• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Mine Blast in Turkey
କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୨୫ ମୃତ

ତୁର୍କୀରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି। ବାର୍ଟିନ୍‌ର ଏକ କୋଇଲା ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ଅତି କମ୍‌ରେ ୨୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।  ଏକାଧିକ ଲୋକ ଏବେ ବି ଫସି ରହିଛନ୍ତି।

Suella Braverman
ବ୍ରିଟେନ ଗୃହ ସଚିବଙ୍କ ଭାରତ ବିରୋଧୀ ମନ୍ତବ୍ୟ, ନୂଆଦିଲ୍ଲୀ ଖପ୍ପା

ଅର୍ଥନୀତି ସଜାଡ଼ିବା ବଦଳରେ ଭାରତ ସହ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) କୁ ବିରୋଧ କରିଛନ୍ତି ଭାରତୀୟ ବଂଶଦ୍ଭୋବ ସୁଏଲା ବ୍ରାଭରମ୍ୟାନ୍(Suella Braverman) ।

UK economy
ଲିଜ୍ ଟ୍ରସଙ୍କ ଗାଦି ଟଳମଳ: ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଖସୁଛି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା

କଞ୍ଜର୍ଭେଟିଭ୍ ପାର୍ଟିରେ ବି ଲିଜଙ୍କୁ ବିରୋଧ ବଢ଼ୁଛି । ଜନମତ ସର୍ଭେରେ ଟ୍ରସଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ୍ ମିଳିଛି ।

firing in america
ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

ଆମେରିକାରେ ଉତ୍ତରୀ ପ୍ରାନ୍ତ କେରୋଲିନାର ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଗୁରୁବାର ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ପୋଲିସ ଅଫିସରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। କେରୋଲିନା

Flying Car tested in Dubai
ଆକାଶରେ ଉଡ଼ିଲା କାର୍‌, ଘଣ୍ଟା ପ୍ରତି ବେଗ ୧୩୦ କିମିରୁ ଅଧିକ

ଏହି କାର୍‌ ସହର ଠାରୁ କମ୍‌ ଉଚ୍ଚତାରେ ଉଡ଼ିବ ଓ ଏଥିରୁ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହେବନାହିଁ।

accident
ପଡ଼ୋଶୀ ଦେଶରେ ବଡ଼ ଅଘଟଣ : ବସ୍‌ରେ ନିଆଁ ଲାଗିଯିବାରୁ ୧୭ ଜୀବନ୍ତ ଦଗ୍ଧ

ସୁରକ୍ଷିତ ସ୍ଥାନକୁ ଯିବା ସମୟରେ ବସ୍‌ରେ ଲାଗିଲା ନିଆଁ । ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

people demonstrated against the terrorist in pakistan
ନିଜ ଦେଶରେ ଅପଦସ୍ତ ହେଲା ପାକିସ୍ତାନ: ଆତଙ୍କବାଦ ବିରୋଧରେ ୪୦ ଘଣ୍ଟା ଧରି ଆନ୍ଦୋଳନ

ଆତଙ୍କବାଦ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି ପାକିସ୍ତାନବାସୀ। ଭାରତରେ ଆତଙ୍କବାଦକୁ ସମର୍ଥନ ଦେଉଥିବା ପାକିସ୍ତାକୁ ଏବେ ନିଜ ଦେଶରେ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପାକିସ୍ତାନର ପଖ୍‌ତୁନଖ୍ୱାବ ରାଜ୍ୟର ସ୍ୱାତ ଜିଲ୍ଲାରେ ଆତଙ୍କବାଦକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।

FiFA world Cup
ସାରା ବିଶ୍ୱକୁ ମାଡ଼ି ଆସିଥିଲା ସଙ୍କଟ ! ୯୨ ବର୍ଷର ଇତିହାସରେ ୨ଥର ବନ୍ଦ ହୋଇଥିଲା ଫିଫା ବିଶ୍ୱକପ୍

ଯଦି ଆପଣ କେବେ ପଡ଼ିଆରେ ଲାଇଭ୍‌ ଫୁଟ୍‌ବଲ ମ୍ୟାଚ୍‌ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।

Elon Musk
ସୁଧୁରିବେନି ଏଲୋନ୍‌ ମସ୍କ ! ଦୁନିଆର ସବୁଠୁ ବଡ଼ ଧନୀ କିନ୍ତୁ କରୁଛନ୍ତି ଏମିତି ପୋଷ୍ଟ

କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍‌ ଚର୍ଚ୍ଚାରେ ରହିଥିଲେ । 

US slams ‘utter brutality’ of Russian attacks
ଜଟିଳ ହେଉଛି ୟୁକ୍ରେନ ଯୁଦ୍ଧ ସ୍ଥିତି : ଉଗ୍ର ରୂପ ଦେଖାଉଛନ୍ତି ପୁଟିନ,ଆକ୍ରମଣକୁ ନିନ୍ଦା କଲା ଜାତିସଂଘ

ବିପର୍ଯ୍ୟୟ ପରେ ଆପଣାଇଲେ ବିକଳ୍ପ ରାସ୍ତା, ଆକ୍ରମଣକୁ ନିନ୍ଦା କଲେ ଜାତିସଂଘ ମହାସଚିବ

worlds tallestv tree in amazon forest
୨୫ ମହଲା କୋଠା ଉଚ୍ଚର ଗଛ: ୧୦ ଦିନର ଯାତ୍ରା ପରେ ସନ୍ଧାନ ପାଇଲେ ଗବେଷକ ଟିମ୍‌

ଗଛ ତ ଗଛ..ଏତେ ବଡ ଗଛ ! ବାପ୍‌ରେ.. ପୃଥିବୀରେ ଏତେ ଡେଙ୍ଗା ଗଛ  ଅଛି ବୋଲି ଆପଣ କେବେ ଶୁଣି ବି ନ ଥିବେ। ହେଲେ ଏମିତି ଗଛର ସନ୍ଧାନ ମିଳିଛି। ୨୫ ମହଲା କୋଠାର ଉଚ୍ଚତା ସହ ସମାନ ଏହି ଗଛର ଉଚ୍ଚତା। ଏହି ବିଶାଳ ଗଛ ରହିଛି ଆମାଜନ ଜଙ୍ଗଲରେ। ଏହି ଗଛ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିକ ଟିମ୍‌ ୨ ସପ୍ତାହ ଧରି ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ଯାତ୍ରା କରିଥିଲେ। ଏଥିପାଇଁ ୩ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ଏହି ବୈଜ୍ଞାନିକ ଟିମ୍‌।

Nobel prize winner svante paabo was thrown into pond
ନୋବେଲ ବିଜେତାଙ୍କୁ ସହକର୍ମୀମାନେ ଧରି ପୋଖରୀକୁ ଫିଙ୍ଗିଦେଲେ, ଭିଡିଓ ଭାଇରାଲ

ବିବର୍ତ୍ତନ ବାଦର ବିକାଶ ଉପରେ ସେ କରିଥିବା ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନାମ ଘୋଷଣା ହେବା ପରେ ନିଜେ ପାବୋ ଏକ ଭିଡିଓ  ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଭିଡିଓରେ ଦେଖିବାକୁ ମିଳିଛି ନୋବେଲ ବିଜେତାଙ୍କୁ ସାଙ୍ଗମାନେ ଏକ ପୋଖରୀରେ ଫିଙ୍ଗି ଦେଉଛନ୍ତି।

Diwali Vacation
ଦୀପାବଳିରେ ୧୦ ଦିନ ଛୁଟି ! ପରିବାର ସହ ସମୟ ବିତାଇବାକୁ ଛୁଟି ଦେଲା ଏହି କମ୍ପାନୀ

କାମର ଚାପରୁ କର୍ମଚାରୀଙ୍କୁ ସାମୟିକ ବିରତି ଦେବାକୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ ।

Ukraine Russia War
ୟୁକ୍ରେନ୍‌ ପାଇଁ ଢାଲ ସାଜିବ ଆମେରିକା

ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।

Russian Missiles Strike
କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଋଷ ସେନା

ଏବେ ଯାଏଁ ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା । ଆକାଶରେ କଳା ଧୁଆଁର ବାଦଲ ଦେଖାଯାଇଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଯେ, ସୃଷ୍ଟି ହୋଇଛି ପୋଖରୀ ଭଳି ଗର୍ତ୍ତ ।

Russian Missiles Strike
ୟୁକ୍ରେନ୍‌ର କିଭ୍ ଉପରେ ରୁଷ୍‌ର ୭୫ ମିଜାଇଲ୍ ମାଡ଼; ଜଳୁଛି କାର, ଜଳୁଛି ବହୁତଳ ଅଟ୍ଟାଳିକା

ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ହେବା ସହିତ ଏକାଧିକ ସ୍ଥାନରେ ଭୟଙ୍କର ବିସ୍ଫୋରଣ ଘଟିଛି ।

