• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Camel pose yoga benefits
ଉଷ୍ଟ୍ରାସନ ଛାତିକୁ ପ୍ରସାରିତ କରେ, ଜଙ୍ଗରୁ ଚର୍ବି ହଟାଏ

ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…

Yoga asanas for anger control
ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି; ଏହି ଯୋଗ କରି ମୁକ୍ତି ପାଇବେ

କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।

Lice Medicine Reaction
ଉକୁଣି ମରା ଔଷଧ ଲଗାଇ ୫ ଅସୁସ୍ଥ

ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ

dengue
ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Cancer Medicine
କ୍ୟାନସର ପାଇଁ ଆସିଲା ଔଷଧ

ଏବେ କ୍ୟାନସର ରୋଗକୁ ଚେକ୍ ଦେବାକୁ ଆସିଲା ଔଷଧ। ନ୍ୟୁୟର୍କରେ ଗତ କିଛି ଦିନ ଭିତରେ ଔଷଧ ଖାଇ ସୁସ୍ଥ ହେଲେଣି ଅନେକ ରୋଗୀ । ତେବେ କଣ ଏହି ଔଷଧ ? କେତେ ଏହାର ଦାମ୍ ? ଦେଖନ୍ତୁ ଏହି ଭିଡିଓ

Cancer Medicine
ଚିିକିତ୍ସା ବିଜ୍ଞାନରେ ଚମତ୍କାର ! ଔଷଧ ଖାଇ କ୍ୟାନ୍‌ସର୍‌ରୁ ହେଲେ ମୁକ୍ତ

କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।

Halasana cure all stomach problem
ପେଟର ସମସ୍ତ ସମସ୍ୟାକୁ ଦୂର କରେ ହଳାସନ

ହଳାସନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଏହି ଆସନ ଅଭ୍ୟାସ କରାଯାଏ। ଏହା ସହିତ ରକ୍ତଚାପର ଉନ୍ନତି, ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ବଜାୟ ରଖିବା ଏବଂ ଶାରୀରିକ ସୁସ୍ଥତାକୁ ବଢେଇବା ନେଇ ଏହି ଆସନ ଅତ୍ୟନ୍ତ ଉପକାରୀ।

Medicines
ଏବେ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ମିଳିବ ଔଷଧ, ସରକାର କରୁଛନ୍ତି ଯୋଜନା

ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।

Yoga treatment for frozen shoulder
ଫ୍ରୋଜନ ସୋଲ୍ଡର ସମସ୍ୟା ଭୋଗୁଛନ୍ତି କି, ଏହି ଯୋଗ କରନ୍ତୁ

ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…

Yoga asanas to improve physical balance
ଶାରୀରିକ ସନ୍ତୁଳନ ରକ୍ଷା କରିବାରେ ଅସୁବିଧା ହେଉଛି କି, କରନ୍ତୁ ଏହି ଯୋଗ

ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଶାରୀରିକ ଅସନ୍ତୁଳିତ ଦେଖାଯାଏ। ଏହା ଲାଗି ରହିଲେ ଅନେକ ଅସୁବିଧା ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ କରିବା ଜରୁରୀ। ଜାଣନ୍ତୁ କି ଯୋଗ କରିବେ…

To take care in humidity climate
ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି ଆସନ୍ତୁ ଜାଣିବା।

Yoga to decrease sedentary lifestyle disease
ସୁସ୍ଥିଆ ଜୀବନରେ ଯୋଗର ଆବଶ୍ୟକତା

ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।

vajrasana benefits for muscle strength and mental health
ଅମ୍ଳତା ଓ ଗ୍ୟାସ୍‌ରୁ ମୁକ୍ତି ପାଇଁ କରନ୍ତୁ ବଜ୍ରାସନ

ଆଜିକାଲିର ସୁସ୍ଥିଆ ଜୀବନ ଅନେକଙ୍କୁ ରୋଗଜନିତ ସମସ୍ୟାରେ ପକଉଛି। କାହାର ଅମ୍ଳ ଦୋଷ ବାହାରୁଛି ତ ପୁଣି କାହାର ଗ୍ୟାସ୍। ଅନେକ ମାନସିକ ସମସ୍ୟାରେ ମଧ୍ୟ ପିଡୀତ ହେଉଛନ୍ତି। ତେବେ ଏ ସବୁରୁ ମୁକ୍ତି ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।

How to stay active and energized all day
ଏହିସବୁ ଯୋଗ କରନ୍ତୁ; ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବେ

ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିକାଲିର ସୁସ୍ଥିଆ ଜୀବନ ଏଥିରେ ବାଧା ସୃଷ୍ଟି କରୁଛି। ଆପଣ ଯଦି ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ ଚାହାନ୍ତି ତେବେ ଏହିସବୁ ଯୋଗ କରନ୍ତୁ।

Benefits of setu bandhasana
ପିଠି, ଗୋଡ ଏବଂ ବଳାଗଣ୍ଠିକୁ ମଜବୁତ୍ କରେ ସେତୁବନ୍ଧାସନ

ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍‌ନେସ୍‌କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।

Yoga tips for migraine and headache
ମାଇଗ୍ରେନ୍ ସମସ୍ୟାକୁ ଦୂର କରିବ ଏହିସବୁ ଯୋଗାସନ

ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ ଯୋଗ କରିବା ଦରକାର।

Benefits of utkatasana yoga poseBenefits of utkatasana yoga pose
ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦୈନିକ କରନ୍ତୁ ଉତ୍କଟାସନ

ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।

Love
୧୦ ମିନିଟ୍ ସମ୍ଭୋଗ ପରେ ଚାଲିଗଲା ସ୍କୃତିଶକ୍ତି

ଜଣେ ବ୍ୟକ୍ତି ୧୦ ମିନିଟ୍‌ ସେକ୍ସ କରିବା ପରେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଲେ ।ପ୍ରଥମେ ଡାକ୍ତର ମାନେ ମଧ୍ୟ ଏଭଳି ଘଟଣା ଶୁଣି ଆଶ୍ଚର୍ଯ୍ୟ ହେଲେ ।

Plank exercise benefits for belly fat
ଏହି ଗୋଟିଏ ଯୋଗାସନ ଆପଣଙ୍କ ପେଟ କମେଇଦେବ

ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍‌ ପୋଜ୍ ମଧ୍ୟ କୁହାଯାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।

Meditation benefits for body temperature
ଗରମରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଯୋଗ‍

ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ଅସହ୍ୟ ହେବା ସ୍ୱଭାବିକ। ତେବେ ଗରମତ ଖରାପ ପ୍ରଭାବକୁ ଏଡାଇବା ପାଇଁ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ହୀଟ୍-ଷ୍ଟ୍ରୋକ୍‌ ପରି ପରିସ୍ଥିତିରେ ତାପମାତ୍ରା ସାଧାରଣ ଅପେକ୍ଷା ବହୁତ ଅଧିକ ହୋଇଯାଏ, ଯାହା ଦ୍ୱାରା ଅନେକ ପ୍ରକାରର ଖରାପ ପ୍ରଭାବ ପଡିପାରେ। ଏଥିରୁ ରକ୍ଷା ପାଇବା ପାଇଁ…

Bhujangasana benefits for back and neck pain
ଅଣ୍ଟା-ପିଠି ଯନ୍ତ୍ରଣାରୁ ମୁକ୍ତିଦେବ ଭୁଜଙ୍ଗାସନ, ଜାଣନ୍ତୁ କିପରି କରିବେ

ପିଠି ଏବଂ ବେକ ଯନ୍ତ୍ରଣାଜନିତ ସମସ୍ୟାକୁ ଏଡାଇବା ପାଇଁ ଭୁଜଙ୍ଗାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଏହି ଅଭ୍ୟାସ ଆପଣଙ୍କ ପେଟ, ଛାତି ଏବଂ କାନ୍ଧର ଉତ୍ତମ ପ୍ରସାରଣରେ ବହୁତ ସହାୟକ ହୋଇଥାଏ।

Yoga for old people and its benefits
ଆପଣଙ୍କୁ ୬୦ ବର୍ଷ ହେଲାଣି କି, ଜାଣନ୍ତୁ କି କି ଯୋଗାସନ କରିବେ

ଯୋଗ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ। ଯୋଗ ଅନେକ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ପ୍ରଶ୍ନ ଉଠେ ଜଣେ ୬୦ ବର୍ଷ କରେ ଯୋଗ ଅଭ୍ୟାସ କରିପାରିବ କି? ଆସନ୍ତୁ ଜାଣିବା…

Voice Surgery
ନିଆରା ସର୍ଜରୀ ! ବଦଳିଗଲା କଣ୍ଠ ସ୍ୱର, ୧୩ ବର୍ଷରୁ ହେଲା ୩୫

ଜଣେ ବ୍ୟକ୍ତି ନିଜ କଣ୍ଠ ସ୍ୱରର ସର୍ଜରୀ କରି ସଫଳତା ପାଇଛନ୍ତି ଏବଂ ଏହା ତାଙ୍କ ଜୀବନରେ ଆଣିଦେଇଛି ନୂଆ ମୋଡ଼ । କାରଣ ଏହି ବ୍ୟକ୍ତିଙ୍କର ବୟସ ବଢ଼ିଥିଲେ ମଧ୍ୟ ତାଙ୍କ କଣ୍ଠ ଶ୍ୱର ୧୩ ବର୍ଷୀୟ ବାଳକ ଭଳି ଥିଲା ।

 Eat these foods to control blood pressure
ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଆଜି ‘ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ’। ଆଜିକାଲି ଏହି ସମସ୍ୟା ଖୁବ କ୍ଷୀପ୍ର ଗତିରେ ବଢିଚାଲିଛି। ଠିକ ସମୟରେ ଏହାର ଚିକିତ୍ସା ନ ହେଲେ ଜୀବନ ଉପରେ ବିପଦ ପଡେ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ଖାଦ୍ୟରେ ଏହିସବୁ ଫଳକୁ ନିହାତି ସାମିଲ୍ କରନ୍ତୁ।

Doctor Doctor ।  Know why need of knee replacement increasing day by day
ଆଣ୍ଠୁରେ ସମସ୍ୟା ଅଛି କି? ଜାଣନ୍ତୁ କେଉଁ ବୟସରେ ହୋଇପାରିବ ପ୍ରତ୍ୟାରୋପଣ?

ଚଲାବୁଲାରେ ସମସ୍ୟା ହେଉଛି କି? ଆଣ୍ଠୁଗଣ୍ଠିରେ କୌଣସି ଅସୁବିଧା ରହିଛି କି? ଡାକ୍ତର ଅପରେସନ୍‌ ହେବାକୁ କହିଛନ୍ତି କି? ଜାଣନ୍ତୁ କେଉଁ ବୟସରେ ଆଣ୍ଠୁର ପ୍ରତ୍ୟାରୋପଣ ହେବା ଉଚିତ୍‌....