ଦିନଥିଲା ବେଶ୍ ହସଖୁସିରେ ବିତୁଥିଲା ତାଙ୍କ ଜୀବନ...ସ୍ୱପ୍ନ ଥିଲା ବଡ଼ ସହରରେ ରହି ପାଠ ପଢିବେ... ଆଶା ଥିଲା ଭଲ ଶିକ୍ଷୟିତ୍ରୀଟିଏ ହୋଇ ନାଁ କରିବେ। ବାପା ମାଙ୍କ ନାଁ ଉଜ୍ଜ୍ୱଳ କରିବେ। କିନ୍ତୁ ନିୟତିର ନିୟମ ସବୁକିଛି ସାରିଦେଲା। ଭାଙ୍ଗିଦେଲା ସବୁ ଆଶା ଆକାଙ୍କ୍ଷା।
ଜେଲରେ କାହିଁକି ବଢୁଛନ୍ତି ମାନସିକ ରୋଗୀ? କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି କି?