ବନ୍ୟଜନ୍ତୁ ଚୋରା ଚାଲାଣ କରିବାରେ ମାହିର ଥିଲେ ଜଣେ ବ୍ୟକ୍ତି। ଗାଡିରେ ନିଜ ପକେଟ୍ରେ ୬୦ଟି ସାପ ଓ ଝିଟିପିଟି ଲୁଚେଇ ନେଉଥିଲେ। ଧରାପଡିବାରୁ ୪୫ ବର୍ଷ ଜେଲ ଦଣ୍ଡ।
ନିଲାମ ହେଲା ଟେସଲା ବସ୍ଙ୍କ କଲେଜ ବେଳର ଡେଟିଂ ଫଟୋ । ମସ୍କଙ୍କ ପୂର୍ବତନ ଗର୍ଲଫ୍ରେଣ୍ତ ଜେନିଫର୍ ଗ୍ୱେନ୍ ମସ୍କଙ୍କ ସହ ନିଜର କିଛି ପୁରୁଣା ଫଟୋକୁ ନିଲାମ କରୁଛନ୍ତି ।
ସିନେମାର ରୁପେଲି ପରଦାରେ ଜହ୍ନକୁ ନେଇ କେତେ କଣ କାହାଣୀ ଚିତ୍ରିତ କରାଯାଇଛି I ଆପଣ ସେମିତି କିଛି ସିନେମା ଦେଖିଛନ୍ତି କି ?
ନୂଆ ବିଲ୍ ପାରିତ ହେଲେ କର୍ମଚାରୀଙ୍କ ଡ୍ୟୁଟି ସମୟ କମିବ ।
ଆକାଶରେ ଯେଉଁ ଜହ୍ନ ଦେଖୁଛନ୍ତି । ସେଇ ଜହ୍ନର ଅଛି ଅଜଣା ରହସ୍ୟ। ଆପଣ ଯେତିକି ଜାଣିଛନ୍ତି ଏ ରହସ୍ୟ କଥା ଜଣିଲେ ଆପଣବି ଭାବିବାକୁ ବାଧ୍ୟ ହେବେ । ଜହ୍ନରେ ଏତେ ଗହନ କଥା ଅଛି !
ଜଳ ଅପଚୟ ରୋକିବାକୁ ବିଶେଷଜ୍ଞ ଲଣ୍ଡନବାସୀଙ୍କୁ ପରାମର୍ଶ ଦେଇଛନ୍ତି
ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଇସଲାମାବାଦରେ ଏକ ରାଲି ସମୟରେ ଜଣେ ବିଚାରପତିଙ୍କ ସମେତ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।
୪ ମାସ ପୂର୍ବେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।
ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର ।
ବର୍ଷ ବର୍ଷ ଧରି ଡେଲିଭରି ବୟ ଜଣକ ପରିଶ୍ରମ କରି ପାଖାପାଖି ୬୬ ହଜାର ଟଙ୍କା ସଞ୍ଚୟ କରିଥିଲେ। ତେବେ ବଡ଼ ରିସ୍କ ଉଠାଇ ଏହି ଟଙ୍କାକୁ ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିଥିଲେ। ଆଉ ଏବେ ୨୮ ବର୍ଷ ବୟସରେ ସେ କୋଟିପତି ହୋଇଯାଇଛନ୍ତି।
ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡ଼ିଗଲା ବସ୍ ।
ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।
ସୁଡାନ୍ରୁ ଇଥୋପିଆ ଯାଉଥିବା ଇଥୋପିଆନ୍ ଏୟାରଲାଇନ୍ସର ଫ୍ଲାଇଟ୍ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।
ପ୍ରତିବର୍ଷ ପରି ଆଜିର ଦିନରେ ପାଳନ ହେଉଛି ବିଶ୍ୱ ଫଟୋଗ୍ରାଫି ଦିବସ। ତେବେ ଏହି ଫଟୋ ଗୁଡ଼ିକୁ ଦେଖିଲେ ତାଜା ହୋଇଯିବ ବର୍ଷବର୍ଷର ପୁରୁଣା ସ୍ମୃତି...
ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍ ରାଷ୍ଟ୍ରପତି ।
ସମରାଭ୍ୟାସ ଆଳରେ ଭୟଭିତ କରୁଥିଲା ଚୀନ୍, ଏବେ ପାଲଟା ଜବାବ ଦେବାକୁ ମଝି ଆକାଶରେ ଗର୍ଜୁଛି ତାଇୱାନୀ ଯୁଦ୍ଧ ବିମାନ ।
ସିକ୍ ଲିଭ୍ ଦାବି କରି ଚାଲିଗଲା ଚାକିରି । ରାଗ ଶୁଝାଇଲା କି କମ୍ପାନୀ ?
ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।
ସଲମାନ ରୁସ୍ଦି ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ହରାଇବାର ଆଶଙ୍କା ରହିଛି ।
୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।
ପ୍ରଥମେ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଥିଲା। ଯେଉଁଠି ରୁସ୍ଦିଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ଏହାପରେ ସେ ରୁସ୍ଦିଙ୍କୁ କାବୁ କରିବା ଲାଗି ଚେଷ୍ଟା କରିଥିଲେ। କେହି କିଛି ବୁଝିବା ଆଗରୁ ଆକ୍ରମଣକାରୀ ରୁସ୍ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।
ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା ।
କିଏ ଓ କାହିଁକି ରୁସଦିଙ୍କୁ ଆକ୍ରମଣ କଲା ସେ ନେଇ ଖୋଳତାଡ଼ ହେଉଛି ।
ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।
ଦରଦାମ୍ ବୃଦ୍ଧି ଭିତରେ ଘାଣ୍ଟି ହେଉଛନ୍ତି ପାକିସ୍ତାନ୍ ବାସୀ । ନିଜ ପିଲାକୁ ଖାଇବାକୁ ଦେଇ ନପାରି ବିକଳରେ କାନ୍ଦୁଛନ୍ତି ମହିଳା । ଏଥିପାଇଁ ଏକ ଭିଡିଓ ସେୟାର କରି ସରକାରଙ୍କୁ ଦାୟୀ କରିଛନ୍ତି ।