ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ଅଜଣା ରୋଗ ଆତଙ୍କରେ ଥରହର ମାଲକାନଗିରି ,ଗାଁରେ ଡେରା ପକାଇ କାରଣ ଖୋଜୁଛି ଡାକ୍ତରୀ ଟିମ୍
ଗତକାଲି ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି
ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ସତ। ଯିଏ ଡାକ୍ତର ହୋଇ ରୋଗୀ ଦେଖିବ, ସିଏ ପୁଣି ନର୍ସ ହୋଇ ଇଂଜେକସନ୍ଠୁ ଆରମ୍ଭ କରି ରୋଗୀଙ୍କୁ ସାଲାଇନ୍ ଦେବ। ଆଉ ଯଦି ରାତି ଅଧରେ ପ୍ରସବ ଜନିତ ମାମଲା ଆସେ...ତେବେ ଏଇ ଡାକ୍ତର ହିଁ ସାହାଭରସା
ମାଥିଲି ବ୍ଲକ୍ ହଳଦୀକୁଣ୍ଡ ଗାଁରେ କୋକୁଆ ଭୟ । ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ମେଡିକାଲ୍ ଟିମ୍ ।
ଆଜିକାଲି ପ୍ରାୟ ସମସ୍ତେ କେଶ ଝଡିବା ସମସ୍ୟାରେ ପୀଡ଼ିତ। ଏହାକୁ ରୋକିବାକୁ ସମସ୍ତେ ବିଭିନ୍ନ ଉପାୟ ଅନୁସରଣ କରୁଥିଲେ ବି ସେମିତି ସଫଳତା ମିଳି ନଥିବା ଦେଖାଯାଏ। ଏ ଦିଗରେ ଯୋଗ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆସନ୍ତୁ ଜାଣିବା କେଉଁ ଯୋଗାସନ ଅଭ୍ୟାସ କେଶ ଝଡିବା ସମସ୍ୟାକୁ ରୋକିବାରେ ସହାୟକ ହେବ।
ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡୁପ୍ଲିକେଟ୍ ମେଡିସିନ୍...ଦାମୀ କମ୍ପାନୀ ବ୍ରାଣ୍ଡ୍ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍?
କାମୁଡିବା କ୍ଷଣି ଲାଲ ପଡିଯାଇ କୁଣ୍ଡେଇ ହୋଇ ଘାଆ ହୋଇଯାଉଛି।
ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ୱର ହାଇଟେକ୍ ମେଡିକାଲରୁ ଏକ ୧୬ ଜଣିଆ ଟିମ୍ ମୋହନା ପହଞ୍ଚିଛି
ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଶରୀରରୁ ନଷ୍ଟ ହେଇଯାଉଛନ୍ତି ଉପକାରୀ ବ୍ୟାକ୍ଟେରିଆ। କୋଭିଡ୍ରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ଉପରେ RMRCର ଗବେଷଣାରୁ ନୂଆ ତଥ୍ୟ, ବିଶେଷଜ୍ଞ କହିଲେ ଲକ୍ଷଣ ସାମୟିକ।
RMRCର ଗବେଷଣାରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, କୋଭିଡ୍ ଆରୋଗ୍ୟଙ୍କ ଉପରେ ହୋଇଥିଲା ଗବେଷଣା
ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ
ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।
ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।
ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ସଞ୍ଜିବନୀ। ସ୍ୱଦେଶୀ ଭ୍ୟାକସିନ୍ ଆଣିଲା ସେରମ୍ ଇନଷ୍ଟିଚ୍ୟୁଟ୍
ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି, ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳା ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ।
ଟିକା ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲାଙ୍କ ସୂଚନା
ଶରୀରର ଅନେକ ମାରାତ୍ମକ ରୋଗ ଷ୍ଟ୍ରେସ୍ କାରଣରୁ ହିଁ ହୋଇଥାଏ। ଯଦି ଆପଣ ଏଭଳି ସମସ୍ୟାରେ ପିଡିତ ତେବେ ଆପଣଙ୍କ ପାଇଁ ଏହି ଖବର। ଏଥିରେ ଏହିଛି ଏମିତି କିଛି ନିୟମ, ଯାହାକୁ ମାନିଲେ ଆପଣ ବି ଏଭଳି ସମସ୍ୟାରୁ ମୁକ୍ତି ପାଇଯିବେ।
ସାଧାରଣତଃ ଲୋକମାନେ ଲାଲ୍ ଆପଲ୍ ଖାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ବା ଗ୍ରୀନ୍ ଆପଲ୍ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।
ଭୁବନେଶ୍ୱର ଏମ୍ସରେ CPR କୌଶଳ ଶିକ୍ଷା ପ୍ରଦାନ କରାଯାଇଛି ।
ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା ।
Tomato fluକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି
ଓଭରୱେଟ୍ ଏବଂ ଅଣ୍ଡରୱେଟ୍ ଉଭୟ ହିଁ ସ୍ୱାସ୍ଥ୍ୟ ପ୍ରତି ବିପଦ। ଆପଣ ଯଦି ଅଣ୍ଡରୱେଟ୍ ଅଛନ୍ତି ଏବଂ ଓଜନ ବଢେଇବା ନେଇ ଅନେକ ଚେଷ୍ଟା କରି ବିଫଳ ହେଲେଣି, ତେବେ ଏହି ଟିପ୍ସକୁ ଅନୁସରଣ କରନ୍ତୁ। ନିଶ୍ଚିତ ଲାଭ ମିଳିବ।
ଶରୀର ଓ ମନକୁ ନିୟନ୍ତ୍ରଣ କରିବାରେ ମୟୂରାସନ ଅନେକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଏହି ଆସନକୁ କିପରି କରାଯାଏ ଓ ଏଥିରୁ କେଉଁସବୁ ଫାଇଦା ମିଳେ।
ସୁପ୍ରିମକୋର୍ଟକୁ ଜଣାଇଛି ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ ସଂଘ