• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

School Teacher
ବିନା କାରଣରେ ସ୍କୁଲ ଆସୁନଥିଲେ ଶିକ୍ଷକ, ଚାକିରିରୁ ବାହାର କଲେ ସରକାର

ମାଲକାନଗିରିରେ ଡ୍ୟୁଟି ଖିଲାପି ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗର ସମୁଚିତ ଶିକ୍ଷା । ବିନା କାରଣରେ ସ୍କୁଲ ଆସୁନଥିବା ୧୦ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଡିଇଓ ।

Odisha Plus 2 exams
ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା: ଚିନ୍ତା ବଢାଇଛି ଚୀନ୍‌ର କୋଭିଡ୍ ସଂକ୍ରମଣ

ଏଥର ପୁରା ସିଲାବସ୍ ସାଙ୍ଗକୁ ଅଫଲାଇନ୍‌ରେ ପରୀକ୍ଷା ହେବାକୁ ଯାଉଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ।

Plus 2
ବଡ଼ ଖବର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ।

  • Saturday, 31 December 2022
  • Exam
CBSE Announces Class 10, 12 Exam Dates
ଫେବୃଆରୀରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା, ତାରିଖ ଘୋଷଣା...

ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

CBI probe against foreign medical graduates
ପରୀକ୍ଷାରେ ପାସ୍ ନକରି ଚିକିତ୍ସା ! ସିବିଆଇ ସ୍କାନରରେ ବିଦେଶରେ ପଢିଥିବା ଡାକ୍ତରୀ ଛାତ୍ରଛାତ୍ରୀ

ବିଦେଶରୁ ମେଡିକାଲ୍‌ ଡିଗ୍ରି, ଭାରତରେ ସ୍କ୍ରିନିଂ ଟେଷ୍ଟ ପାସ୍‌ ନକରି ପ୍ରାକ୍ଟିସ୍‌ । ରୁଷିଆ, ୟୁକ୍ରେନ୍ ଓ ଚୀନରୁ ପାସ୍ କରିଥିବା ୭୩ ଜଣଙ୍କ ବିରୋଧରେ ମାମଲା ସହ ତଦନ୍ତ କରୁଛି ସିବିଆଇ...

corona
କଡ଼ାକଡ଼ି ହେଲା କଟକଣା : ସ୍କୁଲରେ ମାସ୍କ ପିନ୍ଧିବାକୁ ପରାମର୍ଶ

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

anganwadi centre
ଘର ବାରଣ୍ଡାରେ ଦେଶର ଭବିଷ୍ୟତ

ବହି ଖାତା ଧରି ବସିଛନ୍ତି ପିଲା.. ପାଠ ପଢାଉଛନ୍ତି ଅଙ୍ଗନବାଡ଼ି ସହାୟିକା.. ୧୦ ବର୍ଷ ହେଲା ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା..

  • Tuesday, 20 December 2022
JEE Main 2023
ଦୁଇଟି ସେସନ୍‌ରେ JEE ମେନ୍‌ ଏଣ୍ଟ୍ରାନ୍ସ; ୨୦୨୩ ଜାନୁଆରୀରେ ପ୍ରଥମ ସେସନ୍‌

ଓଡ଼ିଆକୁ ମିଶାଇ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହେବ ।

CBSE New Pattern Exams For Class 10, 12 Students
ନୂଆ ପାଟର୍ଣ୍ଣରେ ହେବ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ CBSE ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ। 

Govt intimidating protesting teachers, wants list of protesting teachers ahead of salary release
ଆନ୍ଦୋଳନକୁ ରୋକିବା ଲାଗି ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି !

ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ଛୁଟି ଆବେଦନ କରିଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଫୁଲବାଣୀ ବ୍ଳକ୍ ଶିକ୍ଷା ଅଧିକାରୀ ସିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

New UGC norms
ନୂଆ ପଲିସି ଆଣିଲା UGC; ଏଣିକି ତିନି ନୁହେଁ ଚାରି ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା

ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି ।

New UGC norms
ନୂଆ ପଲିସି ଆଣିଲା UGC; ଏଣିକି ତିନି ନୁହେଁ ଚାରି ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା

ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି ।

  • Saturday, 10 December 2022
  • UGC
ugc
ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ପଢିବାକୁ ପଡିବ ୪ବର୍ଷ : ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସଂସ୍କାର ପାଇଁ ପ୍ରସ୍ତାବ

  • Saturday, 10 December 2022
  • UGC
Private Degree College
ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ

ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନା କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଲାଗି ପଦକ୍ଷେପ ତାକୁ ନେଇ ଉଠିଛି ପ୍ରଶ୍ନ ।

  • Friday, 09 December 2022
Private Degree College
ରାଜ୍ୟରେ ପୁଣି ଖୋଲିବ ପ୍ରାଇଭେଟ୍ ଡିଗ୍ରୀ ଓ ପ୍ରଫେସନାଲ କଲେଜ

