• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russian missile fails and 'boomerangs back at Russian troops'
ବୁମେରାଂ ପାଲଟିଲା ରୁଷିଆର ମିସାଇଲ୍; ୩୦୦ଫୁଟ ଉପରକୁ ଯାଇ ପଛକୁ ଫେରିଲା 

ରୁଷିଆର ଲୁହାନସ୍କ ଅଂଚଳରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଏକ ମିସାଇଲ ବୁମେରାଂ ପାଲଟି ପୁଣି ଫେରି ଆସିଛି ।

pakistan
ଘରୁ କାମ କର, ଏସି କମ୍‌ ଚଳାଅ : କର୍ମଚାରୀଙ୍କୁ ଅପିଲ କଲା ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ

ପାକିସ୍ତାନରେ ସଙ୍କଟ । କେବେ ଚା ପିଆ କମାଇବାକୁ କୁହାଯାଉଥିବା ବେଳେ ଏବେ ଏସି କମା କରି ଲଗାଇବାକୁ କର୍ମଚାରୀକୁ ଅନୁରୋଧ କରାଯାଇଛି ।

Earthquake In Afghanistan
ଭୟଙ୍କର ଭୂକମ୍ପ: ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ, ୨୫୦ରୁ ଅଧିକ ମୃତ

ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

Special story
ସଂକଟ ବେଳେ ସହାୟତା ଲୋଡିଲା ଶ୍ରୀଲଙ୍କା : ଔଷଧ, ଖାଦ୍ୟ ଓ ସାର ଯୋଗାଇ ଦେବାକୁ ଅନୁରୋଧ

ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଓଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି

Roshan Mahanama
ଆର୍ଥିକ ଦୁର୍ଦ୍ଦଶା ବେଳେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ସିଂହଳୀ କ୍ରିକେଟର୍‌ ରୋଶନ ମହାନାମା

ଆର୍ଥିକ ବିପର୍ଯୟ ସ୍ଥିତିରେ ଗତି କରୁଛି ଶ୍ରୀଲଙ୍କା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ୱାର୍ଲ୍ଡ କପ୍‌ ବିଜୟୀ କ୍ରିକେଟର ରୋଶନ ମହାନାମା ।

Girl Lost Rs 1700 Crore Jackpot Because Less Money In Her Bank Account
ଫଟା କପାଳ: ମାତ୍ର ୨ ଟଙ୍କା ପାଇଁ ହାତରୁ ଚାଲିଗଲା ୧୭୦୦ରୁ ଅଧିକ କୋଟି ଟଙ୍କା

ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।

Special story
ଭାରତ ବିନା ପାକିସ୍ତାନର ଗତି ନାହିଁ ! ପାକ୍‌ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା

ଭାରତ ସହ ସଂପର୍କ ଆରମ୍ଭ କରିବା ସପକ୍ଷରେ ଯୁକ୍ତି ରଖିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ।

COVID-19 Vaccines for Children 6 Months
୬ ମାସର ଶିଶୁ ନେବେ କୋଭିଡ୍‌ ଟିକା

ଆମେରିକାରେ ୬ ମାସର ଶିଶୁଙ୍କୁ ଦିଆଯିବ କରୋନା ଟିକା। ୟୁଏସ୍ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏନେଇ ଦୁଇଟି କମ୍ପାନୀକୁ ଜରୁରୀ ଅନୁମୋଦନ ମିଳିଛି।

Blast hits Gurudwara in Kabul
ଗୁରୁଦ୍ୱାର ଉପରେ ଆତଙ୍କବାଦୀ ଆକ୍ରମଣ, ବ୍ୟାକ୍‌ ଟୁ ବ୍ୟାକ୍‌ ବିସ୍ଫୋରଣରେ ଥରିଲା କାବୁଲ

କାବୁଲ ସ୍ଥିତ ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି।  ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Journalist Surviving
ଦିନେ ଥିଲେ ଜଣାଶୁଣା ସାମ୍ବାଦିକ, ଆଜି ରାସ୍ତାକଡ଼ର ବୁଲା ବିକାଳି

ସମୟ ହିଁ ବଳବାନ। ସମୟ କେତେବେଳେ କାହାକୁ କେଉଁ ମୋଡରେ ଛିଡ଼ା କରିବ, ସେକଥା କେବଳ ଈଶ୍ୱରଙ୍କୁ ହିଁ ଜଣା। ଆଜି ଯାହା ପାଖରେ ସବୁ କିଛି ଅଛି ହୁଏତ କାଲି ସେ ଦାଣ୍ଡର ଭିକାରୀ ହୋଇଯାଇ ପାରେ। ସେହିପରି ଆଜି ଯିଏ ଦାଣ୍ଡର ଭିକାରୀ କାଲି ସିଏ ସବୁ କିଛି ପାଇପାରେ। ସବୁ କିଛି ସେହି ସମୟର ଖେଳ।

Mother And Daughter Ran Away From Beauty Parlour Without Payment
ପାର୍ଲରରେ ୫୦ ହଜାର ଟଙ୍କାର ମେକ୍‌ଅପ୍‌ ନେଇ ମା’, ଝିଅ ଫେରାର ! ଖୋଜୁଛି ପୋଲିସ୍‌...

