ଓପନଏଆଇ କିଣିବାକୁ ସାମ୍ ଅଲ୍ଟମ୍ୟାନଙ୍କୁ ଅଫର୍ ଦେଲେ ଏଲନ ମସ୍କ । ଟ୍ୱିଟର ପୋଷ୍ଟ ଜରିଆରେ ମସ୍କଙ୍କୁ କଡା ଜବାବ ଦେଲେ ଅଲ୍ଟମ୍ୟାନ ।
ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।
ବିଶ୍ୱ ଧନୀ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି କ୍ଷୀପ୍ର ବେଗରେ ଉପରମୁହାଁ ହେବାରରେ ଲାଗିଛି ।