ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ।
ସ୍ୱାଧୀନତାର ୭ ଦଶନ୍ଧୀ ପରେ ଗାଁକୁ ହୋଇପାରିନି ବିଦ୍ୟୁତ ସଂଯୋଗ । ସୂର୍ଯ୍ୟ ବୁଡ଼ିଲେ ଘରେ ପଡ଼ିଯାଏ ତାଟି କବାଟ, ପୁଣି ସୂର୍ଯ୍ୟ ଉଦୟ ହେଲେ ଆରମ୍ଭ ହୁଏ ଜୀବନ । ଖୁଣ୍ଟ ପଡ଼ିନି, ତାର ଟଣା ହୋଇନି କି ଟ୍ରାନ୍ସଫର୍ମର ବସିନି କିନ୍ତୁ ମିଟର ବସିଛି ବିଦ୍ୟୁତ ବିଲ୍ ଆସୁଛି ।
୪ ମାସ ପୂର୍ବେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।