H3N2
H3N2 ଇନ୍ଫ୍ଲୁଏନ୍ଜା ନେଇ କେନ୍ଦ୍ର ସତର୍କ କରାଇବା ପରେ CDMOମାନଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । H3N2 ସହ କୋଭିଡ୍ ସ୍ଥିତି ଉପରେ ନଜର ରଖିବା ସହ ସର୍ଭେଲାନ୍ସ, ଟେଷ୍ଟିଂ ବୃଦ୍ଧି, ଫିଭର କ୍ଲିନିକ୍ ଚାଲୁ ରଖିବାକୁ ଏଥିରେ କୁହାଯାଇଛି ।
Advertisment
ଏଥିସହିତ ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)