ଗୁଜରାଟରୁ ଅଭିଯୁକ୍ତକୁ ଧରି ଓଡ଼ିଶା ମୁହାଁ କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରେ ୭ ଘଣ୍ଟିଆ ନାର୍କୋଟେଷ୍ଟରେ ଗୋପାଳ ଉଗାରିଛି ସତ ।
ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା।
ନିଷ୍ଠୁର ମାଲିକ; ଦେଲାନି ପାରିଶ୍ରମିକ, ନେଇଗଲା ଜୀବନ
ଗୁଳି କରିବା ପରେ ଦୁଇ ଜଣ ଯାକ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ।
ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...
ପରେ ଛାତ୍ର ଜଣକ ରକ୍ତାକ୍ତ ହେବାରୁ, ତାଙ୍କୁ ସେଠାରେ ପକାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ ।
ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।
ଜଣେ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଅଣଛାତ୍ର।
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳକୃଷ୍ଣ ଦାସ ? ହତ୍ୟାକାଣ୍ଡ ପାଇଁ କିଏ ସୁପାରୀ ଦେଇଥିଲେ କି ? ହତ୍ୟା ପୂର୍ବରୁ କାହା ସହ ଆଲୋଚନା କରିଥିଲା ଗୋପାଳ ? ଏମିତି କେଉଁ ଘଟଣା ବିବ୍ରତ କଲା ଯେ, ହତ୍ୟା ଯାଏଁ କଥା ଗଲା ? କାହା ପ୍ରରୋଚନାରେ ଗୋପାଳ ଘଟାଇଲା ହତ୍ୟାକାଣ୍ଡ ? ଗୁଜରାଟର ଗାନ୍ଧୀନଗର ସ୍ଥିତ ଫରେନ୍ସିକ ସାଇନ୍ସ ନିର୍ଦ୍ଦେଶାଳୟ ବା DFSLରେ ହେବାକୁ ଥିବା ନାର୍କୋଟେଷ୍ଟରେ ଏଭଳି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଦେବ ନବ ଦାସ ହତ୍ୟାକାଣ୍ଡର ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳକୃଷ୍ଣ ଦାସ।
ହତ୍ୟା ପଛର ମୋଟିଭ୍ ବି ରହସ୍ୟ ହୋଇରହିଛି।
ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।
ବହୁ ପୁଅଙ୍କ ସହ ମିଶୁଥିଲା ଝିଅ, ଫୋନ୍ରେ ଗପୁଥିଲା । ଶେଷରେ ତା’ପାଖରୁ ମିଳିଲା ପ୍ରେଗ୍ନେନ୍ସି କିଟ୍ । ତାପରେ...
୧୬ ବର୍ଷର ଯୁବତୀଙ୍କୁ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ବେକରେ ରାଇଫଲ ପକାଇ ନାଚ କରୁଥିଲେ । ହାତରେ ବନ୍ଧୁକ ଧରି ବୁଲୁଥିଲେ ।
ଲାଞ୍ଚ ନେବାବେଳେ ଧରିଥିଲା ସିବିଆଇ
ରାଜ୍ୟ ପୋଲିସ ମୁଖିଆଙ୍କ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୬ ଦିନରେ ଯାଇ ମୁହଁ ଖୋଲି ଥିଲେ ରାଜ୍ୟ ପୋଲିସ ମୁଖିଆ । ୧୦ ଦିନ ପରେ ଆଜି ନବଙ୍କ ଏକାଦଶାହରେ ପ୍ରଥମଥର ପାଇଁ କ୍ରାଇମ୍ ସ୍ପଟ୍ ଭିଜିଟ୍ କଲେ ପୋଲିସ୍ ଡିଜି । ସେହି ସମୟର ଦୃଶ୍ୟ। କ୍ରାଇମ୍ ବ୍ରାଞ୍ଚ ତଦନ୍ତର ମନିଟରିଂ କରୁଥିବା ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ଗତକାଲିଠୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ପୋଲିସ୍ ଡିଜି ସୁନୀଲ ବଂଶଲ ଆଜି ସକାଳ ପ୍ରାୟ ୯ଟା ୪୫ରେ ନବ ହତ୍ୟାକାଣ୍ଡ ସ୍ଥଳ ବ୍ରଜନଗନର ଗାନ୍ଧିଛକ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲେ ।
ନିଆଁ ଆଁରେ ଓଡ଼ିଶା ଜଙ୍ଗଲ। ବାରମ୍ବାର ସଚେତନତା ପରେ ବି ଲାଗୁଛି ନିଆଁ, ଜଳିପୋଡି ପାଉଁଶ ହେଉଛି ମୂଲ୍ୟବାନ ସଂପତ୍ତି
CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।
କିଏ କଲା ନିର୍ମମ ହତ୍ୟା ? ଖୋଜୁଛି ପୋଲିସ
ହତ୍ୟାକାଣ୍ଡ ସ୍ଥଳରେ ଜଷ୍ଟିସ୍ ଦାସଙ୍କ ସରଜମିନ ଅନୁଧ୍ୟାନ
କଳି ପାଇଁ ରାଜରାସ୍ତାରେ ଲାଗିଲା ଗହଳି
ଦୁଇ ଜଣଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଆଦାୟ କରିଛି ସାଇବର ଥାନା ପୋଲିସ ।