/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666601885.jpg)
Archana Nag
ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁର ଅର୍ଥକାରବାର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । କେଉଁଠୁ ଏହି ଦଂପତିଙ୍କ ପାଖକୁ ଆସିଛି ଟଙ୍କା ତାହାର ତଦନ୍ତ ହେବ । ଏଥିପାଇଁ ଇଡି ପକ୍ଷରୁ ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା ହୋଇସାରିଛି ।
Advertisment
ଖୁବ ଶୀଘ୍ର କମିଶନରେଟ ପୋଲିସ ପକ୍ଷରୁ ତଥ୍ୟ ନେବ ଇଡି । ସ୍ୱାମୀସ୍ତ୍ରୀଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ କରିବ ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେତା, ମନ୍ତ୍ରୀ ଏବଂ ବଡବଡିଆଙ୍କଠାରୁ ଆସିଛି କି ଟଙ୍କା ? ତେଣୁ କିଏ କାହିଁକି ଟଙ୍କା ଦେଇଛି, ସେନେଇ ତଦନ୍ତ କରିପାରେ ଇଡି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)