ଆଉ ଦିନକ ପରେ ଅର୍ଥାତ୍ ୧୯ ତାରିଖ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। । ପାର୍ଲାମେଣ୍ଟ କମ୍ପ୍ଲେକ୍ସର ୱେଷ୍ଟମିନିଷ୍ଟର ହଲରେ ଥିବା ରାଣୀ ଏଲିଜାବେଥଙ୍କ ଶେଷ ଦର୍ଶନ ପାଇଁ ଭିଡି ଜମିଛି। ବହୁ ବହୁ ବଡ ବଡ ନେତୃତ୍ୱ ମହାରାଣୀଙ୍କ ଦର୍ଶନ ପାଇଁ ଆମନ୍ତ୍ରିତ ହୋଇ ଆସୁଛନ୍ତି। ହେଲେ ଏହି ଦର୍ଶନ ପାଇଁ ଚୀକୁ ଆମନ୍ତ୍ରଣ କରାଯାଇ ନାହିଁ ।
ଏଭଳି ମିଥ୍ୟା ଆରୋପ କାବୁଲ ଓ ଇସଲାମାବାଦ ମଧ୍ୟରେ ସଂପର୍କ ନଷ୍ଟ କରିବା ଆଶଙ୍କା ରହିଛି ବୋଲି ତାଲିବାନ ସରକାର କହିଛନ୍ତି ।
ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।
ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ଇଜିଅମ୍ ବୁଲି ଫେରିବା ବେଳେ କାରକେଡକୁ ଧକ୍କା ଦେଲା କାର୍, ଦୁର୍ଘଟଣା ପରେ ସେ ସୁରକ୍ଷିତ ଥିବା ସୂଚନା
ଭାରତରେ ଅନେକ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା କୁଖାତ ଆତଙ୍କବାଦୀ ମାସୁଦ ସମ୍ପର୍କରେ ପାକିସ୍ତାନ କ୍ରମାଗତ ଭାବରେ ମିଛ କହୁଛି । ତାଲିବାନ ପାକିସ୍ତାନର ପୋଲ୍ ଖୋଲି ଦେଇଛି ।
ରାଣୀ ଏଲିଜାବେଥ୍-୨ଙ୍କ କଫିନ୍ ଶୋଭାଯାତ୍ରାରେ କ୍ୟାମେରା ଆଗକୁ ଆସିଲା କୋହିନୂର୍ ହୀରା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଚର୍ଚ୍ଚା...
କୃଷି ଓ ଶିଳ୍ପକ୍ଷେତ୍ର ସହ ବିଦ୍ୟୁତ ପ୍ରକଳ୍ପ ପ୍ରଭାବିତ
ବହୁବାର ସେ ଭାରତ ଓ ଓଡ଼ିଶା ବୁଲିବା ପାଇଁ ଆସିଛନ୍ତି ।
ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ମୃତ୍ୟୁ ତାରିଖକୁ ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ସେ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ ବୋଲି ପୂର୍ବାନୁମାନ କରିଥିଲେ ଜଣେ ଆତ୍ମଘୋଷିତ ବାବା ଓରୁନମିଲା । ଯଦିଓ ଏଥିରେ ମସିହା ଉଲ୍ଲେଖ କରାଯାଇ ନ ଥିଲା ତଥାପି ରାଣୀଙ୍କ ମୃତ୍ୟୁ ପରେ ଏମିତି ପୂର୍ବାନୁମାନକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏହି ଆଲୋଚନା ଥମି ନ ଥିବାବେଳେ ଏବେ ବିଶିଷ୍ଟ ଜ୍ୟୋତିଷ ନୋଷ୍ଟ୍ରାଡମସ୍ଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ବ୍ରିଟେନ୍ ବ୍ୟାଙ୍କ ନୋଟ୍, ମୁଦ୍ରା ଓ ଡାକ ଟିକଟରେ ରହିଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ । ତେବେ ତାଙ୍କ ଅବର୍ତ୍ତମାନରେ କଣ ହେବ ଏସବୁର ଭବିଷ୍ୟତ? ରାଣୀଙ୍କ ଫଟୋ ଥିବା ନୋଟ ଓ ମୁଦ୍ରା ଆଗକୁ ଚଳିବ ନା ନାହିଁ । ତାକୁ ନେଇ ଦେଖା ଦେଇଛି ସଂଶୟ ।
