• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

russia ukraine war
ଚିନ୍ତାରେ ରୁଷ ରାଷ୍ଟ୍ରପତି ! ୟୁକ୍ରେନ୍‌ ପ୍ରୟୋଗ କରିପାରେ କ୍ଲଷ୍ଟର ବୋମା; ଭାରତ ପାଖରେ ଅଛି କି ଏହି ବୋମା ?

ଆମେରିକାର ଏହି ଘୋଷଣା ପରେ ପୁଟିନ୍‌ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Chandrayaan-3
ଅଷ୍ଟ୍ରେଲିଆରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ

ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।

Earthquake
ଆମେରିକା ଆଲାସ୍କାରେ ଶକ୍ତିଶାଳୀ ଭୂକଂପ ଝଟକା

ଆମେରିକାରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ।

PM Modi in UAE
ବୁର୍ଜ ଖଲିଫାରେ ତ୍ରିରଙ୍ଗା ସହ ମୋଦିଙ୍କ ଫଟୋ, UAEରେ ଏମିତି ହେଲା ସ୍ୱାଗତ

ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ସ୍ୱାଗତ ।

Modi France Visit
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠର ସୀତାର୍ ଦେଲେ ମୋଦି

ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ଏଥରର ଫ୍ରାନ୍ସ ଗସ୍ତ କହିଲେ ।

Harry Potter
୩୨ ଲକ୍ଷରେ ବିକିଦେଲେ ୧୧ ଟଙ୍କିଆ ବହି, ଜାଣନ୍ତୁ ରହସ୍ୟ..

୧୧ ଟଙ୍କାରେ କିଣା ହୋଇଥିବା ବହିଟି ୩୨ ଲକ୍ଷରେ ବିକ୍ରି ନେଇ ଆମେରିକାରେ ବେଶ୍‌ ଚର୍ଚ୍ଚା ଚାଲିଛି ।

Sare Jahan Se Achha
ଆକାଶରେ ରାଫେଲ୍‌ର ଗର୍ଜନ, ଫ୍ରାନ୍ସ ଜାତୀୟ ଦିବସ ସମାରୋହରେ ‘ସାରେ ଜାହାଁ ସେ ଅଚ୍ଛା ’ ଧୁନ୍

Bastille Day Parade: ଭାରତର ୪ଟି ରାଫେଲ ଫାଇଟର ଜେଟ୍ ସହିତସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା

Detroit police commissioner caught in vehicle with sex worker
କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ। ଡେଟ୍ରୋଇଟ୍‌ ବୋର୍ଡ ଅଫ୍‌ ପୋଲିସ୍‌ କମିଶନର ବ୍ରିଆନ୍‌ ଫର୍ଗୁସନ୍‌ କାର୍‌ ଭିତରେ ଜଣେ ଦେହଜୀବୀଙ୍କ ସହ ଧରାପଡ଼ିବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି।

  • Friday, 14 July 2023
India - Pakistan
ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ, ଭାରତ କଲା ସମର୍ଥନ !

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

Sun To Reach Solar Maximum In 2 Years
‘ଇଣ୍ଟରନେଟ୍ ଆପୋକ୍ଲିପ୍ସ'କୁ ନେଇ ଚର୍ଚ୍ଚା...ସୌର ଝଡ଼ରେ ଠପ୍‌ ହୋଇଯିବ କି ଇଣ୍ଟରନେଟ୍ ସେବା ?

ଅନ୍ତର୍ଜାତୀୟ ଗଣମାଧ୍ୟମ ୱାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୨୫ରେ ସୂର୍ଯ୍ୟ ତାହାର ସୋଲାର ମ୍ୟାକ୍ସିମମ ସ୍ଥିତିକୁ ଆସିଯିବ। ଯାହାକୁ ସାମ୍ନା କରିବାକୁ ଆଜିକାର ଡିଜିଟାଲ ଦୁନିଆ ପ୍ରସ୍ତୁତ ନୁହେଁ। ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ବିଭିନ୍ନ ଆଶଙ୍କା ଓ ଚର୍ଚ୍ଚା ହେଉଛି।

Narendra Modi
ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ, ଭାରତକୁ ଭବିଷ୍ୟତରେ କିପରି ମିଳିବ ଲାଭ ?

PM Modi France Visit : ୨ଦିନିଆ ଗସ୍ତବେଳେ ଫୋକସରେ ରହିବ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଡିଲ୍ । ଫ୍ରାନ୍ସ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Birthday
ବିରଳ ପରିବାର, ଗୋଟିଏ ଦିନରେ ପଡ଼େ ବାପାମା’ ଓ ୭ ପିଲାଙ୍କ ଜନ୍ମଦିନ

ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ...କିପରି ସମ୍ଭବ..ଏ ଖବର ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ସତ।

Nepal chopper crash
ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ

କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ନିଖୋଜ ହୋଇଥିଲା । ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Solar Geo Engineering
ପୃଥିବୀପୃଷ୍ଠରୁ ଲୁଚାଇ ଦିଆଯିବ ସୂର୍ଯ୍ୟକିରଣ ! ବିଶ୍ୱତାପନ ବୃଦ୍ଧିରୁ ମୁକ୍ତି ପାଇବାକୁ ଆମେରିକାର ଯୋଜନା

ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜ ର ମୁକାବିଲା କରାଯାଇପାରିବ କି ନାହିଁ, ସେନେଇ ଖୋଲା ମତ ଲୋଡ଼ିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

A helicopter with 6 people on board has gone missing in Nepal
ନେପାଳରେ ହେଲିକପ୍ଟର ନିଖୋଜ, ହଠାତ୍‌ ରାଡାର୍‌ରୁ ଗାଏବ ହୋଇଗଲା...

ନେପାଳରେ ଏକ ହେଲିକପ୍ଟର ନିଖୋଜ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ହେଲିକପ୍ଟରରେ ୬ ଜଣ ଥିଲେ।

  • Tuesday, 11 July 2023
13 Month Old Girl Dies After Her Mother Runs Car Over Her
୧୩ ମାସର ଛୁଆ ଉପରେ କାର୍‌ ଚଢ଼ାଇ ଦେଲା ମା’

୧୩ ମାସର ଛୁଆ ଉପରେ କାର୍‌ ଚଢ଼ାଇ ଦେଲା ମା’। ଏଥିରେ କଅଁଳ ଶିଶୁର ମୃତ୍ୟୁ ହୋଇଛି।

  • Monday, 10 July 2023
Sudan Air Strike
ସହର ଉପରେ ଜୋରଦାର ଏୟାର୍‌ ଷ୍ଟ୍ରାଇକ୍‌, ହେଲେ କାହିଁକି ?

ଏପ୍ରିଲ୍ ମାସଠାରୁ ସୁଦାନରେ ସେନା ଓ ପାରାମିଲିଟାରି ଫୋର୍ସଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

Mark Zuckerberg returns to Twitter after 11 years
୧୧ ବର୍ଷ ପରେ ଟ୍ୱିଟରକୁ ଫେରିଲେ ଜୁକରବର୍ଗ, ଟ୍ୱିଟ କରି ଏଲନ ମସ୍କଙ୍କୁ କଲେ ଟ୍ରୋଲ୍

୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?

Will Zuckerberg's Threads Beat Musk's Twitter?
ବଜାରକୁ ଆସିଲା ନୂଆ ଆପ୍ 'Threads': ଲଞ୍ଚ ହେବାର ୭ ଘଣ୍ଟାରେ ୧ କୋଟି ୟୁଜର୍ସ

ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।

gas leak
ଗ୍ୟାସ୍‌ ଲିକ୍‌ ଯୋଗୁଁ ବଡ଼ ଦୁର୍ଘଟଣା : ଛଟପଟ୍‌ ହୋଇ ଚାଲିଗଲା ୧୬ ଜୀବନ

ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

France riots
ନାହେଲ୍ ଏମ୍ କିଏ ? ଯାହାର ମୃତ୍ୟୁକୁ ନେଇ ଫ୍ରାନ୍ସରେ ଥମୁନି ହିଂସାକାଣ୍ଡ

କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।

Bhagavad Gita
ଆମେରିକାରେ ଗୁରୁପୂର୍ଣ୍ଣିମା: ୧୦ହଜାର ଲୋକ ଏକାଠି ହୋଇ କଲେ ଗୀତାପାଠ

ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।

Indian Consulate
ଖଲିସ୍ତାନୀ ସମର୍ଥକଙ୍କ ବର୍ବରକାଣ୍ଡ, ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇଦେଲେ

ଖଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ।

Riots in France
ଭଙ୍ଗାରୁଜା... ପୋଡ଼ାଜଳା... ଲୁଟପାଟ୍, ୭ ଦିନ ହେଲା ଦାଉଦାଉ ଜଳୁଛି ଫ୍ରାନ୍ସ

ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।

Firing
ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କୁ ବାଜିଲା ଗୁଳି, ୪ ମୃତ

ଦୁର୍ବୃତ୍ତ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା । ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ଅଟକ ରଖିଲା ।