ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସ୍ୱାମୀର ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗୁଥିଲା ସ୍ତ୍ରୀ । ଓଟିଭିର ଆପଣ ଏକାନୁହଁନ୍ତିରେ ଖବର ପ୍ରସାରଣ ପରେ ସାହାଯ୍ୟ କରୁଥିଲେ ବଦାନ୍ୟ ବ୍ୟକ୍ତି । ହେଲେ ସାଇବର ଠକଙ୍କ ଫୋନ୍ ଆସିଲା, ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହେଲା : ଏବେ କାନ୍ଦି କାନ୍ଦି ସ୍ତ୍ରୀ କହୁଛି...
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ତୋ ଫିଟନେସ୍ ଫିଗର ଦେଖି ମୁଁ ଫିଦା ହୋଇଗଲି। କାଇଁ ଏମିତି ହେଉଛୁ? କଲଗାର୍ଲ ସାଇଡ୍ରେ ଫଟୋ ଦେଉଛୁ, ଗୋଟିଏ ରାତିକୁ ଏତିକି ନେଉଛୁ....ଫୋନ୍ କଲେ ଏମିତି ରାଗୁଛୁ କାହିଁକି? ରିଲ୍ରେ ଫଟୋ ଛାଡ଼ିବା ପରେ କଲଗାର୍ଲ ସାଇଡ୍ରେ ଫଟୋ ଦେଇ ଏମିତି ଟଙ୍କା ଲୁଟ୍ କଲେ ସାଇବର ଲୁଟେରା। ଦେଖନ୍ତୁ ପରେ ହେଲା କ’ଣ?
ମୋବାଇଲକୁ ଏମିତି ମେସେଜ୍ ଆସୁଛି କି? ସାବଧାନ !! କାରଣ ୟାଙ୍କ ମୋବାଇଲକୁ ଧମାଧମ୍ ୫ ମେସେଜ୍ ଆସିଲା। ଚାହୁଁ ଚାହୁଁ ଆକାଉଣ୍ଟରୁ ୪୫ ହଜାର ଗାଏବ ହୋଇଗଲା। ଅନେଇଲା ବେଳକୁ କିଛି ନାହିଁ.
ଆରେ ଏ ଟୋନ୍ ଶୁଣିବା ପରି ଲାଗୁଛି। ସ୍ତ୍ରୀ ପରା ମୋ ନା କହିସାରିଲେଣି, ମୁଁ ପୁଣି ଏକ୍ସଟ୍ରା କଣ କହିବି? ମୁଁ କଂସାରୀ ଘର ପାରା ମତେ କୁଲା ଢାଉଁ ଢାଉଁ ଡରାଉଛୁ? ତୁମେ ବାହା ହେଲଣି ପର ଘରେ କାମ କରି, ଆମେ ମସ୍ତି କରିବୁ...ଦେଖନ୍ତୁ ଏମିତି ଫୋନ୍ କରି କରି କେମିତି କରୁଥିଲେ ଟଙ୍କା ଲୁଟ୍
ପୁରୀର ବ୍ୟବସାୟୀ ନରେନ୍ଦ୍ର ମହାପାତ୍ରଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା। ଯେଉଁଥିରେ ଅବଗତ କରାଯାଇଥିଲା ଯେ, KYC ଅପଡେଟ୍ କରିବା ପାଇଁ ପଠାଯାଇଥିବା ଲିଙ୍କ୍ରେ କ୍ଲିକ୍ କରନ୍ତୁ। ଏହି ଲିଙ୍କ୍ରେ କ୍ଲିକ୍ କରିବା ପରେ ଆକାଉଣ୍ଟ ଉଡ଼ି ଗଲା ଟଙ୍କା।
ଅନ୍ଲାଇନ୍ରେ ପିଜା ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ, ସାବଧାନ... କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକାମିର ଶିକାର ହୋଇପାରନ୍ତି।
ହ୍ୱାଟସ ଆପରେ ଆସୁଛି କି ଅମୂଲ ମେସେଜ। ଯଦି ନା, ତାହେଲେ ଆସିପାରି ଏହି ମେସେଜ। ଯଦି ହଁ, ତାହେଲେ ହୋଇ ଯାଆନ୍ତୁ ସାବଧାନ। ଟିକେ ଅଣଦେଖା କଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ। ହ୍ୟାକର୍ସମାନେ ଦେଶର ନାମିଦାମୀ କଂପାନୀ ନାଁରେ ଲୁଟିବା ଆରମ୍ଭ କରି ଦେଇଛନ୍ତି