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ ।

School
ଉଠିଲା ବାସନ୍ଦ; ପୁଣି ସ୍କୁଲ ଗଲେ, ଏକାଠି ବସିଲେ

୧୦ ଦିନ ହେଲାଣି ସବୁକିଛି ବନ୍ଦ ଥିଲା। ଓଟିଭିରେ ଖବର ପ୍ରସାରଣ ହେବା ପରେ ସ୍କୁଲ ଗଲେ ପିଲା..ଏକାଠି ବସିଲେ, ସାଙ୍ଗ ହୋଇ ଖାଇଲେ। ହେଲେ ବାସନ୍ଦକୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ

IAS Coaching
ଫେଲ୍ ମାରିଲା IAS କୋଚିଂ, ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା

ବାଟବଣା ହେଲା ସରକାରୀ ଯୋଜନା । ହାତ ଟେକିଦେଲା ଘରୋଇ ସଂସ୍ଥା ।

  • Wednesday, 07 December 2022
5T School
ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

ସ୍କୁଲ ସ୍ମାର୍ଟ, ହେଲେ ବ୍ୟବସ୍ଥା ଅତି ଦୟନୀୟ । ବାହାରୁ ଦେଖିଲେ ଯେତିକି ଚକାଚକ୍, ଭିତର ଦେଖିଲେ ସେତିକି ଫମ୍ପା । ଯାଜପୁର ଧର୍ମଶାଳା ବ୍ଲକ୍ ଅଣ୍ଟିଆରେ ଥିବା ପଞ୍ଚାୟତ ହିଙ୍ଗୁଳା ସରକାରୀ ହାଇସ୍କୁଲର ଏମିତି ଅବସ୍ଥା । ମାତ୍ର ବର୍ଷକ ତଳେ ପୁରୁଣା ସ୍କୁଲର ହୁଲିଆ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସ୍କୁଲ ପରିବେଶ ଦେଖିଲେ ଏଠି ଯେ ପୁରା ଠିକଣା ବ୍ୟବସ୍ଥାରେ ପାଠପଢ଼ା ଚାଲିନଥିବ, ତାହା ଧାରଣା ବି ଭୁଲ । କିନ୍ତୁ ଏଠି କଳାପଟା ବଦଳରେ କବାଟରେ ପାଠ ଲେଖୁଛନ୍ତି ଶିକ୍ଷକ ମହାଶୟ ।

5T School
ସ୍ମାର୍ଟ ସ୍କୁଲକୁ ଉପହାସ ! ପରୀକ୍ଷାରେ ପିଲାଙ୍କୁ ମିଳୁନି ପ୍ରଶ୍ନପତ୍ର, କବାଟରେ ଲେଖାଯାଉଛି ପ୍ରଶ୍ନ

ଧର୍ମଶାଳା ଅଣ୍ଟିଆ ହାଇସ୍କୁଲରେ କବାଟରେ ଲେଖାଯାଉଛି ପ୍ରଶ୍ନ । ଅଳକୁଣ୍ଡରେ କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ ।

5T School
5T ସ୍କୁଲରେ ନାହିଁ କଳାପଟା ! ପରୀକ୍ଷା ବେଳେ କବାଟରେ ପ୍ରଶ୍ନ ଲେଖୁଛନ୍ତି ଶିକ୍ଷକ

ସ୍କୁଲରେ କଳାପଟା ନଥିବାରୁ ଶିକ୍ଷକ ଜଣଙ୍କ ପ୍ରଶ୍ନପତ୍ର କବାଟରେ ଲେଖିଥିଲେ ।

Big decision on Odisha ASO exams 2022
ASO ପରୀକ୍ଷାକୁ ନେଇ ହାଇକୋର୍ଟ ଦେଲେ ବଡ଼ ରାୟ

ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। 

Odisha High Court
ASO ପରୀକ୍ଷାକୁ ନେଇ ପୁଣି ଏକ ମାମଲା

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି।

old college
ପରିଚୟ ଖୋଜୁଛି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ

ନାକ୍ ଟିମ୍ ଆସିବେ ବୋଲି ସଜେଇ ହେଉଛି ପାରଳାଖେମୁଣ୍ଡିର ଶତାୟୁ କଲେଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ । କଲେଜରେ କିନ୍ତୁ ନାହିଁ ନଥିବା ସମସ୍ୟା । ଆବଶକୀୟ ଅଧ୍ୟାପକ କି ନାହିଁ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି.

class room
ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠପଢ଼ା

ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠ ପଢା । ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଘୁରୁଡୁଖମଣ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...

serious irregularities in SAMS
ସାମ୍ସ ୱେବସାଇଟରେ ଅବ୍ୟବସ୍ଥା : ବିଳମ୍ବ ହେଉଛି ପିଜି ନାମଲେଖା, ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଚିନ୍ତା

ସ୍ପଟ୍ ଆଡମିଶନରେ ସ୍ଲାଇଡିଂ ବ୍ୟବସ୍ଥା ଯୋଗୁ ପୂରଣ ହୋଇପାରୁନି କଲେଜ ଓ ୟୁନିଭର୍ସିଟିର ପିଜି ସିଟ୍ ।  ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ । 

  • Saturday, 26 November 2022
  • SAMS