ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଯୋଗାସନ କରିବା ଜରୁରୀ ଆସନ୍ତୁ ଜାଣିବା।
ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ।
ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କୋଲେରା ବୀଜାଣୁ
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।
ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।
ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…
ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।
ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ ।
ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।
ବଜ୍ରାସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା।
ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।
ଆପଣ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗି ଦେଉଛନ୍ତି, ତା’ହେଲେ ଏହାକୁ ନଫିଙ୍ଗି ଏହାର ବ୍ୟବହାର କରିପାରିବେ। ପିଆଜ ଓ ରସୁଣ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ସାବ୍ୟସ୍ତ ହୋଇଥିବା ବେଳେ ଏହାର ଚୋପାରୁ ମଧ୍ୟ ଅନେକ ଫାଇଦା ମିଳିଥାଏ।
ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।
ନିଜ ଚେହେରାରେ ଚମକ ଆଣିବା ନେଇ ଲୋକେ ପାର୍ଲର ଯାଆନ୍ତି, ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି। ଏନେଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ବିନା ଟଙ୍କା ଖର୍ଚ୍ଚରେ ମଧ୍ୟ ଏହି ଫାଇଦା ମିଳିପାରିବ। ଜାଣନ୍ତୁ କେମିତି?
ହୃଦ୍ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଜଣାଶୁଣା। କିନ୍ତୁ ଯୋଗାସନ ଆପଣଙ୍କ ଭିତରେ ଏହି ସମସ୍ୟାର ବିପଦକୁ ବହୁ ପରିମାଣରେ ହ୍ରାସ କରିଥାଏ।
ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍ ସ୍ତରକୁ ସନ୍ତୁଳିତ ରଖିଥାଏ ।
ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।
ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।
କେବେ ଖାଇଛନ୍ତି କି କିନୁଆ? ଅନେକ ଭାବୁଥିବେ ଯେ ଏ କିନୁଆଟା ଏମିତି କି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଯେ ସେଇଟା ଜାଣିବା ଦରକାର। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।
ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ନେଇ ଯୋଗାସନ ଏକ ଭଲ ଅଭ୍ୟାସ। ତେବେ ଆସନ୍ତୁ ୩ ସହଜ ଯୋଗାସନ ବିଷୟରେ ଜାଣିବା ଯାହାକୁ ସମସ୍ତେ କରି ପାରିବେ।
ଆଜିର ଜୀବନଶୈଳିରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପାଚନଜନିତ ସମସ୍ୟା ସାଧାରଣ ହୋଇଯାଇଛି। କେଉଁ ସବୁ ଯୋଗ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା…
ଶରୀରକୁ ଶକ୍ତିଶାଳୀ କରିବାକୁ ସମସ୍ତେ ଜିମ୍କୁ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତରେ ଯୋଗ ବି ଶରୀରକୁ ଶକ୍ତିଶାଳୀ କରିପାରେ। ଜାଣନ୍ତୁ କେଉଁ ଯୋଗ କରିବେ।