କାମର ଚାପରୁ କର୍ମଚାରୀଙ୍କୁ ସାମୟିକ ବିରତି ଦେବାକୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ ।
ୟୁକ୍ରେନ୍କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।
ଏବେ ଯାଏଁ ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା । ଆକାଶରେ କଳା ଧୁଆଁର ବାଦଲ ଦେଖାଯାଇଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଯେ, ସୃଷ୍ଟି ହୋଇଛି ପୋଖରୀ ଭଳି ଗର୍ତ୍ତ ।
ୟୁକ୍ରେନ୍ର ରାଜଧାନୀ କିଭ୍ରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହେବା ସହିତ ଏକାଧିକ ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଛି ।
ଆଜି ଆମେ ଆପଣଙ୍କୁ ଜୋମାଟୋର କୌଣସି ଅଫର କିମ୍ବା ତା’ର କୌଣସି ବିଜ୍ଞାପନ କଥା କହିବୁ ନାହିଁ । ଆମେ ଏହି ସଂସ୍ଥାର ଏକ ବଡ଼ ଗୁମର ଖୋଲିବାକୁ ଯାଉଛୁ ।
ପୁଟିନ୍ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।
ବେନ୍ ବେର୍ଣ୍ଣାନ୍କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍ଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ଘୋଷଣା କରାଯାଇଛି ।
ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ୍ ରକେଟ୍ ପରେ ରକେଟ୍ ଆକ୍ରମଣ କରିଛି ।
ହିଜାବକୁ ନେଇ ହିଂସା ଥମିବାର ନାଁ ନେଉନି । ନୀରିହ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୁଣ୍ଡ ନେଉଛି ।
ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ଲାଗି ହେଲିକପ୍ଟର ସାମିଲ କରିବାକୁ ଅନୁରୋଧ କରାଯାଇଛି।
ସ୍କୁଲ ବହିରେ କାର୍ଟୁନକୁ ନେଇ ମାତ୍ରାଧିକ ଉତ୍କ୍ଷିପ୍ତ ଚୀନ୍ ସରକାର। ଏହି ଖବର ପ୍ରଚାରିତ ହେବା ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି। ଛପା ଯାଇଥିବା କାର୍ଟୁନ୍କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ ଜାଣିବା ପାଇଁ ପଢନ୍ତୁ।
ଟ୍ରିପ୍ର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ ।
ଜଣେ ମହିଳା ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ ।
ନୂଆ ବ୍ୟବସ୍ଥା ଅନୁସାରେ ୩୦ ମିନିଟ ଭିତରେ ପାଞ୍ଚ ଥର ଏଡିଟ୍ ହୋଇପାରିବ ଟ୍ୱିଟ୍ ।
୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ? ସବୁ ପ୍ରଶ୍ନର ଅନ୍ତ ଘଟାଇ ଶୁକ୍ରବାର ଘୋଷଣା କରାଯାଇଛି ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ।
ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ହତ୍ୟାକାରୀଙ୍କ ମଧ୍ୟରୁ ଜଣେ, ଯିଏକି ୭୦ରୁ ଅଧିକ ନିରୀହ ଲୋକଙ୍କ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିଲା। ପର୍ତ୍ତୃଗାଲ୍ର ରାଜଧାନୀ ଲିସ୍ବନ୍ରେ ଏହି ବ୍ୟକ୍ତିର ମୁଣ୍ଡକୁ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି, ଯେକେହିବି ଏହା ଦେଖିଲେ ବିଶ୍ୱାସ କରିପାରିବେନି।
ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ ରାକେଟ କାମ କରୁଛି। ଏହି ରାକେଟ ବିଭିନ୍ନ ଦେଶରେ ବୁଲୁଛନ୍ତି। ଚାକିରୀ ନାଁରେ ଏମାନେ ବେକାର ଭାରତୀୟ ଯୁବକଙ୍କୁ ଏକ ପ୍ରକାର ବନ୍ଧକ ରଖୁଛନ୍ତି। ଏମାନଙ୍କ କବଳରୁ ଖସି ଆସିଥିବା ଜଣେ ଯୁବକ ବଖାଣିଛନ୍ତି ନିଜର ଅଙ୍ଗେନିଭା କାହାଣୀ ।
ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।
ନିଦ ଭାଙ୍ଗିବା ଆଗରୁ ନିସ୍ତେଜ ହୋଇଯାଇଥିଲା ଅନେକ କୋମଳମତିଙ୍କ ରକ୍ତ ଜୁଡ଼ବୁଡ଼ୁ ଦେହ।
ନୋବେଲ ବିଜେତାଙ୍କୁ ପ୍ରାୟ ୧ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ମିଳିଥାଏ । ନୋବେଲକୁ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଇଥାଏ ।
ପ୍ରେମର ନିଶା ଅଲଗା। ଏ ନିଶା ମଣିଷକୁ ପାଗଳ କରିଦିଏ । କୁହାଯାଏ, ପ୍ରେମ ନିଶା ଥରେ ଘାରିଲେ ମଣିଷ ଅନ୍ଧ ହୋଇଯାଏ । ପ୍ରେମ ପାଇଁ କେତେବେଳେ ଆପଣାର ମଣିଷମାନେ ପର ଲାଗନ୍ତି ପୁଣି କେତେବେଳେ ନିହାତି ପର ମଣିଷ ଆପଣାର ଲାଗନ୍ତି।
ଥାଇଲାଣ୍ଡରେ ଗୁଳିକାଣ୍ଡ। ପିଲାଙ୍କ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଫଳରେ ୩୧ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି।
ୟୁନାଇଟେଡ ଆରବ ଏମିରେଟର ଧନୀ ସହର ଦୁବାଇ। ଆପଣଙ୍କ ପର୍ସରେ ଟଙ୍କା ନାହିଁ ଅର୍ଥ ଏ ସହର ଆପଣଙ୍କ ପାଇଁ ନୁହେଁ। ଏମିତି ପରିସ୍ଥିତିରେ ଏଠିକାର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକେ ସକାଳ ହେଲେ ପ୍ରଥମେ ଚିନ୍ତା କରନ୍ତି ଆଜି ଦିନକୁ ଥରେ ଖାଇବାକୁ ମିଳିବ ତ ?
ଭାରତୀୟ ମୂଳ ପରିବାରର ୪ ଜଣ ସଦସ୍ୟଙ୍କୁ ମେରେଡ ସହରରୁ ସୋମବାର ଅପହରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୮ ମାସର ଏକ ଶିଶୁ ଥିଲା। ଏମାନଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ଶବକୁ ପୋଲିସ ଜବତ କରିଛି।
ଭାରତ ନିର୍ମିତ ଥଣ୍ଡା ଓ କାଶ ସିରପ୍ ନେଇଥିଲେ ମୃତ ଶିଶୁ, ଔଷଧ ସେବନ ପରେ କିଡନୀ ସମସ୍ୟା ହୋଇଥିଲା