• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Israel Palestine Peace

Palestinian president mahmoud abbas convoy under attack by alleged sons of abu jandal
ପାଲେଷ୍ଟାଇନ୍‌ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ଚେଷ୍ଟା; କିଏ କଲା ଆକ୍ରମଣ…

ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି। ମଙ୍ଗଳବାର ଦିନ ଅବ୍ବାସଙ୍କ କ୍‌ନଭେନ୍‌ରେ ହଠାତ୍ ଆକ୍ରମଣ କରାଯାଇଥିଲା ଯେଉଁଥିରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା। ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସ କିଛି ଦିନ ପୂର୍ବରୁ ହମାସ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିଲେ।

Nushrat Bharucha
ଯୁଦ୍ଧ ଭିତରେ ଫସିଛନ୍ତି ଅଭିନେତ୍ରୀ ନୁସରତ୍ ଭରୁଚା, ସ୍ୱତନ୍ତ୍ର ବିମାନରେ ଫେରିବେ ଦିଲ୍ଲୀ !

ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସମ୍ପର୍କ କରାଯାଇଥିବା ସୂଚନା ମିଳିଛି । ନୁସରତଙ୍କୁ ସୁରକ୍ଷିତ ଭାବେ ବିମାନବନ୍ଦରକୁ ଆଣିବା ଓ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଗତକାଲିଠୁ ସେ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ବିମାନ ଆସୁନଥିବାରୁ ସେଠାରେ ଫସି ରହିଛନ୍ତି ନୁସରତା।