• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Imran Khan Slams Pak Government Over Fuel Price Hike
ପାକିସ୍ତାନରେ ଫୁଟିଲା ମହଙ୍ଗା ବୋମା: ୩୦ ଟଙ୍କା ବଢ଼ିଲା ପେଟ୍ରୋଲ ଓ ଡିଜେଲ

ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।

Imran Khan
ପାକିସ୍ତାନ ସରକାରଙ୍କୁ ଇମ୍ରାନ୍‌ଙ୍କ ଚେତାବନୀ ! ଜୁନ୍‌ରେ ନିର୍ବାଚନ ନହେଲେ ସ୍ଥିତି ଭୟଙ୍କର

ନ୍ୟାସନାଲ ଆସେମ୍‌ଲି ଭଙ୍ଗ କରି ଆସନ୍ତା ଜୁନ୍‌ରେ ନିର୍ବାଚନ ନକରାଇଲେ, ସାରା ଦେଶରୁ ୨୦ ଲକ୍ଷ ସମର୍ଥକଙ୍କୁ ଧରି ପୁଣି ଇସ୍ଲାମାବାଦ ଫେରିବାକୁ ସଫାସଫା ଶୁଣାଇ ଦେଇଛନ୍ତି ।

Japanese Man Spends Rs 12 Lakh To
ଚର୍ଚ୍ଚାରେ ‘କୁକୁର ମଣିଷ’: କୁକୁର ଭଳି ଦିଶିବାକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ, ଭିଡିଓ ଭାଇରାଲ୍‌

ଅବିକଳ କୁକୁର ଭଳି ଦେଖାଯାଉଥିବା, ଆଚରଣ କରୁଥିବା ଏକ କୁକୁରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବାସ୍ତବରେ ଏହା ଅସଲି ନୁହେଁ ବରଂ ନକଲି କୁକୁର।

Pakistan
ପାକିସ୍ତାନରେ ବିଗୁଡୁଛି ସ୍ଥିତି; ପୁଣି ନିର୍ବାଚନ କରିବାକୁ ଇମ୍ରାନ୍‌ଙ୍କ ଦାବି

ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ମେଟ୍‌ରେ ଷ୍ଟେସନରେ ଇମ୍ରାନଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିଲେ । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

Texas school shooting
ଆମେରିକା ସ୍କୁଲରେ ଗୁଳି ୧୯ କୁନି ପିଲାଙ୍କ ସହ ୨୧ ମୃତ

ବିଦ୍ୟାର ମନ୍ଦିରରେ ଭୟ ଓ ଆତଙ୍କର ବାତାବରଣ । ଟେକ୍ସାସ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ଭୟାଭୟ ବାତାବରଣ ସୃଷ୍ଟି କରିଛି । ଆତଙ୍କିତ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଶିକ୍ଷକ ଶିକ୍ଷୟିତ୍ରୀ ନେଉଯାଉଥିବା ବେଳେ ଅନ୍ୟପଟେ ଶୋକରେ ଡୁବି ରହିଛନ୍ତି ଅଭିଭାବକ । ପରସ୍ପରକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ।

Texas school shooting
ଆମେରିକା ସ୍କୁଲରେ ପୁଣି ଗର୍ଜିଲା ବନ୍ଧୁକ; ଗୁଳିମାଡ଼ରେ ୧୯ କୁନି ପିଲାଙ୍କ ସହ ୨୧ ମୃତ

କଣ ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଲା ରାମୋସ? କଣ ହୋଇଥାଇପାରେ କୁନି ପିଲାଙ୍କ ଉପରେ ତା ଆକ୍ରୋଶର କାରଣ?