ZOMATO CEO
ଆଶ୍ଚର୍ଯ୍ୟ ! ଜୋମାଟୋ CEO ନିଜେ ବାଇକ୍‌ ଧରି କରୁଛନ୍ତି ଫୁଡ୍‌ ଡେଲିଭରୀ

ଆଜି ଆମେ ଆପଣଙ୍କୁ ଜୋମାଟୋର କୌଣସି ଅଫର କିମ୍ବା ତା’ର କୌଣସି ବିଜ୍ଞାପନ କଥା କହିବୁ ନାହିଁ । ଆମେ ଏହି ସଂସ୍ଥାର ଏକ ବଡ଼ ଗୁମର ଖୋଲିବାକୁ ଯାଉଛୁ ।

Vladmir Putin
ପୁଟିନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ବେଲାରୁଷ ରାଷ୍ଟ୍ରପତି, ଜାଣନ୍ତୁ ଏହା ପଛର ରହସ୍ୟ...

ପୁଟିନ୍‌ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।

Nobel Prize For Economics
ଅର୍ଥନୀତି ପାଇଁ ୩ ଜଣଙ୍କ ନାଁରେ ନୋବେଲ ପୁରସ୍କାର ଘୋଷଣା

ବେନ୍ ବେର୍ଣ୍ଣାନ୍‌କେ, ଡଗଲାସ୍ ଡାଇମଣ୍ଡ, ଫିଲିପ୍ ଡିଭିଗ୍‌ଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ଘୋଷଣା କରାଯାଇଛି । 

Russia-Ukraine war
ଋଷର କଠୋର ପ୍ରତିଶୋଧ ! କିଭ୍ ଉପରେ ଘନ ଘନ ରକେଟ୍‌ ମାଡ଼

ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ୍‌ ରକେଟ୍ ପରେ ରକେଟ୍ ଆକ୍ରମଣ କରିଛି ।

Anti Hijab Protests
ଇରାନରେ ହିଜାବ ବିରୋଧୀ ହିଂସା : ୧୯ ଶିଶୁଙ୍କ ସମେତ ୧୮୫ ଲୋକ ମୃତ

ହିଜାବକୁ ନେଇ ହିଂସା ଥମିବାର ନାଁ ନେଉନି । ନୀରିହ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୁଣ୍ଡ ନେଉଛି ।

76 Killed After Boat Capsizes In River In Nigeria
ହଠାତ୍‌ ନଦୀରେ ମାଡ଼ି ଆସିଲା ବନ୍ୟା ପାଣି, ମଝି ନଈରେ ବୁଡ଼ିଗଲା ଡଙ୍ଗା...

ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ଲାଗି ହେଲିକପ୍ଟର ସାମିଲ କରିବାକୁ ଅନୁରୋଧ କରାଯାଇଛି।

Why is China afraid of cartoons?
ଜିନ୍‌ପିଙ୍ଗ୍‌ଙ୍କ  କାର୍ଟୁନ୍ ଭୟ ଦେଖି ହସୁଛି ସାରା ବିଶ୍ୱ

ସ୍କୁଲ ବହିରେ କାର୍ଟୁନକୁ ନେଇ ମାତ୍ରାଧିକ ଉତ୍‌କ୍ଷିପ୍ତ ଚୀନ୍ ସରକାର। ଏହି ଖବର ପ୍ରଚାରିତ ହେବା ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି। ଛପା ଯାଇଥିବା କାର୍ଟୁନ୍‌କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ ଜାଣିବା ପାଇଁ ପଢନ୍ତୁ।

Uber
ବାପ୍‌ରେ ବାପ୍‌ ! ଉବରରେ ୧୫ ମିନିଟ୍‌ର ଟ୍ରିପ୍‌ ପାଇଁ ୩୨ ଲକ୍ଷ ଟଙ୍କାର ବିଲ୍‌ ? ଆପଣ ବି ଫସିପାରନ୍ତି..

ଟ୍ରିପ୍‌ର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ ।

Lottery
ମହିଳାଙ୍କ ଘରେ ଥିଲା କୋଟି କୋଟି ଟଙ୍କା, ହେଲେ ସେ ନିଜେ ବି ଜାଣି ନଥିଲେ..! ଫିଙ୍ଗିବାକୁ ଯାଉଥିଲେ

ଜଣେ ମହିଳା ରାତାରାତି କୋଟିପତି ହୋଇଗଲେ । ଯାହାକି ସେ କେବେ ବି ଆଶା କରିନଥିଲେ ।