ମେକ୍‌ଅପ୍‌ ନେବା ପରେ ୨ ଜଣ ମହିଳା ବିନା ପେମେଣ୍ଟରେ ବିୟୁଟି ପାର୍ଲରରୁ ଚାଲାକି କରି ଖସି ପଳାଇ ଥିବା ଜଣାପଡ଼ିଛି। ସେମାନଙ୍କର ଏଭଳି କାରନାମାକୁ ନେଇ ପାର୍ଲରର ମାଲିକାଣୀ ପୋଲିସ୍‌ରେ ଅଭିଯୋଗ କରିଛନ୍ତି।

  • Friday, 17 June 2022
Viral
ରାସ୍ତାକଡ଼ରେ ଆଫଗାନୀ ଟିଭି ଆଙ୍କର୍‌ : ଦାନା ମୁଠାଏ ପାଇଁ ବିକୁଛନ୍ତି ଷ୍ଟ୍ରିଟ୍‌ଫୁଡ୍

ତାଲିବାନି ଶାସନରେ ବେକାର ଟିଭି ଆଙ୍କର, ରାସ୍ତାରେ ଷ୍ଟ୍ରିଟ୍‌ଫୁଡ୍ ବିକ୍ରି କରି ପରିବାର ଚଳାଉଛନ୍ତି

Pervez Musharraf
ସ୍ୱଦେଶ ଫେରିବାକୁ କାକୁତିମିତନି ହେଉଛନ୍ତି ପରଭେଜ ମୁଶାରଫ

ପ୍ରଥମେ ମୃତ୍ୟୁନେଇ ଗୁଜବ, ଆଉ ଏବେ ସ୍ୱଦେଶ ଫେରିବା ଖବର । ପାକିସ୍ତାନର ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ପରଭେଜ୍ ମୁଶାରଫଙ୍କ ପାକିସ୍ତାନ ଫେରିବା ନେଇ ପ୍ରଶସ୍ତ ହୋଇଛି ରାସ୍ତା

petrol price
ପାକିସ୍ତାନରେ କ୍ଷଣିକେ ୫୯ ମହଙ୍ଗା ହେଲା ଡିଜେଲ : ପେଟ୍ରୋଲ ଲିଟର ପିଛା ଦର ୨୩୩

ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।

putin
ଥରୁଛନ୍ତି ଋଷ୍‌ ରାଷ୍ଟ୍ରପତି : ସିଧା ଛିଡ଼ା ହେବାପାଇଁ ସଂଘର୍ଷ କରୁଥିବାର ଭିଡିଓ ଭାଇରାଲ୍

ପୋଡିୟମ ପାଖରେ ଠିଆ ହୋଇଥିବା ବେଳେ ପୁଟିନ ଗୋଡ ହଲାଉଥିବା ନଜର ଆସୁଛନ୍ତି । ପୁଟିନ ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଜଣାପଡ଼ୁଛି ।

Special story
ଚୀନର ଗତିବିଧିକୁ ଦେଖି ଭାରତ ତୟାର୍ : ଡ୍ରାଗନ ବିରୋଧରେ ଭାରତର ଯେସାକୁ ତେସା ନୀତି

ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି

Women of Himba
ବିବାହ ଦିନ ଥରେ ଗାଧାନ୍ତି, ଆଉ ଗାଧାନ୍ତିନି ଏଇ ମହିଳା

ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।

China, India,
ସୀମା ବିବାଦର ସମାଧାନ ଚାହୁଁନି କି ଚୀନ୍ ? LAC ନିକଟରେ ଜାରି ରଖିଛି ଭିତ୍ତିଭୂମି ନିର୍ମାଣ

ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା

Pervez Musharraf
ମୁସାରଫ ବଞ୍ଚିଛନ୍ତି ! ଟ୍ୱିଟ୍‌ କରି ସୂଚନା ଦେଲେ ପରିବାର ଲୋକ

ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।

Aamir liaquat
ଚାଲିଗଲେ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଅମିର ଲିଆକତ

ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।   

Elon Musk
ଏଲନ୍‌ଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ହଙ୍ଗାମା ! ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଉଛନ୍ତି ୟୁଜର୍ସ

ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍‌ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।

Drug Gang Leade
ସ୍କର୍ଟ, ବ୍ଲାଉଜ୍‌ ପିନ୍ଧି ଖସିବାକୁ ଉଦ୍ୟମ କରୁଥିଲା କୁଖ୍ୟାତ ଅପରାଧୀ : ଧରି ପକାଇଲା ପୋଲିସ୍‌

ମହିଳା ବେଶରେ ଫେରାର ମାରିବା ସମୟରେ ଅପରାଧୀକୁ ଧରିଲା ପୋଲିସ ।

UK workers begin world's biggest trial of 4-day week
କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ସପ୍ତାହରେ ୪ ଦିନ କାମ

ରାଣୀ ଏଲିଜାବେଥ୍‌ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।