ଏମିତି ରାଗ । ଟିକିଏ କଥା କଟାକଟିରେ ସ୍ତ୍ରୀର ଜୀବନ ନେଇଗଲା ସ୍ତ୍ରୀ ।
ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯିବ ଅଧ୍ୟକ୍ଷ କହିଛନ୍ତି।
ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍ରୁ ଧରାପଡିଲେ ହତ୍ୟାକାରୀ ।
ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୋଲିସ, କିଛି ଓକିଲ ନେଇଯାଉଛନ୍ତି । ୨ ଲକ୍ଷ ଟଙ୍କାରୁ ପୀଡ଼ିତ ୫୦ ହଜାର ପାଇଲେ ବି ଖୁସି ହେଉଛି ।
ଘଟଣାରେ ସଂପୃକ୍ତ ପତ୍ନୀ ମିଲି ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ପୁରୁଷ ସହ ସ୍ତ୍ରୀର ସମ୍ପର୍କ ଥିବା ଜାଣିବା ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସ୍ୱାମୀ। ଶେଷରେ ଯୋଜନା ମୁତାବକ ସ୍ତ୍ରୀର ପ୍ରେମିକକୁ ହତ୍ୟା କଲେ ଓ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ।
ଇଟା ଭାଟିରେ ଟ୍ରାକ୍ଟର ଧକ୍କାରେ ୯ ବର୍ଷର ନାବାଳକ ମୃତ
ଅଳ୍ପ ବିଦ୍ୟା ଭୟଙ୍କରୀ । ଡାକ୍ତରୀ ବିଦ୍ୟା ନଜାଣି ଚିକିତ୍ସା କଲେ କ୍ୱାକ୍ । ଅକାଳରେ ମହିଳାଙ୍କ ଜୀବନ ଚାଲିଗଲା ।
ପୁରା ଘଟଣାଟି ହେଲା ତାମିଲନାଡ଼ୁ ଡିଣ୍ଡିଗୁଲ ଜିଲ୍ଲାର ।
ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ।
ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି ।
କୁକୁଡ଼ା ଲଢ଼େଇ ପାଇଁ ଉଭୟ ପକ୍ଷ ଉତ୍ସାହିତ ଥାଆନ୍ତି।
ଆଜିର ଏହି ବିଜ୍ଞାନ ଯୁଗରେ ବି ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ ରଖୁଛନ୍ତି, ତାହା ଏହି ମଣିଷ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ ନିଶ୍ଚୟ ।
ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।
ବିଲରେ ପଡ଼ିଥିଲା କୁନି ପୁଅର ମୃତଦେହ ।
ଜୋରଜବରଦସ୍ତି ଗର୍ଭନଷ୍ଟ କରିଦେଲେ ଶାଶୁଘର ଲୋକ । ପୋଲିସ୍ ସାମ୍ନାରେ ନିଜ ଦୁଃଖ ବଖାଣି କାନ୍ଦିଲେ ଅସହାୟ ମହିଳା ।
ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ।
ଏପରି କୁତ୍ସିତ କଦାକାର ମାନସିକତାର ମଣିଷକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ।
ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପତ୍ନୀ ନିର୍ଯାତନା ମାମଲାରେ ବଢୁଛି ହ୍ୟୁମାନଙ୍କ ଅଡୁଆ
କଟକର ଗଳି କନ୍ଦିରୁ ବାହାରି ଏବେ ଏହି ଖବର ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିଛି
ଧର୍ମାନ୍ତରୀକରଣ ଅଭିଯୋଗ ସଂପୂର୍ଣ୍ଣ ମିଛ...
ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ
ଡର ଲାଗୁଛି, କାଳେ ଭବିଷ୍ୟତରେ ପୁଣି କିଛି ନକରିଦେବ।