• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

crime
ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ଚାଞ୍ଚଲ୍ୟ : ମାଆର ଶିଳପୁଆ ମାଡ଼ରେ ଝିଅର ମୃତ୍ୟୁ

ଝିଅକୁ ମାରିଦେଲା ମାଆ । ଦିନକ ତଳେ ଝଗଡ଼ା ହୋଇଥିଲା । ଆଉ ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ଛେଛି ମାରି ଦେଇଛି ।

  • Sunday, 19 December 2021
  • Murder
Cyber Looters
ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ଦେଖନ୍ତୁ ଏହି ରିପୋର୍ଟ ।

Loan Fraud
କୃଷିଋଣ ନାଁରେ କୋଟି କୋଟି ଟଙ୍କାର ଜାଲିଆତି ଧରାପଡିଲା

ଏମାନଙ୍କ ନାଁରେ ଜମି ଖଣ୍ଡେ ନାହିଁ। ଋଣ କ’ଣ ଏମାନେ ଜାଣନ୍ତି ନାହିଁ। ହେଲେ କୃଷିଋଣ ନାଁରେ କୋଟି କୋଟି ଟଙ୍କା ଏମାନଙ୍କ ନାମରେ ଉଠାଯାଇଛି। ଏମିତି ଜାଲିଆତିର ଗୁମର ଖୋଲିଛି...

Cyber Crime
ବଢ଼ୁଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ, ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ! ୬୪୯୫ ମାମଲା ରୁଜୁ..

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି ।

Bolangir । Police Intensify Probe Into Arvind Singh Murder Case
ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସର ତନାଘନା

ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସ ତନାଘନା ଜେରା ଆରମ୍ଭ କରିଦେଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲାସ।

Crime Branch ADG Sanjeeb Panda Press Meet On Chittaranjan Palai Murder Case
ପୁରୀରେ କ୍ରାଇମବ୍ରାଞ୍ଚ ଏଡିଜି

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି ...।

Crime
ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ?

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ?

2nd Yr Student In Burla VSSUT Allegedly Thrashed By Senior
ପୁଣିଥରେ ମାଡ ଖାଇଲେ ଇଞ୍ଜିନିଅରିଂ ଛାତ୍ର

ବୁର୍ଲା ଭିସୁଟରେ ପୁଣି ଇଞ୍ଜିନିଅରିଂ ଛାତ୍ରଙ୍କୁ ମାଡ଼ ... ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ନେଇ ଅଭିଯୋଗ... ପୀଡ଼ିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ବୁର୍ଲା ଥାନାରେ ମାମଲା ରୁଜୁ...|

CrimeBranch Pressmeet
ଚିତ୍ତଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା? କଣ କହିଲା କ୍ରାଇମବ୍ରାଞ୍ଚ୍, ଜାଣନ୍ତୁ

ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ।

Chitaranjan Killed
ଚାପରେ ଚେପା ହୋଇଗଲା କି ଚିତ୍ତରଂଜନ ହତ୍ୟା ମାମଲାର ରୂପରେଖ ?

ଚାପରେ ଚେପା ହୋଇଗଲା କି ଚିତ୍ତରଂଜନ ହତ୍ୟା ମାମଲାର ରୂପରେଖ ? ସେବା ଚିତ୍କାର କରୁଥିଲେ, ଏବେ ନରମିଗଲେ କେମିତି ? କଣ ପାଇଁ ମତ ବଦଳେଇଦେଲେ ପରିବାର ଲୋକେ?

  • Friday, 17 December 2021
Chitaranjan Killed
କଡ଼ ଲେଉଟାଉଛି ଚିତ୍ତରଂଜନଙ୍କ ହତ୍ୟା ମାମଲା, ନରମିଲାଣି ପରିବାର ଲୋକଙ୍କ ସ୍ୱର

କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି ।

  • Friday, 17 December 2021
Loot CCTV
ଧିରେ ଧିରେ ସ୍କୁଟିରେ ଆସିଲେ, ମୋବାଇଲ ଝାମ୍ପିଲେ ! ଯୁବତୀଙ୍କୁ ଘୋଷାଡ଼ି ନେଲେ, ଦେଖନ୍ତୁ ଭିଡିଓ..

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍‌ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍‌ ଜଣେ ମହିଳାଙ୍କ ହାତରୁ ଫୋନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।

Chittaranjan Palai Death|  I Have Faith On Crime Branch Probe, Says Deceased\'s Wife
ସେ ଚାଲିଗଲା, ଏବେ ରାଜନୀତି କରନ୍ତୁ ନାହିଁ...

ଚିତ୍ତରଞ୍ଜନ ହତ୍ୟା ମାମଲାରେ ପତ୍ନୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ଚିତ୍ତରଞ୍ଜନଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି କହିଛନ୍ତି ପରିବାର

Chittaranjan Palai Death | Don\'t Politicise The Matter, Says Deceased\'s Wife
ଚିତ୍ତରଞ୍ଜନଙ୍କୁ ନେଇ ରାଜନୀତି କରନ୍ତୁ ନାହିଁ

ଚିତ୍ତରଞ୍ଜନଙ୍କ ପତ୍ନୀଙ୍କୁ ଜେରା କ୍ରାଇମ୍ ବ୍ରାଞ୍ଚ ଜେରା କରିଛି । ପଚାରିଲେ ଚିତ୍ତରଞ୍ଜନ କେତେ ବର୍ଷ ଧରି ତୁମକୁ LOVE କରୁଥିଲେ ।

Chittaranjan Wife
‘ଜଗା କେବେ ଏସବୁ କାମ ଏକା କରିପାରିବନି, ଏଥିରେ...’

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ଆଜି ଜଗା ଘରକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରିଛି। ଚିତ୍ତଙ୍କ ମୃତ୍ୟୁ ଘଟଣାର ପୂର୍ବ ରାତିରେ ଭୋଜି ହୋଇଥିଲା।

Tapaswini Sumit
ସୁଧୁରୁନି ସମ୍ପର୍କ ! ଆଡିଓ ମେସେଜରେ ସୁମିତ କହିଲେ, ‘ମୋ ଜୀବନ ବର୍ବାଦ କରିଦେଲେଣି ତପସ୍ୱିନୀ’

ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି ସବୁକିଛି କରିବି ବୋଲି ସୁମିତ୍ କହିଛନ୍ତି ।

  • Thursday, 16 December 2021
Man Released From Jail
୧୯ ବର୍ଷ ଧରି ସଜା କାଟୁଥିଲେ, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଟ୍ରିପଲ୍ ମର୍ଡର ମାମଲାରେ ପ୍ରାୟ ୧୯ ବର୍ଷ ଧରି ସଜା କାଟୁଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସମ୍ପୃକ୍ତ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନାହିଁ।

Crime Branch Team In Puri To Probe Death Of BJD Leader\'s Aide
ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ବିଜେଡି ନେତା ତଥା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ..ପୁଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଅର୍ପଣ କରିବା ପରେ ପୁରୀରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍..

Jump From Building
ପ୍ରେମିକାର ସ୍ୱାମୀକୁ ଦେଖି ପାଞ୍ଚ ମହଲା ଉପରୁ ଡେଇଁଲା ପ୍ରେମିକ, ଚାଲିଗଲା ଜୀବନ

ପୋଲିସ ସୂଚନାନୁସାରେ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ ।

Tapaswini and Sumit Case
ମୋ ଶ୍ୱଶୁର ଲଭ୍ ମ୍ୟାରେଜ୍ କରିଥିଲେ କିନ୍ତୁ ଆମ ବେଳକୁ ଶତ୍ରୁ ସାଜିଲେ: ତପସ୍ୱିନୀ

ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ।

Cyber Crime
ବନ୍ଧୁ ବାନ୍ଧିଲେ, ଗିଫ୍ଟ ଦେଇ ସବୁ ନେଇଗଲେ...

ଧୋକା ଦେଇଗଲେ ବିଦେଶୀ ବନ୍ଧୁ। ଫେସ୍‌ବୁକ୍‌ରେ ଚାଟିଂ ହ୍ୱାଟ୍ସଆପ୍‌ରେ ଟକିଂ...ଏମିତି ମାୟା ଜାଲ ବିଛାଇଲେ, ଖସି ପାରିଲେ ନାହିଁ ଏହି ମହିଳା...ଶୂନ ହୋଇଗଲା ବ୍ୟାଙ୍କ ଆକାଉଣ୍ଟ...ସବୁ ଗଲେ କିଛି ମୁକୁଳାଇପାରିଲେନି...

Girl Child Marriage Rate In Odisha
ରାଜ୍ୟରେ ଥମୁନି ବାଲ୍ୟ ବିବାହ ବ୍ୟାଧି

ସଚେତନତା ସତ୍ତ୍ୱେ ରାଜ୍ୟରେ ୨୦ ପ୍ରତିଶତ ଉପରେ ବାଲ୍ୟ ବିବାହ। ୬ ଜିଲ୍ଲାରେ ଜାତୀୟ ହାରଠୁ ବି ଅଧିକ, ନବରଙ୍ଗପୁରରେ ସର୍ବାଧିକ।

Prisoner, Cutting Grill
ଜେଲର ଗ୍ରିଲ କାଟି କଏଦୀ ଫେରାର

ଗ୍ରିଲ କାଟି ଜେଲ ଭିତରୁ କଏଦୀ ଫେରାର । କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଜେଲରେ ଘଟିଛି ଏହି ଘଟଣା । ଜଣେ କଏଦୀ ସମସ୍ତଙ୍କୁ ଚକମା ଦେଇ ଫେରାର ହୋଇଯାଇଛି

delhi
ନାଚିବାକୁ ଡାକିଥିଲେ, ଅସଦାଚରଣ କଲେ ! ଇଜ୍ଜତ୍ ବଞ୍ଚାଇବା ପାଇଁ ତିନି ମହଲା ଉପରୁ ଡେଇଁ ଜୀବନ ଦେଇଦେଲେ ନୃତ୍ୟଶିଳ୍ପୀ

ନାଚିବାକୁ ଯାଇ ଜୀବନ ହାରିଲେ ନୃତ୍ୟଶିଳ୍ପୀ । ନୃତ୍ୟ ପରିବେଷଣ କରିବାକୁ ଡକାଇଥିବା ବାର୍ ମାଲିକ ପାଲଟିଲା ରାକ୍ଷସ । ଦୁଷ୍କର୍ମ କରିବାକୁ ଚେଷ୍ଟା କଲା । ଜୀବନ ଦେଇ ନିଜର ଇଜ୍ଜତ ବଞ୍ଚେଇଲେ ଯୁବତୀ ।

Prisoner Escapes From Jail
ସମସ୍ତଙ୍କୁ ଚକ୍‌ମା ଦେଇ ଜେଲ୍‌ରୁ କଏଦୀ ଫେରାର

ସମସ୍ତଙ୍କୁ ଚକ୍‌ମା ଦେଇ ଜେଲ୍‌ରୁ କଏଦୀ ଫେରାର। ବାଲିଗୁଡା ସବ୍‌ ଜେଲ୍‌ରୁ ଜଣେ କଏଦୀ ଜେଲ୍‌ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ୍‌ କାଟି ଖସି ପଳାଇବାରେ ସକ୍ଷମ ହୋଇଛି।