ନିଜ ପ୍ରତିଭା ବଳରେ ଗରିବ ଘରର ଝିଅ ଦେବୀ ପାୱାରଲିଫ୍ଟିଂରେ ଜିତିଛନ୍ତି ବହୁ ଗୋଲ୍ଡ ଓ ସିଲଭର୍ ମେଡାଲ୍ । କାନ୍ଥ ଭାଙ୍ଗିଯାଇଥିବା ଚାଳ ଘରେ ଓହଳାଇଛନ୍ତି ଏହି ସବୁ ମେଡାଲ୍ । କିନ୍ତୁ ଆର୍ଥିକ ଦୁରାବସ୍ଥା ତାଙ୍କୁ ବାଧ୍ୟ କରିଛି ଛେଳି ଚରାଇବା ପାଇଁ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସ୍ଥଳ ବିଶେଷରେ ଏହା ବାସ୍ତବ ହୋଇପାରେ। ଏକ ଭାଇରଲ ଭିଡିଓରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଛେଳି ପାଇଁ ଟ୍ରେନ୍ ଟିକେଟ୍ କାଟି ପ୍ରଶଂସା ସାଉଁଟୁଛନ୍ତି ମହିଳା । ଟିଟିଇ ବି ହୋଇଗଲେ ଆଶ୍ଚର୍ଯ୍ୟ, ଆଉ କହିଲେ..
ଗୋଟିଏ ଛେଳି ପାଖରେ ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାନ୍ତି ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ।