୍ପରା ଦେଖାଯାଏ। ସେଗୁଡିକ ମଧ୍ୟରୁ ବ୍ରୁନେଇ ଏମିତି ଏକ ଦେଶ ଯେଉଁଠି ପତ୍ନୀଙ୍କ ଫଟୋକୁ ଘରର କାନ୍ଥରେ ମରାଯାଏ।
କଫି ଚାଷୀଙ୍କ ମତରେ ବଣ, ପାହାଡ଼ ଘେରା ପରିବେଶ ଆଉ ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରିପାରୁଛି । ଯେଉଁଥିପାଇଁ ଏହା କର୍ଣ୍ଣାଟକର କୁର୍ଗା ହେଉ ବିଶ୍ୱର ଅନ୍ୟ ନାମୀ ବ୍ରାଣ୍ଡକୁ ଟକ୍କର ଦେଇପାରୁଛି ।