ଦୁଇ ଚାରି ଦିନ ନ ଖାଇଲେ ଚଳିବ । ଟିକେ ଦୁର୍ବଳ ଲାଗିପାରେ, କିନ୍ତୁ ବିଶେଷ ଅସୁବିଧା ହେବନି । ହେଲେ ଭାବନ୍ତୁ ତ ୪-୫ ଦିନ ଆଦୌ ନ ଶୋଇଲେ ଅବସ୍ଥା କ’ଣ ହେବ । ପୁରା ପାଗଳ ହୋଇଯିବ ମଣିଷ । ତେଣୁ ଖାଦ୍ୟଠାରୁ ବି ଅଧିକ ଜରୁରୀ ନିଦ୍ରା । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।
Published: Tanmay Kumar Mahalik
Last updated: 17 March 2023, 09:41 PM IST
ପେପର୍ କପ୍ରେ ଆପଣ ଚା’ କିମ୍ବା କଫି ପିଉଥିଲେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ଏକଥା ଆମେ କହୁନୁ, ଗବେଷକମାନେ ଚମକାଇ ଦେଲା ଭଳି ଏମିତି ମତ ଦେବା ପରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି।