• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Special story
ରାଜଧାନୀରେ ବିଳମ୍ବିତ ରାତିରେ ନୃଶଂସ ହତ୍ୟାକାଣ୍ଡ : ଜବରଦଖଲକୁ ନେଇ ହତ୍ୟା

୨ ଅଭିଯୁକ୍ତଙ୍କୁ ଗିରଫ କରି ଚାଲିଛି ତଦନ୍ତ

  • Wednesday, 31 August 2022
  • Murder
Lovers Death
ଜଙ୍ଗଲରେ ଝୁଲିଛି ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

Special story
ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ଶାସ୍ତ୍ରୀନଗର ଘରୁ ମିଳିଲା ମୃତଦେହ

ଗଳା ଚିପି ହତ୍ୟା ସନ୍ଦେହ, ପୋଲିସର ଖୋଳତାଡ଼ ଆରମ୍ଭ

NCRB Report
ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମହିଳା ବିରୋଧୀ ଅପରାଧ

ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍‌ସିଆର୍‌ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।

Pihu Missing Poster
ପିହୁ ପାଇଁ ପୋଲିସର ନିଦ ଭାଙ୍ଗିଲା, ୫ ଲକ୍ଷ ଟଙ୍କାର ପୁରାସ୍କାର ଘୋଷଣା କରି ପୋଷ୍ଟର ମାରିଲା

ପିହୁର ସୂଚନାଦାତାଙ୍କୁ ୫ ଲକ୍ଷ ଦେବାକୁ ପୋଲିସର ଘୋଷଣା । ଗତ ୨୦୨୦ ଅଗଷ୍ଟ ୯ରୁ ନିଖୋଜ ହୋଇଯାଇଛି ପିହୁ  ।

NCRB Report
ମହିଳାଙ୍କ ପାଇଁ ଅସୁରକ୍ଷିତ ଓଡ଼ିଶା, ଚିନ୍ତା ବଢ଼ାଇଲା NCRB ରିପୋର୍ଟ

ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍‌ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ ।

Mundali
ମୁଣ୍ଡଳି ବ୍ରିଜ୍‌ରେ ଆତ୍ମହତ୍ୟାର ହାଇଡ୍ରାମା ! ସ୍କୁଟି-ହେଲମେଟ୍-ଚପଲ ଥୋଇ ବିଭ୍ରାନ୍ତ କଲେ ରଘୁରଞ୍ଜନ

ଗାଡି ଖରାପ ହେବାରୁ ଟ୍ରକ୍‌ରେ ପଳାଇଥିଲେ ଯୁବକ ! ସତ କହୁଛନ୍ତି ତ ରଘୁରଞ୍ଜନ? 

Fraud
ଫିଲ୍ମ ଷ୍ଟାଇଲ ଲଭ୍‌ଷ୍ଟୋରୀ ! ଲିଫ୍ଟ.. ପ୍ରେମ.. ବିବାହ, ୫ ବର୍ଷ ପରେ ଧୋକା ଦେଇ ଲୁଟ୍

ଟଙ୍କା ସୁନା ଲୁଟି ମହିଳା ଫେରାର୍ । ଆଗରୁ ମହିଳା ଜଣକ ବାହା ହୋଇଥିଲେ ।

Special story
ନିର୍ଜଳା ବ୍ରତ ରଖିଥିଲା ସ୍ତ୍ରୀ, ମାରି ଫାଶୀରେ ଝୁଲାଇଦେଲା ନୃଶଂସ ସ୍ୱାମୀ

ଦୁଇ ପିଲା ମୁହଁକୁ ବି ଚାହିଁଲାନି । ସ୍ତ୍ରୀକୁ ମାରି ରଶିରେ ଟାଙ୍ଗିଦେଲା ।

  • Tuesday, 30 August 2022
  • Murder
Crimes against women surge in Odisha
ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ନମ୍ବର-୧

ମହିଳାଙ୍କୁ ନିର୍ଯାତନା ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି।

Atleast 15 people end life in Odisha everyday: NCRB report
ଦିନକୁ ଓଡ଼ିଶାରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା: NCRB ରିପୋର୍ଟ

ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।  

Illegal Stone Mining
ଖୋଳ ହେଉଛି ଖୋର୍ଦ୍ଧା ଜିଲ୍ଲାର ଖଣିଜ ସଂପଦ; ବିରୋଧ କରିବାକୁ ଯାଇ ଲହୁଲୁହାଣ ହେଉଛନ୍ତି ସରକାରୀ ବାବୁ

ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି । 

Illegal Stone Mining
ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ପଥର ମାଫିଆଙ୍କ ରାଜୁତି

ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଦୌରାତ୍ମ୍ୟ ଚଳାଇଛନ୍ତି ପଥର ମାଫିଆ । ଇତିମଧ୍ୟରେ ଜିଲ୍ଲାର ବହୁ ଅଫିସର ମାଫିଆଙ୍କ ଆକ୍ରମଣର ଶୀକାର ହୋଇ ଲହୁଲୁହାଣ ହେଲେଣି ।

Crime
‘ସ୍ୱାମୀ ନାଁରେ FIR ଦେଇନି, ହେଲେ ବି ଉଠେଇ ନେଇ ପିଟିଲେ’

ଆମ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । କିନ୍ତୁ ପୋଲିସ ବାଲା ଆସି ମତେ ଜୋର ଜବରଦସ୍ତ ଉଠାଇ ନେଲେ। ମୁଁ ଯେତେ କାକୁତିମୀନତି ହେଲି କେହି ଶୁଣିଲେନି। ମୁଁ ରକ୍ତବାନ୍ତି କଲା ପରେ ବି ମତେ ଛାଡିଲେନି। ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀଙ୍କ ନାଁରେ ମୁଁ କୌଣସି FIR ଦେଇନି। ମୋ ଆଗରେ ସ୍ୱାମୀଙ୍କୁ ମାରିଲେ ପୋଲିସ।

  • Monday, 29 August 2022
  • Crime
Special story
ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍‌ ଆକାଉଣ୍ଟ୍‌ ତିଆରି କରି ଯୁବ ଇଞ୍ଜିନିୟର ଗିରଫ

ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।

Special story
‘ଉଲଗ୍ନ କରି ମାରିଲେ, ନେହୁରା ହେଲେ ବି ଶୁଣିଲେନି’

SIଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କ ନାଁରେ ଏତଲା

Special story
‘ ତା’ସହ ମଧ୍ୟ ସେମିତ ହେବା ଦରକାର’ : ଜୀବନ୍ତ ଜଳିଯାଇ ପ୍ରାଣ ହରାଇଥିବା ଯୁବତୀଙ୍କ ଅପିଲ୍‌

ଜୋରଜବରଦସ୍ତି କରି ରାଜି ନହେବାରୁ ସେ ମୋ ସହ ଏପରି କରିଛି । ସେ ବି ସମାନ କଷ୍ଟ ଭୋଗିବା ଉଚିତ୍‌ ।

Three injured in group clash in Ganjam
ଗାଁ ମଝିରେ ବୁଲିଲା ଖଣ୍ଡା, ଯିଏ ଯାହାକୁ ପାଇଲା ତାକୁ ହାଣିଲା...

 ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା।

Student missing Case
ଯୁକ୍ତ ୨ ଛାତ୍ର ନିଖୋଜ କଥା ମିଛ, ପର୍ଦ୍ଦାଫାସ କଲା ପୋଲିସ

ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ।

Woman kills self after being shamed by daughter-in-law
ଧାରଣା ଦେଲା ବୋହୂ, ଆତ୍ମହତ୍ୟା କଲେ ଶାଶୁ

ଗତ କିଛିଦିନ ହେଲା, ଗଞ୍ଜାମରେ ବୋହୂ ଏବଂ ପତ୍ନୀର ମାନ୍ୟତା ଦାବିରେ ଏକାଧିକ ମହିଳାଙ୍କ ଧାରଣାକୁ ନେଇ ଲାଗିରହିଛି ଚର୍ଚ୍ଚାା

Elephant Death
ପୁଣି ମାଈ ହାତୀ ମୃତ, ବାରହା ଫାଶରେ ପଡ଼ି ଚାଲିଗଲା ଜୀବନ

ଗତ ୨୫ ତାରିଖରେ କେନ୍ଦୁଝର ସଦର ରେଂଜ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଦ୍ୟୁତ ତାର ଲାଗି ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା ।

Cannabis
ନୂଆ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ, ଦାମୀ କାର୍‌ରେ ସିକ୍ରେଟ୍ ଚାମ୍ବର

ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ  ।