• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Illegal Mining
ମାଫିଆଙ୍କ ଉତ୍ପାତ; ଖୋଳ କରିଦେଲେଣି କଳାପଥର, ବାଲି ଓ ମାଟି

ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍‌ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

ipl betting
ଆଇପିଏଲ୍ ବେଟିଂ ବେଳେ ୫ ଜଣ ଗିରଫ ,୪ ଲକ୍ଷ ୫୬ ହଜାର ଟଙ୍କା ଜବତ

ଆଇପିଏଲ୍କୁ ନେଇ ବ୍ରହ୍ମପୁରରେ ବେଟିଂ : ସୋସିଆଲ ମିଡିଆ ମାଧ୍ୟମରେ ଚାଲିଥିବା ବଡ଼ ରାକେଟକୁ ଧରିଲା ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୫ ବୁକି ଗିରଫ, ସାଢ଼େ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ।

 81-Year-Old Held For 'Digital Rape'. Know What It Means And Punishment For The Crime
ନାବାଳିକାକୁ ‘ଡିଜିଟାଲ୍‌ ରେପ୍‌’ କରି ଜେଲ ଗଲେ ୮୧ ବର୍ଷୀୟ ବୃଦ୍ଧ

ଡିଜିଟାଲ୍‌ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ୮୧ ବର୍ଷୀୟ ବୃଦ୍ଧ...

minor girl kidnaped
ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା,ଅଭିଯୁକ୍ତ ବଡ଼ବାପାକୁ ଗିରଫ କଲା ସଦର ଥାନା ପୋଲିସ

ଦକ୍ଷିଣ ଉଷୁମାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଭିଯୁକ୍ତ ସମ୍ପର୍କୀୟ ବଡବାପାଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଏହି ଘଚଟଣାରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କଲା ପୋଲିସ ।

Hanging sucide
ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା! ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଦୟାନିଧି ମହନ୍ତଙ୍କର ଝୁଲନ୍ତା ମୃତଦେହ ବୁଢ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

 Kidnap Case In Cuttack
ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ; ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା ।

Barpada Murder Case
ପତ୍ନୀ ଓ ଦୁଇ ଛୁଆଙ୍କ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ପ୍ରମାଣ ଲୁଚାଇବାକୁ ଘରେ ଥିବା ଲୁଗା ଏବଂ ବହିଖାତାକୁ ଏକାଠି କରି ନିଆଁ ଲଗାଇ ଦେଇଥିଲା। 

 Odisha Vigilances crackdown
୧୫ ଦିନରେ ଧରାପଡ଼ିଲେଣି ପ୍ରାୟ ୧୦ ସରକାରୀ କର୍ମଚାରୀ

ଦୁର୍ନୀତିର ଚେର ଉପାଡ଼ିବାକୁ ପଣ କରିଛି ଭିଜିଲାନ୍ସ। ହେଲେ ସେହି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ନିଜେ ପଡ଼ିଛନ୍ତି ଭିଜିଲାନ୍ସ ହାତରେ। ଏ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ହଜାରେ କି ଲକ୍ଷେ ନୁହେଁ, ଲାଞ୍ଚ ନେଉଥିଲେ ୧୦ ଲକ୍ଷ ଟଙ୍କା।

 Odisha Vigilance's crackdown
ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବଢ଼ିଚାଲିଛି ତାଲିକା

ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି।

Loot Temple Mutts
ରାଜଧାନୀ ପରେ ମୂର୍ତ୍ତି ଚୋରଙ୍କ ଟାର୍ଗେଟ୍‌ରେ ପିପିଲି; ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ମୂର୍ତ୍ତି

ପିପିଲି ଥାନା ସମ୍ପୁର ପଞ୍ଚାୟତ ରାଜତଇ ସିଦ୍ଧେଶ୍ୱରୀ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଥିବା ଅଭିୟୋଗ ହୋଇଛି । ଚୋରି ନେଇ ପିପିଲି ଥାନାରେ ଏତଲା ଦେଇଛନ୍ତି ପୂଜକ ଓ ଗ୍ରାମବାସୀ ।

 blast at mao camp
ମାଲକାନଗିରି ସୀମାନ୍ତରେ ମାଓ ତାଣ୍ତବ; ଚାଲିଗଲା ୨ ଯବାନଙ୍କ ଜୀବନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲାଲ୍ ତାଣ୍ଡବ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

Vigilance Raid
ଭିଜିଲାନ୍ସ ହାତରେ ଭିଜିଲାନ୍ସ ଇନିସ୍‌ପେକ୍ଟର ମାନସୀ ଜେନା ଗିରଫ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Mahanga IIC
ଥାନାରେ ହାଜର ହେଲେ ମାହାଙ୍ଗା ଥାନା IIC, ପତ୍ନୀଙ୍କୁ ଗିରଫ କରିସାରିଛି ପୋଲିସ

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

Saroj Padhi
ପୂର୍ବତନ ବିଧାୟକ ଉଭାନ୍‌ ! ୩ ଦିନ ହେଲା ପତ୍ତା ମିଳୁନି, ଅପହରଣ ସନ୍ଦେହ

ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।

 brown sugar seized
BREAKING : ପୁରୀରୁ ୩ କେଜି ବ୍ରାଉନସୁଗାର ଜବତ, ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା

ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁରୀ SP ସୂଚନା ଦେଇଛନ୍ତି ।

Vigilance Raid
ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

chemistry teacher tied up
ବନ୍ଧା ହେଲେ ରସିକିଆ କେମିଷ୍ଟ୍ରି ଶିକ୍ଷକ

ବନ୍ଧା ହେଲେ ରସିକିଆ ଶିକ୍ଷକ, ନବରଙ୍ଗପୁର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଭିଯୁକ୍ତ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥଙ୍କୁ ଗିରଫ କରିଛି ପୋଲିସ । ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା ।

Firing
ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ ।

Bride's mother attacked for refusing to dance in marriage procession at Salepali village under Melch
ବାହାଘରରେ ନ ନାଚିବା ପଡିଲା ମହଙ୍ଗା; ଚାଲିଗଲା କନ୍ୟା ମା’ର ଜୀବନ

ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା ।

Cyber Crime
ଧମା ଧମ୍‌ ୫ ମେସେଜ୍‌ ଆସିଲା...ଆକାଉଣ୍ଟରୁ ୪୫ ହଜାର କଟିଲା

ମୋବାଇଲକୁ ଏମିତି ମେସେଜ୍‌ ଆସୁଛି କି? ସାବଧାନ !! କାରଣ ୟାଙ୍କ ମୋବାଇଲକୁ ଧମାଧମ୍‌ ୫ ମେସେଜ୍‌ ଆସିଲା। ଚାହୁଁ ଚାହୁଁ ଆକାଉଣ୍ଟରୁ ୪୫ ହଜାର ଗାଏବ ହୋଇଗଲା। ଅନେଇଲା ବେଳକୁ କିଛି ନାହିଁ.

IAS Puja Singhal
ବରିଷ୍ଠ IAS ତଥା ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ

୨୦୦୦ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର IAS ପୂଜା ସିଙ୍ଘଲଙ୍କ ନାଁରେ ମନରେଗା ଅର୍ଥ ହେରଫେର ନେଇ ଅଭିଯୋଗ ଥିଲା ।

Jitu Pattnaik
ED ରେଡ୍‌ ନେଇ ମୁହଁ ଖୋଲିଲେ ଖଣି ମାଲିକ ଜିତୁ ପଟ୍ଟନାୟକ

ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍‌ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ।

Man Killed His Mother
ସମ୍ପର୍କଠାରୁ ବଳିଗଲା ସମ୍ପତ୍ତି; ମା’କୁ ବେଲ୍ଟରେ ପିଟି ପିଟି ମାରିଦେଲା ନୃଶଂସ ପୁଅ

ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।

Jitu Patnaik
'ମୋର ସବୁ ହ୍ୱାଇଟ୍‌ , ବ୍ଲାକ୍‌ ଥିଲେ ସିନା ଡରିବି'

ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍‌ ଇଡି ଜବତ କରିଛି।