ହଜାର ହଜାର ଲୋକ ଚାହିଁ ରହିଥିଲେ। ବ୍ରିଟେନର କିଙ୍ଗ ଚାର୍ଲସ ଏକ ଉତ୍ସବରେ ଦସ୍ତଖତ କରିବେ। ହେଲେ ହଠାତ୍ ରାଗିଗଲେ ରାଜା। ରାଗିବେନି ବା କେମିତି ? ବ୍ରିଟେନର ରାଜାଙ୍କୁ ଯଦି ଦସ୍ତଖତ ପାଇଁ ଏମିତି କାଳି ଲିକ୍ କରୁଥିବା ପେନ୍ ଦିଆଯାଏ ତେବେ ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ। ତେବେ କିଙ୍ଗ ଚାର୍ଲସଙ୍କର ୨ ଥର ପାଇଁ ଏମିତି ରାଗ ଦେଖି ଲୋକେ ବି ସ୍ତବ୍ଧ।
ଆଫଗାନିସ୍ତାନକୁ ଚିଠି ଲେଖାଯାଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା
ଠିକ୍ ଜହ୍ନ ପରି ଘରଟିଏ । ବିଳାସରେ ଭରପୂର। ଦେଖିଲେ ଆଖି ଲାଖିଯିବ। ଥରେ ଗଲେ ଫେରିବାକୁ ମନ ଚାହିଁବନି। ଜହ୍ନ ଆକୃତିର ଏହି ମେଗା ରିସୋର୍ଟରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି।
ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟ। ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଇତି ମଧ୍ୟରେ ରାଣୀଙ୍କୁ ନେଇ ଜାଣିବାକୁ ମିଳୁଛି ଅନେକ ରୋଚକ କଥା। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ କେବେ ହେବ ବହୁ ପୂର୍ବରୁ ଏହାର ଭବିଷ୍ୟବାଣୀ କରାଯାଇଥିଲା। ଓରୁନମିଲା ନାମକ ଜଣେ ଆତ୍ମଘୋଷିତ ବାବା ନିଜ ଟୁଇଟର ଆକାଉଣ୍ଟରେ ଏହି ଭବିଷ୍ୟବାଣୀ କରିଥିଲେ।
ରାଣୀଙ୍କୁ ଓ୍ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ ।
ଲଟେରୀ କଲା ମାଲାମାଲ୍ । ଘର କିଣିବାର ସ୍ୱପ୍ନ ପୂରଣ କରିବେ ଆମେରିକୀୟ ବ୍ୟକ୍ତି ।
୧୦ ଦିନର ରାଜକୀୟ ଶୋକ ପରେ ମହାରାଣୀ ଏଲିଜାବେଥ୍ଙ୍କ ଶବଦାହ କରାଯିବ। ବର୍ତ୍ତମାନ ତାଙ୍କ ଦ୍ୱାରା ବ୍ୟବହୃତ ଅସାଧାରଣ ଜିନିଷଗୁଡିକୁ ନିଲାମ କରାଯାଉଛି। ତାଙ୍କର ଏକ ଚା’ବ୍ୟାଗ ତାଲିକାଭୁକ୍ତ ହୋଇଛି। ଆପଣ ଏହି ଚା’ବ୍ୟାଗ୍ର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍ରେ ସମୟ କାଟିଥିଲେ ଚାର୍ଲସ।
ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ରାଜପଦ ସମ୍ଭାଳିଛନ୍ତି କିଙ୍ଗ୍ ଚାର୍ଲ୍ସ ତୃତୀୟ। ଦିନେ ଅନେକ ପ୍ରେମ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ। ୨୦ରୁ ଅଧିକ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ଏହି ପାଞ୍ଚ। ଜାଣନ୍ତୁ କିଏ…
ମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀମାନେ ସାମିଲ ଅଛନ୍ତି ।
କେମିତି ଏଲିଜାବେଥ୍ ଦ୍ୱିତୀୟ ହୋଇଥିଲେ ସର୍ବାଧିକ କାଳ କ୍ଷମତାସୀନ ମହାରାଣୀ?
ପ୍ରଥମେ ଆସିଥିଲେ ୧୯୬୧ରେ, ପରେ ୧୯୮୩ ଓ ୧୯୯୭ରେ
ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍ଙ୍କ ସ୍ମୃତିଚାରଣ କରୁଛନ୍ତି । ସେପଟେ ସ୍କଟଲାଣ୍ଡର ବାଲମୋରରେ ଥିବା ରୟଲ୍ ଇଷ୍ଟେଟ୍ ଆଗରେ ଆଜି ସକାଳେ ଫୁଲତୋଡା ଦେଇ ଲୋକମାନେ ନିଜ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।