Monkeypox
୧୯ରୁ ଅଧିକ ଦେଶକୁ ବ୍ୟାପିଲାଣି ‘ମଙ୍କିପକ୍ସ’, ଭାରତକୁ କରାଗଲା ସତର୍କ

କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

India US Ties
ଭାରତ ଓ ଆମେରିକାର ସଂପର୍କ ଅଦ୍ୱିତୀୟ : ବାଇଡେନଙ୍କୁ ଭେଟି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Sri Lanka
ଶ୍ରୀଲଙ୍କାରେ ତେଲଦରରେ ନିଆଁ : ପେଟ୍ରୋଲ୍ ଲିଟର ୪୨୦କୁ ଡିଜେଲ୍ ୪୦୦ ଟଙ୍କା

ଗତ ୧୬ ତାରିଖରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଦେଶରେ ପେଟ୍ରୋଲ ସଂକଟ ଦେଖା ଦେଇପାରେ ବୋଲି ଚେତାଇ ଦେଇଥିଲେ ।

Prime Minister Narendra Modi with (from left) Australia Prime Minister Anthony Albanese, US Presiden
କ୍ୱାଡର ବଳ, ଚୀନକୁ କାଳ : ଜିନପିଙ୍ଗଙ୍କ ଦାଦାଗିରି ରୋକିବାକୁ ପଣ କଲେ ୪ ରାଷ୍ଟ୍ରମୁଖ୍ୟ

କ୍ୱାଡ୍ ସମ୍ମିଳନୀରେ ୪ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଛନ୍ତି ।

Shooting in Texas Elementary School
ଆମେରିକାରେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ଼: ୨୧ ଛାତ୍ରଛାତ୍ରୀ ମୃତ

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଟେକ୍ସାସ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି।

Russian President Vladimir Putin
୨ ମାସ ତଳେ ପୁଟିନ୍‌ଙ୍କୁ ହୋଇଥିଲା ହତ୍ୟା ଉଦ୍ୟମ; ଦାବି କଲା ୟୁକ୍ରେନ୍‌ ସେନା

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି।

monkeypox
ସାଂଘାତିକ ହେଲାଣି ମଙ୍କିପକ୍ସ : ୧୪ଟି ଦେଶରେ ଠାବ ହେଲାଣି ଭୂତାଣୁର ସଂକ୍ରମଣ

ଅଷ୍ଟ୍ରେଲିଆ, ଇସ୍ରାଏଲ, ସ୍ୱିଜରଲାଣ୍ଡରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ଭୂତାଣୁ ଠାବ କରାଯାଇଛି

President Joe Biden
ତାଇଓ୍ୱାନ ପ୍ରସଙ୍ଗରେ ଚୀନକୁ ସାବଧାନ କଲେ ବାଇଡେନ୍ : ବଳପ୍ରୟୋଗ କଲେ ହସ୍ତକ୍ଷେପ କରିବ ଆମେରିକା

ତାଇଓ୍ୱାନ୍ ପ୍ରସଙ୍ଗରେ ବେଜିଂକୁ ବାଇଡେନଙ୍କ ଖୋଲା ଚେତାବନୀ । ଚୀନ୍ ବଳପ୍ରୟୋଗ କଲେ ଆମେରିକା ହସ୍ତକ୍ଷେପ ଲାଗି ବାଧ୍ୟ ହେବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। 

5 pencil sketches at once.
ଗୋଟିଏ ହାତରେ ଆଙ୍କିଦେଲେ ୫ ସୁପରହିରୋଙ୍କ ଚିତ୍ର

ରିୟଲ ଚିତ୍ର ସେଦିନର ରିଲ୍‌ ଠାରୁ ବି ଅଧିକ କଷ୍ଟକର, ଯାହା ୟୁଜର୍ସଙ୍କୁ ଆକୃଷ୍ଟ କରିଛି। 

PM Modi Japan Visit Quad Summit 2022
କ୍ୱାଡ୍ ସମ୍ମିଳନୀ: ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓରେ ଅନୁଷ୍ଠିତ କ୍ୱାଡ୍ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Ukraine
ଭାବି ପତ୍ନୀଙ୍କୁ ଭେଟିବାକୁ ୧୦ କିଲୋମିଟର ରାସ୍ତା ପାଇଁ ୩୭୦୦ କି.ମି ରାସ୍ତା ବୁଲିଲେ ଯୁବକ

