ପ୍ରିକସିଅସ୍ ପ୍ୟୁବର୍ଟିର ଅର୍ଥ ୮ ବର୍ଷ ବୟସ ସୁଦ୍ଧା ଯୌନ ପରିପକ୍ୱତା ହାସଲ କରିବା। ଯୌନ ପରିପକ୍ୱତାର ଅର୍ଥ ବ୍ରେଷ୍ଟ-ଡେଭଲପମେଣ୍ଟ୍, ଆକ୍ଜିଲା ଏବଂ ପ୍ୟୁବିକ୍ ଏରିଆରେ ହେୟାର ଗ୍ରୋଥ୍ ଏବଂ ଋତୁସ୍ରାବ। ଏହା ଅନେକ କାରଣ ପାଇଁ ଦେଖାଯାଏ। ଆସନ୍ତୁ ସବିଶେଷ ଜାଣିବା…
ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଲୋକେ ଅନେକ କିଛି ଆପଣେଇ ନେଉଛନ୍ତି। ଡାଏଟିସିଆନଙ୍କ ବିନା ପରାମର୍ଶରେ ଜିମ୍ ପ୍ରଶିକ୍ଷକଙ୍କ କହିବାନୁସାରେ ସେମାନେ ଯାଉଛନ୍ତି। ଆଧୁନିକ ଖାଦ୍ୟାଭ୍ୟାସକୁ ମାନି ଚଳିବାକୁ ଉଚିତ ମନେ କରୁଛନ୍ତି। ଏହା କେତେଦୂର ଠିକ୍ ଆସନ୍ତୁ ଜାଣିବା।
ଆଜି ବିଶ୍ୱ ପୋଲିଓ ଦିବସ। ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ WHO ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ମାନିବା ସହିତ ପ୍ରତ୍ୟେକ ବ୍ୟକ୍ତି ପୋଲିଓ ଦୂର କରିବାରେ ସାହାଯ୍ୟ କରିବା ଉଚିତ।
ମାନସିକ ଅଶାନ୍ତି ଖାଲି ମନ ଉପରେ ପ୍ରଭାବ ପକାଏ ନାହିଁ, ଏହା ହୃଦୟ ଉପରେ ବି ପ୍ରଭାବ ପକାଏ। ଏପରିକି ହାର୍ଟ ଫେଲ୍ୱରର ବି ସମ୍ଭାବନା ଥାଏ। ଜାଣନ୍ତୁ କ’ଣ କହୁଛି ନୂଆ ଅନୁସନ୍ଧାନ।
ସୁବର୍ଣ୍ଣପୁର ସଂସାମୁରାରେ ୧୦ ବର୍ଷ ହେଲାଣି କରୁଛନ୍ତି ସେବା
ଦୀପାବଳି ହସ ଖୁସିର ପର୍ବ ହୋଇଥିଲେ ବି କେତେକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଯାଏ। ବିଭିନ୍ନ ପ୍ରକାର ବାଣ ଫୁଟା ଯୋଗୁଁ ଅନେକଙ୍କ ଫୁସ୍ଫୁସ୍ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ଏଡେଇବା ପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିନେବା।
ସହଜ ହେଲା କ୍ୟାନସର୍ ପରୀକ୍ଷା , ଅଧିକ ଖର୍ଚ୍ଚାନ୍ତ ନହୋଇ ରୋଗ ହୋଇଛି ନା ନାହିଁ ଜାଣିହେବ ।
ଚିଲିକା ଅଞ୍ଚଳର ମଇଁଷୀ କ୍ଷୀରରେ ରହିଛି ମଣିଷ ଶରୀର ପାଇଁ ଆବଶ୍ୟକ ଅତି ଉପାଦେୟ ଉପାଦନ । ଏଠିକାର ମଇଁଷି କ୍ଷୀର ଓ ଦହିରୁ ମାରାତ୍ମକ କ୍ୟାନସର ପ୍ରତିରୋଧୀ ଔଷଧ ପ୍ରସ୍ତୁତ ଉପରେ ଗବେଷଣା ବି ଚାଲିଛି ।
ଏ ତଥ୍ୟ ଦେଇଛନ୍ତି ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ ଡକ୍ଟର ମହେଶ ଡିଗେ ।
ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
ଆର୍ଥ୍ରାଇଟିସ୍ ଏକ ସାଧାରଣ ଶବ୍ଦ ହୋଇଥିଲେ ହିଁ ୧୫୦ ପ୍ରକାର ଗୁଣ ରଖିଥାଏ । ମୁଖ୍ୟତଃ ଏହା ଆମ ଅସ୍ଥି, ମାଂଶପେଶୀ ଓ ଗଣ୍ଠିସ୍ଥାନକୁ ପ୍ରଭାବିତ କରିଥାଏ ।
ପ୍ରଶାସନ ବି ଡିଜିଟାଲ ଦୁନିଆ ସହ ପାଦ ମାଳାଇ ଚାଲୁଥିବା ଦେଖାଯାଇଛି ।
ଭାରତ ନିର୍ମିତ ଥଣ୍ଡା ଓ କାଶ ସିରପ୍ ନେଇଥିଲେ ମୃତ ଶିଶୁ, ଔଷଧ ସେବନ ପରେ କିଡନୀ ସମସ୍ୟା ହୋଇଥିଲା
ଏମିତି ଧାଇଁ ଧାଇଁ ମଣିଷ ଶେଷରେ ପାଏ କ’ଣ ? ଯେଉଁ ସୁଖର ସନ୍ଧାନରେ ଏମିତି ଅଣନିଃଶ୍ୱାସୀ ହୋଇ ଛଟପଟ ହେଉଥାଏ ସେ ସୁଖ କ’ଣ ସତରେ ମିଳେ ? ଯଦି ମିଳେନି ତେବେ ମଣିଷ କାହିଁକି ଏମିତି ଧାଏ ? ଯଦି ମିଳେନି ତେବେ କେତେଦିନ ଏମିତି ଧାଇଁବ ? କ’ଣ ଏହାର ସମାଧାନ ? ଏହାର ସମାଧାନ ପାଇଁ ଦରକାର ସୁସ୍ଥ ହୃଦୟଟିଏ। ମାନସିକ ଶାନ୍ତି ଟିକିଏ।
ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।
ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।
ପଞ୍ଜାବ ସରକାର ଦ୍ୱାରା ବିଶ୍ୱାସ ମତ ହାସଲ କରିବା ନେଇ ଡକାଯାଇଥିବା ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ବନ୍ୱାରିଲାଲ ପୁରୋହିତ ବାତିଲ କରିଛନ୍ତି। ସେ ରାଜ୍ୟ ସରକାରକୁ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛନ୍ତି। ଏନେଇ ଦେଖାଦେଇଛି ତିକ୍ତତା।
ଅସ୍ତ୍ରୋପଚାର ସମୟରେ ପେଟରେ ଭୁଲ୍ରେ ଛୁଞ୍ଚି, କଇଞ୍ଚି ରହିଯିବା, ଗଜକନା ରହିଯିବା, ଯନ୍ତ୍ରଣା ହେବା ପରେ ଏକ୍ସ-ରେରୁ ଜଣାପଡିବା ଏବଂ ପୁଣି ଅସ୍ତ୍ରୋପଚାର ପରେ ଏହାକୁ ବାହାର କରିବା ପରି ଘଟଣା ଆପଣ ଅନେକ ଶୁଣିଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେନି। କଥାଟି ଏମିତି। ଜଣେ ବ୍ୟକ୍ତିଙ୍କ ଲଙ୍ଗସ୍ରେ ରିଂ ଆପେ ଆପେ ପଶିଗଲା। ଦୀର୍ଘ ୫ ବର୍ଷ କାଳ ରହିବା ପରେ ତାହାକୁ ପୁଣି ଅସ୍ତ୍ରୋପଚାର ପରେ ବାହାର କରାଯାଇଛି। ଏମିତି କଥା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ।
ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା...ଖେଦିଚାଲୁଛି ଏ ବସ୍ତିରୁ ସେ ବସ୍ତି...ମାଡ଼ି ଚାଲୁଛି ଝୁମ୍ପୁଡ଼ିରୁ ଅଟ୍ଟାଳିକା ଯାଏଁ। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି।
ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା।
ରୁଷିଆ-ୟୁକ୍ରେନ ଥମିବାର ନାଁ ଧରୁନି। ଏମିତି ସ୍ଥିତିରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଯଦି ଆଣିବକ ଯୁଦ୍ଧ ହୁଏ ମଣିଷ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖି ପାରିବ ? କ’ଣ କଲେ ଆଣବିକ ବିସ୍ଫୋରଣର ରେଡିଏସନ ପ୍ରଭାବ କମ ରହିବ ? କୁହାଯାଇଛି, ଆଣବିକ ଯୁଦ୍ଧ ସମୟରେ ଚୁଟିରେ ଆଦୌ କଣ୍ଡିସନର ଲଗାନ୍ତୁ ନାହିଁ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ? ଆଣବିକ ଯୁଦ୍ଧ ସହ କଣ୍ଡିସନର କ’ଣ ସମ୍ପର୍କ ରହିଛି ?
ଆଜିକାଲି ଡାଇବେଟିସ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଯାଇଛି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ରୋଗରେ ପୀଡିତ ହେଉଛନ୍ତି । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ବିଶେଷକରି ଅଧିକ ସୁଗର ଥିବା ଫଳ ଓ ପରିବା ଖାଇବା ଉଚିତ ନୁହେଁ ।
ସେବା ପାଇଁ ସମର୍ପିତ ହସ୍ପିଟାଲ । ଟଙ୍କାଟିଏ ଦେଲେ ଚିକିତ୍ସା କରୁଛନ୍ତି ଡାକ୍ତର ।
କୋଭିଡ ଯାଇଛି। ଜୀବନ ଯାତ୍ରା ସ୍ୱାଭାବିକ ହୋଇଛି। ହେଲେ କୋଭିଡ ତାର ଯେଉଁ ପ୍ରଭାବ ଛାଡ଼ି ଯାଇଛି ତାହା ଏବେ ଘରେ ଘରେ ମୁଣ୍ଡ ବିନ୍ଧାର କାରଣ ହୋଇଛି। କୋଭିଡ ସମୟରେ ଅନଲାଇନ କ୍ଲାସ କରିବା ପରେ ଛୋଟ ପିଲାମାନେ ଏପରି ଭାବେ ମୋବାଇଲ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଗୋଟିଏ ମୁହୂର୍ତ୍ତ ବିନା ସ୍ମାର୍ଟ ଫୋନରେ ରହିବା ତାଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡ଼ୁଛି।
କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