ଅର୍ଚ୍ଚନା ନାଗଫାଶକୁ ନେଇ ତମ୍ବିତୋଫାନ ଯେତିକି, ତାକୁ ନେଇ ରାଜ୍ୟ ରାଜନୀତି ବି ସେତିକି ସରଗରମ । ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଆଜି ପୋଲିସ କମିଶନର ଅଫିସ୍ ଆଗରେ ଗର୍ଜିଛି ବିଜେପି । ଦଳ ଦେଇଛି ୨୪ ଘଂଟିଆ ଅହୋରାତ୍ର ଧାରଣା । ସେପଟେ ବର୍ତ୍ତମାନ ଝାରପଡ଼ା ଜେଲ୍ରେ ଅଛନ୍ତି ନାଗ ଦଂପତ୍ତି
Published: Sarbeswar
Last updated: 22 October 2022, 09:11 PM IST
ଦୀପାବଳିରେ ଚାକିରି ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ନିଯୁକ୍ତି ମେଳା ଉଦଘାଟନ କରି ବାଣ୍ଟିଲେ ୭୫ ହଜାର ନିଯୁକ୍ତି ପତ୍ର....