ଏମିତି ଏକ ପ୍ରେମ କାହାଣୀ ପୁଣି ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ଆର୍ଶ୍ଚ୍ୟ ହେବେ ।

LION Video Viral
ସିଂହ ସହ ଖେଳୁଥିଲେ, ହଠାତ୍‌ ରାଗିଗଲା...ଆଉ କାମୁଡ଼ି ଦେଲା ! ଦେଖନ୍ତୁ ଭିଡିଓ..

ସିଂହ ପାଟି ଖୋଲି କାମୁଡ଼ିବା ବେଳକୁ ବ୍ୟକ୍ତି ଜଣକ ହାତ ବାହାର କରି ଆଣୁଥିଲେ । ହେଲେ ହଠାତ୍..

Taliban enforces order for Afghan women TV anchors to cover faces
ତାଲିବାନର ନୂଆ ଫତୱା; ଏଣିକି ମୁହଁ ଘୋଡାଇ ନ୍ୟୁଜ୍‌ ପଢ଼ିବେ ମହିଳା ଆଙ୍କର

ମହିଳାଙ୍କ ପାଇଁ ତାଲିବାନର ନୂଆ ଫତୱା । ମୁହଁ ଘୋଡାଇ ନ୍ୟୁଜ୍‌ ପଢ଼ିବେ ଟିଭି ଆଙ୍କର ।

Taliban directs Afghan women anchors to cover faces
ଏ କେମିତିକା ନିୟମ ? ମୁହଁ ଘୋଡ଼ାଇ ଟିଭିରେ ନ୍ୟୁଜ୍‌ ପଢ଼ିବେ ଆଙ୍କର

ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଫତ୍‌ୱା ଜାରି ହୋଇଛି। ଏଣିକି ମହିଳା ଆଙ୍କରମାନେ ମୁହଁ ଘୋଡ଼ାଇ ଟିଭିରେ ଉପସ୍ଥାପନା କରିବେ। 

Monkeypox Virus
ଗୋଷ୍ଠୀ ସଂକ୍ରମଣର ରୂପ ନେଲା ମଙ୍କିପକ୍ସ !

UKHSA କହିଛି ଯେ ମଙ୍କିପକ୍ସର ଦୈନିକ ସଂକ୍ରମଣ ଅଧିକରୁ ଅଧିକ ଦେଖୁଛୁ। 

Over 13,000 Covid-Negative People Forcibly Sent To Quarantine
କୋଭିଡ୍‌ ନେଗେଟିଭ୍‌ ସତ୍ତ୍ୱେ ଜୋର ଜବରଦସ୍ତ ୧୩ ହଜାର ଲୋକଙ୍କୁ କ୍ୱାରେଣ୍ଟିନ୍‌

ବେଜିଂରେ ନୂଆ କରୋନା କେସ୍‌ ସାମ୍ନାକୁ ଆସିବା ପରେ ହଜାର ହଜାର ସଂଖ୍ୟକ ଲୋକଙ୍କୁ ଜୋର ଜବରଦସ୍ତ ହୋଟେଲ୍‌ରେ ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟରକୁ ପଠାଯାଇଛି। ମହାମାରୀ ଆରମ୍ଭ ହେବା ପରଠୁ ବେଜିଂ ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛି।

Four dead in Canada after heavy storms wreak havoc in Ontario and Quebec
କାନାଡାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୪ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ଗତକାଲି ଅପରାହ୍ନରେ କାନାଡାର ଓଣ୍ଟାରିଓ ସହରରେ ଭୟଙ୍କର ଘୂର୍ଣ୍ଣିଝଡ ହୋଇଛି । ଘୂର୍ଣ୍ଣିଝଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।