• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Personal House Maid
ଚାକରାଣୀ ପାଇଁ ରଖିଛନ୍ତି ମୋଟା ଅଙ୍କର ଦରମା, ତଥାପି ମିଳୁନାହାନ୍ତି ! କାରଣ କ’ଣ..?

ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।

  • Thursday, 18 May 2023
Amazon Jungle
ବିମାନ ଦୁର୍ଘଟଣାର ୨ ସପ୍ତାହ ପରେ ୪ କୁନି ଛୁଆ ଆମାଜନରୁ ଜୀବନ୍ତ ଉଦ୍ଧାର !

କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।

Imran Khan May Be Arrest Again
ପୁଣି ଇମ୍ରାନଙ୍କ ଗିରଫ ଆଶଙ୍କା, ଘର ଚାରିପଟେ ଘେରି ରହିଛନ୍ତି ପୋଲିସ

ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।

Chinese longliner
ଭାରତ ମହାସାଗରରେ ବୁଡିଗଲା ଚୀନର ମାଛଧରା ଡଙ୍ଗା; ୩୯ ନିଖୋଜ

ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।

Cyclone Mocha
ମିଆଁମାର ଦେଖିଲା ପ୍ରକୃତିର ତାଣ୍ଡବ, ନିମିଷକେ କରିଦେଲା ଛାରଖାର

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୫ କିଲୋମିଟର ରହିଥିଲା । ସମୟ ସମୟେ ଏହା ୨୨୦ କିମି ଛୁଇଁଥିଲା। ବାତ୍ୟା ସିନା ଚାଲିଗଲା, ହେଲେ ଦେଇଦେଲା ଅନେକ ଦୁଃଖ.... କାହା ଘରର ଛପର ଉଡାଇ ଦେଲା, ଆଉ କାହା ଘରକୁ ମାଟିରେ ମିଶାଇ ଦେଲା। ଆଉ ପ୍ରକୃତିର ତାଣ୍ଡବ ଦେଖିବା ପରେ ଏବେ ଅଣ୍ଟା ସଳଖୁଛନ୍ତି ବାତ୍ୟା ପ୍ରପୀଡିତ

  • Monday, 15 May 2023
Drugs Seized In Indian Ocean Worth ₹ 25,000 Crore
NCBକୁ ସବୁଠୁ ବଡ଼ ସଫଳତା ! ସମୁଦ୍ର ମଝିରେ ଚାଲିଥିଲା ଡ୍ରଗ୍ସ କାରବାର, ଧରିଲା ନୌସେନା...

୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍‌ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍‌ର ଓଜନ ଏକ କିଲୋ ।

26 killed as truck-trailer and van crash
ଭୟଙ୍କର ଦୁର୍ଘଟଣା; ୨୬ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍‌ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।

Woman Allegedly Murdered Husband And Threw A Grand Party
ସ୍ୱାମୀଙ୍କୁ ହତ୍ୟା କଲେ, ସାଙ୍ଗମାନଙ୍କୁ ଘରକୁ ଡାକି ଗ୍ରାଣ୍ଡ୍‌ ପାର୍ଟି ଦେଲେ...

ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍‌ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଘରେ ପାର୍ଟି ଦେଇଥିଲେ। 

pakistan
ପାକିସ୍ତାନର ଅଭିଶପ୍ତ ପ୍ରଧାନମନ୍ତ୍ରୀ ଆସନ : ଯିଏ ବସିଛି, ଭୋଗିଛି ଦୁର୍ଦ୍ଦଶା

ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ

YouTuber Crashed Plane
ଭିୟୁଜ୍‌ ପାଇବା ପାଇଁ ଏ କି ପାଗଳାମୀ, ନିଜ ବିମାନକୁ ଜାଣିଶୁଣି କ୍ରାସ୍ କରାଇଲେ ୟୁଟ୍ୟୁବର

କିଛି ଭିଉଜ୍‌ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।

Linda Yaccarino
ଲିଣ୍ଡାଙ୍କ ହାତକୁ ଗଲା ଟ୍ୱିଟର କମାଣ, ନୂଆ CEOଙ୍କୁ ସ୍ୱାଗତ କଲେ ଏଲନ୍‌

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ମିଳିଲେ ନୂଆ CEO

Who Is Linda Yaccarino? Executive Who May Replace Elon Musk As Twitter CEO
ଟ୍ୱିଟରର ନୂଆ CEO ହେବାକୁ ଯାଉଥିବା ଲିଣ୍ଡାଙ୍କ କ’ଣ ରହିଛି ପରିଚୟ ? ଜାଣନ୍ତୁ...

ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

Beautiful Lady Body Builder
ବଡି ବିଲ୍ଡିଂ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ଏହି ମଡେଲ

ତାଙ୍କ ବଡି କୌଣସି ପୁଅ ପିଲା ବା ପୁରୁଷ ବଡି ବିଲ୍ଡରଠାରୁ କମ୍‌ ନୁହେଁ ।

Former Pak PM Imran Khan Released From Jail
ଜେଲ୍‌ରୁ ମୁକୁଳିଲେ ଇମ୍ରାନ ଖାନ୍‌

ଜେଲ୍‌ରୁ ମୁକୁଳିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନଙ୍କ ଗିରଫଦାରୀ ବେଆଇନ୍, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ।

Elon Musk found new Twitter CEO
ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା...

ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।

Imran Khan
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି; ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକ୍ ସୁପ୍ରିମକୋର୍ଟ।

Pakistan Former PM Imran Khan Arrested
ପାକ୍‌ ସେନାରେ ତେଜିଲାଣି ବିଦ୍ରୋହ, ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ !

ଏହି ଅଭିଯୋଗକୁ ପାକିସ୍ତାନ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ, ଯେଉଁମାନେ ବିଦ୍ରୋହ କରିଛନ୍ତି ସେମାନେ ଅବସର ପ୍ରାପ୍ତ ସେନାଧିକାରୀ ।

 imran khan
ମୋତେ ଦିଆଯାଇପାରେ ସ୍ଲୋ ପଏଜନ୍: ଇମ୍ରାନ

ଗିରଫ ହେବା ପରେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ବା NAB ହାଜତରେ ଇମ୍ରାନଙ୍କ ପ୍ରଥମ ରାତି ଖୁବ୍ କଷ୍ଟରେ ବିତିଛି। ତାଙ୍କୁ ରାତି ସାରା ଶୋଇବାକୁ ନଦେଇ ନିର୍ଯାତନା ଦିଆଯାଇଥିବା ଏବଂ ଜେରା ବେଳେ ଗାଲକୁ ଚାପୁଡ଼ା ଓ ଗୋଡ଼ରେ ଭୀଷଣ ମାଡ଼ ମରାଯାଇଥିବା ଚର୍ଚ୍ଚା ହେଉଛି।

Argentina govt wanted to cut my head off: Pope Francis
ମୋ ମୁଣ୍ଡ କାଟ କରିବାକୁ ଚାହୁଁଥିଲା ଆର୍ଜେଣ୍ଟିନା: ପୋପ୍‌ ଫ୍ରାନ୍‌ସିସ୍‌

୬୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ, ପୋପ୍ ବେନେଡିକ୍ଟ ଫେବୃଆରୀ ୨୦୧୩ରେ ଇସ୍ତଫା ଦେଇଥିଲେ । ପୂର୍ବରୁ କୌଣସି ପୋପ୍‌ ଏଭଳି ଇସ୍ତଫା ଦେଇନଥିଲେ ।

imran khan arrest social media platforms suspended in parts of pakistan
ଇମ୍ରାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ: ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ ଲାଗିଲା କଟକଣା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ହିଂସା ଦେଖିବାକୁ ମିଳିଛି। ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ। ବିରୋଧ ପ୍ରଦର୍ଶନ ଯୋଗୁ ମଙ୍ଗଳବାର ରାତିରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ- ୟୁଟ୍ୟୁବ୍‌, ଟ୍ୱିଟର ଓ ଫେସ୍‌ବୁକ୍‌ ଉପରେ କଟକଣା ଜାରି ହୋଇଛି।

Imran Khan Arrested
ବେଲ୍ ରିନ୍ୟୁ ପାଇଁ ଆସିଥିଲେ କୋର୍ଟ, ସିଧା ଜେଲ୍ ଗଲେ...

ଶେଷରେ ଗିରଫ ହେଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ବେଲ୍ ରିନ୍ୟୁ ପାଇଁ ଆସିଥିବା ବେଳେ ଉଠାଇନେଲେ ପାକ୍ ରେଞ୍ଜର୍ସ ।

Pakistan Former PM Imran Khan Arrested
Breaking- Imran Khan Arrested: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଗିରଫ, ଦେଖନ୍ତୁ ଭିଡିଓ..

ଇସ୍ଲାମାବାଦ୍ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରାଯାଇଛି ।

Kids sell ice cream
ମାଆକୁ ବଂଚାଇବା ଲାଗି ଆଇସ୍‌କ୍ରିମ୍‌ ବିକିଲେ ଭାଇ-ଭଉଣୀ

ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ

  • Tuesday, 09 May 2023
gold mine fire
ସୁନାଖଣିରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୭ ଜଣ

ନିଆଁ ଲାଗିବା ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ । ହଠାତ୍‌ ଅଗ୍ନିକାଣ୍ଡ ଯୋଗୁଁ ବାହାରକୁ ବାହାରିବା ସମ୍ଭବପର ହୋଇନଥିଲା ।

This woman has undergone 200 surgeries to look young
ୟଙ୍ଗ୍‌ ଦିଶିବା ପାଇଁ ୨୦୦ ସର୍ଜରୀ: ‘ପୁଅ ଚାହାଁନ୍ତି ଡେଟ୍‌, ନାକ ଟେକନ୍ତି ଝିଅ’

ଏମିତି ଜଣେ ମହିଳା ଯିଏକି ସବୁବେଳେ ୟଙ୍ଗ୍‌ ଦିଶିବା ପାଇଁ ୨୦୦ରୁ ଅଧିକ ସର୍ଜରୀ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି।

  • Monday, 08 May 2023