ଡିସିପି ଉତ୍ତର ଜୋନ୍ ଆର ବିଜୟ ଶଙ୍କର କହିଛନ୍ତି ଯେ ବ୍ୟକ୍ତି ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। କିନ୍ତୁ ଏସି ଅନ୍ କରି ଶୋଇ ପଡିଥିଲା।
ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଆସିଲା । ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ବସିଲା । ସେଠାରେ ବହି ଖୋଲି ହନୁମାନ ଚାଳିସା ପଢ଼ିଲା । ଠାକୁରଙ୍କୁ ଯେମିତି ଭକ୍ତି କରିବା କଥା ସେସବୁ ସମ୍ପନ୍ନ କଲା ।
ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା ।