ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।
ରୁଷିଆ ମିଜାଇଲ୍ ଆକ୍ରମଣରେ ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ ଘଟଣା ପରେ ଯୁଦ୍ଧ ଘନଘଟା ବଢ଼ିଛି। ଇଣ୍ଡୋନେସିଆ ବାଲିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୈଠକ ଡାକିଛନ୍ତି।
ଯେତେ ଯାହା କଲେବି ଡରୁନାହିଁ ରୁଷ୍। ପ୍ରାୟ ମାସେ ହେଲାଣି ୟୁକ୍ରେନ୍ ଉପରେ କରି ଚାଲିଛି ଆକ୍ରମଣ। ଏବେ ମିସାଇଲ୍ ମାଡ଼ କରି ୟୁକ୍ରେନର ଅସ୍ତ୍ରାଗାରକୁ ଉଡାଇ ଦେଇଛି। ଯେଉଁ ଭିଡିଓ କେତେ ଭୟଙ୍କର ଥିଲା ଦେଖନ୍ତୁ...