ଗୋଟିଏ ପଟେ ଗଲୱାନ୍ ଘାଟିରେ ଚୀନ୍ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।
ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍ ରହିବ।
ହିଜାବ ବିରୋଧୀଙ୍କ ପ୍ରତି ବଢୁଛି ବିଶ୍ୱବ୍ୟାପି ସମର୍ଥନ ଇରାନର ସର୍ବୋଚ୍ଚ ଧାର୍ମିକ ନେତାଙ୍କ ଭଉଣୀଙ୍କର ସମର୍ଥନ
ସୁରକ୍ଷାକର୍ମୀଙ୍କୁ ସେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।
ଫୋବର୍ସ ତାଲିକାରେ ଏଲନ୍ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି ।
ଉତ୍ତର କୋରିଆରୁ ଆସିଛି ତାନାଶାହା ଶାସନର ଆଉ ଏକ ନମୁନା। ପିଲାମାନଙ୍କ କ୍ରୁର ନାଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୋମା’ ‘ବନ୍ଧୁକ’ ଆଦି ନାଁ ରଖିବାକୁ କୁହାଯାଇଛି। ନିୟମ ନ ମାନିଲେ ଦିଆଯିବ ଦଣ୍ଡ।
ସାନ୍ଫ୍ରାନସିସ୍କୋରେ ଥିବା ଟ୍ୱିଟର ହେଡ୍ ଅଫିସ୍ର ଅଧିକାଂଶ ଫ୍ଲୋରକୁ ବେଡ୍ରୁମ୍ ଭଳି ସଜାଇଛନ୍ତି ଏଲନ୍ ।
ହଫ୍ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।
ଭାଗ୍ୟର କି ସଂଯୋଗ ! ସେହି ଦିନହିଁ ବ୍ରେଣ୍ଡା ତାଙ୍କର ତୃତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।
ଯଦି ଆପଣଙ୍କୁ କୁହାଯାଏ କୌଣସି କାର୍ ଚାଲିବା ସମୟରେ ହିଁ ଚାର୍ଜ ହେଉଛି ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ। ଏହାକୁ କିନ୍ତୁ ଆଗାମୀ ଦିନରେ ସତ ହେବାକୁ ଯାଉଛି। ଆସନ୍ତୁ ପୂରା ଖବର ଜାଣିନେବା।
ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍। ଖୁବ୍ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍ ଲାଗୁ ହେବାକୁ ଯାଉଛି।
ଏକ ମେସିନ୍କୁ ନିଜ ବୁଦ୍ଧିରେ ଗୁଳି କରିବା ପାଇଁ କ୍ଷମତା ଦେବା ସାଧାରଣ ମଣିଷ ସମାଜ ପାଇଁ କ୍ଷତିକାରକ ହୋଇପାରେ ବୋଲି ଅନେକ ତର୍କ କରୁଛନ୍ତି ।
୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଏକ ବଡ ଜାହାଜରେ ଏମାନେ ନାଇଜେରିଆର ଲାଗୋସ୍ ଛାଡି ଲୁଚି ପଳେଇଯାଉଥିବା ବେଳେ କେନରୀ ଦ୍ୱୀପରେ ପହଞ୍ଚିଥିଲେ।
ଆଜି ବି ଅନେକ ଦେଶ କରୋନା ଭାଇରସ୍ ସହ ଯୁଝୁଛନ୍ତି। କରୋନା ଯୋଗୁଁ ଚାଇନାରେ ହିଂସା ଦେଖାଦେଇଛି। ଏହାରି ଭିତରେ ଦୁନିଆ ପାଇଁ ଦେଖାଦେଇଛି ଆଉ ଏକ ଭୟ। ବୈଜ୍ଞାନିକମାନେ ୪୮,୫୦୦ ବର୍ଷର ପୁରୁଣା ଜାମ୍ବି ଭାଇରସ୍କୁ ପୁନର୍ଜୀବିତ କରିଛନ୍ତି।
ଏବେ ସୁଧାର ଗୃହରେ ରହିବେ ମନ୍ଦିରର ମୁଖ୍ୟଙ୍କ ସମେତ ଅନ୍ୟ ସମସ୍ତ ସାଧୁସନ୍ୟାସୀ ।
ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା।
ଅଡ଼ୁଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍
ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।
ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ ଉପରେ ଏହାର ଆଖି ରହିଛି।
ଦୁର୍ଘଟଣାରେ ଶିକାର ହୋଇଥିବା ନାବାଳିକା ଜଣକ ନିଜ ଝିଅ ବୋଲି ଜାଣି ନଥିଲେ ଡାକ୍ତରାଣୀ । ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ . . ହେଲେ
ପୁଲଓ୍ୱାମା ହମଲା ବେଳେ ISI ମୁଖ୍ୟ ଥିଲେ ପାକ୍ର ନୂଆ ସେନା ମୁଖ୍ୟ ମୁନୀର
ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।
ଲଗାତର ତୃତୀୟ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମଙ୍ଗଳବାର ଚୀନରେ ଚିହ୍ନଟ ହୋଇଛନ୍ତି ୩୫ ହଜାର ୧୮୩ ନୂଆ ଆକ୍ରାନ୍ତ ।
ରିଷି ସୁନକ୍ ଅନୌକ୍ଷାଙ୍କ ଝିଅଙ୍କ ଶାସ୍ତ୍ରୀୟ ନୃତ୍ୟରେ କମ୍ପିଲା ମଞ୍ଚ ।