ହିମୋଫିଲିୟା ରୋଗୀ ପାଇଁ ବରଦାନ ସାଜିଛି ହେମଜେନିକ୍ସ। ଏହି ଔଷଧ ଦ୍ୱାରା ହିମୋଫିଲିୟା-ବି ନାମକ ଭୟଙ୍କର ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଏଇ ଚର୍ମରୋଗ କାରଣରୁ କିଛି ଗାଁରେ ଲୋକଙ୍କ ଭିତରେ ଭାଳେଣି ପଡ଼ିଗଲାଣି ।
ଶୀତଋତୁ ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଆପଣ ଯଦି ଏମିତି କିଛି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଏହି ୬ଟି ଟିପ୍ସକୁ ମାନନ୍ତୁ, ମିଳିବ ସୁଫଳ।
ଋତୁକାଳୀନ ଖାଦ୍ୟ ଦେହ ପାଇଁ ଅନେକ ଉପକାର ଆଣିଥାଏ। ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ସେହି ଅନୁସାରେ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଶୀତଋତୁରେ କ’ଣ ଖାଇବା ଜରୁରୀ? ନଜର ପକାନ୍ତୁ…
ଯାହା ପାଇଁ ବ୍ୟବସ୍ଥା, ତା ପାଇଁ ସୁବିଧା ନାହିଁ। ଯେଉଥି ପାଇଁ ନୁହେଁ, ସେଇ କାମରେ ଲାଗୁଛି ସରଂଜାମ। ରୋଗୀ ବୁହା ହେବାକୁ ଥିବା ଷ୍ଟ୍ରେଚରରେ ଯାଉଛି ଅକ୍ସିଜେନ୍ ସିଲିଣ୍ଡର ଆଉ ସମ୍ପର୍କୀୟଙ୍କ କାନ୍ଧରେ ବୁହା ହେଉଛନ୍ତି ଗୁରୁତର ରୋଗୀ। ରାଜ୍ୟର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କଟକ ମେଡିକାଲର ଏହି ଘଟଣା
କଟକ ଏସସିବିରେ ଏଭଳି ବିକଳ ଚିତ୍ର ଦେଖିବା ପାଇଁ ମିଳିଛି
ଏହା କେବଳ ପରିବା ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି।
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।
ସାରା ରାତି ଅପେକ୍ଷା କରିବା ପରେ ମିଳୁଛି ଟିକେଟ୍ ।
ଶୀତଋତୁରେ ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଦେଖାଯାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା…
ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାସିକ ଋତୁସ୍ରାବ।
ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।
ଏଭଳି ଆଚରଣ ଯୋଗୁ ବିଶ୍ୱର ୧୦୦ କୋଟି ଯୁବବର୍ଗ ଶ୍ରବଣ ଶକ୍ତି ହରାଇବା ଜୋନକୁ ଚାଲି ଆସିଛନ୍ତି।
ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି ।
ନେତାଙ୍କୁ କୋଣ ଠେସା କରିବାଟା ଠିକ୍ ହେଲାନି ବୋଲି କହିଲେ ସମର୍ଥକ
ଆଜିକାଲି ସମସ୍ତେ ଫିଟ୍ ରହିବାକୁ ଚାହାନ୍ତି। ବେଳେ ବେଳେ ଏମିତି ହୁଏ ଯେ ନିଜକୁ ସୁସ୍ଥ ରଖିବା ନେଇ କ’ଣ କରିବାକୁ ହେବ ଅନେକ ଜାଣି ପାରନ୍ତି ନାହିଁ। ଅନେକ ସମୟରେ ସେମାନେ ଦ୍ୱନ୍ଦ୍ୱରେ ରୁହନ୍ତି। ଏହିଭଳି ଲୋକଙ୍କ ପାଇଁ ଏହି ଆଲେଖ୍ୟ। ନଜର ପକାନ୍ତୁ…
ଆପଣମାନେ ବୋଧ ହୁଏ ଜାଣିନଥିବେ କି ଆମ ରୋଷେଇଘରେ ଏମିତି ଅନେକ ଖାଦ୍ୟ ସାମଗ୍ରୀ ରହିଛି, ଯାହା ଆମକୁ ଅନେକ ରୋଗରେ ବଞ୍ଚାଏ, ଯେପରିକି ଜିରା ।
ଆପଣ ବି ନନଷ୍ଟିକ୍ ପ୍ୟାନ୍ରେ ରୋଷେଇ କରୁଛନ୍ତି କି ? ପଢ଼ି ନିଅନ୍ତୁ ଏହି ଖବର . .
ଉପବାସ ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି। ଖାଲି ଆମ ସମାଜ କାହିଁକି ପ୍ରାୟ ସବୁ ସମାଜରେ ରହିଛି। ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି? ଯଦି ରହିଛି ତେବେ ଭଲ ନା ଖରାପ? ଆସନ୍ତୁ ଜାଣିବା…
ଦେଶ ପାଇଁ କର୍କଟ ଏକ ବିପଦ ହୋଇ ଠିଆ ହୋଇଛି। ଏହା ଏମିତି ଏକ ଭୟଙ୍କର ରୋଗ, ଯାହା ସମସ୍ତଙ୍କ ମନରେ କୋକୁଆ ଭୟ ଖେଳାଇ ଦେଉଛି। କିନ୍ତୁ କିଛି ସଚେତନତା ଓ ଚିକିତ୍ସା ହିଁ ଏହାକୁ ରୋକିବାରେ ସଫଳ ହେବ। ତେବେ ଆଜି ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଆପଣ ଦୈନିକ ରାତିରେ ୬-୭ ଘଣ୍ଟାର ସୁଖନିଦ୍ରା ନେଉଛନ୍ତି ତ? ଆସନ୍ତୁ ଜାଣିବା ସୁଖନିଦ୍ରା ଆମ ଶରୀରରେ କ’ଣ ପ୍ରଭାବ ପକାଏ ଆଉ ନିଦ୍ରାରେ ବ୍ୟାଘାତ ଘଟିଲେ କ’ଣ ହୁଏ।
୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
କେଶ ଧୋଇବା ସମୟରେ ଷ୍ଟ୍ରୋକର ଶିକାର ହେଲେ ହାଇଦ୍ରାବାଦ୍ ମହିଳା, ଏହି ଘଟଣାକୁ ନେଇ ସତର୍କ କଲେ ସ୍ନାୟୁ ବିଶେଷଜ୍ଞ।
ଆପଣ ଡରୁଛନ୍ତି କି ? ତୁରନ୍ତ ଆପଣାନ୍ତୁ ଏହି ଥେରାପି . . କମ୍ପାନୀ ପକ୍ଷରୁ ଦାବି କରାଯାଇଛି, psychic therapy ଦ୍ୱାରା ଡରରୁ ମୁକ୍ତି ମିଳିବ ।
ଆଜିକାଲି ସ୍ତନ କର୍କଟରେ ଅଧିକାଂଶ ମହିଳା ପିଡୀତ ହେବା ଦେଖାଯାଏ। ଏହାର ବିଭିନ୍ନ କାରଣ ରହିଥିଲେ ମଧ୍ୟ କେତେକ ଦିଗକୁ ଦୃଷ୍ଟିଦେଲେ ଏହାକୁ ଏଡାଇଦିଆଯାଇ ପାରିବ। ଆସନ୍ତୁ ନଜର ପକେଇବା।