• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Bhojpuri actress rape in gurugram hotel
ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କୁ ହୋଟେଲ୍ ଡାକିଲେ; ମଦ୍ୟପାନ କଲେ; ତା’ ପରେ…

ଏହି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଲଜ୍ଜାଜନକ ଖବର ମାମଲା ସାମ୍ନାକୁ ଆସିଛି। ଜଣେ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହେବା ଭଳି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

woman watched Crime Patrol to plan murder of boyfriend
ଖୁଲାସା ! ‘କ୍ରାଇମ ଶୋ’ ଦେଖି ସାପ ଚୋଟରେ ପ୍ରେମିକର ଜୀବନ ନେଲା ପ୍ରେମିକା

କ୍ରାଇମ୍‌ ଶୋ’ ‘କ୍ରାଇମ୍‌ ପାଟ୍ରୋଲ’ର ଏପିସୋଡ୍‌ ଦେଖି ପ୍ରେମିକର ଜୀବନ ନେଲା ପ୍ରେମିକା। ହେଲେ ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଯୁବତୀ ଜଣକ ପ୍ରେମିକର ହତ୍ୟା ପାଇଁ ସାହାଯ୍ୟ ନେଇଥିବା ସାପୁଆ କେଳାକୁ ପୋଲିସ୍‌ ପଚରାଉଚରା କରିଥିଲା।

Mamata Banerjee
ମମତାଙ୍କ ଘରକୁ ବନ୍ଧୁକ-ଭୁଜାଲି ଧରି ପଶୁଥିଲା ଦୁର୍ବୃତ୍ତ ! କାବୁ କଲା ପୋଲିସ

ଗାଡ଼ିରେ ପୋଲିସ ଲେଖିବା ଦ୍ୱାରା ରାସ୍ତାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସାଧାରଣରେ ଲୋକଙ୍କ ଧାରଣା ଥାଏ । ଏବେ ଉକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Bhojpuri artiste raped
ବନ୍ଧୁତା ଆଳରେ ଡାକିଲେ...ହୋଟେଲକୁ ନେଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ

ଜଣେ ସାଧାରଣ ଝିଅ ନୁହେଁ, ବରଂ ଜଣେ ଅଭିନେତ୍ରୀଙ୍କ ସହ ଏପରି ଘଟଣା ଘଟିଥିବା ଖବର ସାମ୍‌ନାକୁ ଆସିଛି । ଯେଉଁଠି ତାଙ୍କ ସହ ଜଣେ ଯୁବକ ମିଠା ମିଠା କଥା କହି ବନ୍ଧୁତା ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି ।

  • Friday, 21 July 2023
  • Rape
Sandalwood smuggling
ଅଧ ରାତିରେ ପଶୁଛନ୍ତି, ପୂରା ଜଙ୍ଗଲ ଖାଲି କରିଦେଉଛନ୍ତି

ଭୟଙ୍କର ଭାବରେ ମାତିଲେଣି ଚନ୍ଦନ ତସ୍କର । ବନସମିତି ଜଗିବା ପରେ ବି ଖାଲି କରିଦେଉଛନ୍ତି ଜଙ୍ଗଲ । ପ୍ରଶାସନ କହୁଛି ପାଟ୍ରୋଲିଂ ବଢିବ, ଏପଟେ ଖାଲି ହେଉଛି ଜଙ୍ଗଲ।

Crime
ନୃଶଂସ ବାପା ! ପତ୍ନୀଙ୍କୁ ପିଟୁଥିଲା, ପୁଅ ଅଟକାଇବାରୁ ତାକୁ ମାରିଦେଲା..

ମାଆକୁ ମାଡ ମାରିବାରୁ ବାପାକୁ ବିରୋଧ କରୁଥିଲା ପୁଅ । ବାପାର ତେଣ୍ଟା ମାଡରେ ପୁଅର ମୃତ୍ୟୁ ।

Manipur Violence
ଦେଶର ମୁଣ୍ଡ ନୁଆଇଁ ଦେଲା ମଣିପୁର ଲଜ୍ଜା

ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Manipur Crime
ମଣିପୁର ଉଲଗ୍ନ ଭିଡିଓ: ଚାରି ଅଭିଯୁକ୍ତ ଗିରଫ

ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

murder
ନାଗ ସାପ କାମୁଡ଼ାଇ ପ୍ରେମିକକୁ ମାରିଲା ପ୍ରେମିକା, ଏବେ ନୂଆ ବୟଫ୍ରେଣ୍ଡ୍‌ ସହ ନେପାଳ ଛୁ

ପ୍ରେମିକାର ବିଷଧର ଷଡ଼ଯନ୍ତ୍ର । ପୋଲିସ୍‌ର ବି ମୁଣ୍ଡ ଘୁରାଇଦେଲା । ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଅମାନୁଷିକ କାଣ୍ଡ ।

tragic incident
‘ମୋ ସ୍ତ୍ରୀକୁ ଅସଭ୍ୟ ଭାଷାରେ ଗାଳି କରୁଥିଲା, ଅସହ୍ୟ ହେବାରୁ ଆତ୍ମହତ୍ୟା କରୁଛୁ...’

ସୁଇସାଇଡ୍‌ ନୋଟରେ ନିଜ ଦୁଃଖ କଥା ଲେଖି ଆତ୍ମହତ୍ୟା କଲେ ଦମ୍ପତି । ଋଣ ଭାରକୁ ନେଇ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ ।

Orissa HC
ମିଛ ଦୁର୍ଘଟଣାରେ ବୀମା ଦାବି କରି ଫଶିଲେ, ତଦନ୍ତ କରିବ ସିବିଆଇ

ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀ ପକ୍ଷରୁ ହୋଇଥିଲା ଆବେଦନ।

Manipur Horror
ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ତା’ପରେ ଗଣଦୁଷ୍କର୍ମ...

ଭିଡିଓ ଦେଖିଲେ ହୃଦୟ ଥରି ଉଠିବ । ଏ ଲୋକ ଏତେ ଭୟଙ୍କର କିପରି ହୋଇପାରେ.. । ସମ୍ବେଦନଶୀଳ ହୋଇଥିବାରୁ ଭିଡିଓକୁ ଲେଖାରେ ସଂଯୋଗ କରିବା ଠିକ୍ ମନେ କରାଯାଉ ନାହିଁ ।

  • Thursday, 20 July 2023
Deadly shooting
ମହିଳା ଫିଫା ବିଶ୍ୱକପ୍‌ ପୂର୍ବରୁ ଫୁଟିଲା ଗୁଳି : ୨ ମୃତ, ୬ ଆହତ

ଅଭିଯୁକ୍ତକୁ ମଧ୍ୟ ଗୁଳି କରାଯାଇଛି । ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ଘୋଷଣା ।

Excise sleuths seize Ganja-laced cigarettes in Bhubaneswar
କୋଡ୍ ୱାଡ୍‌ରେ ଚାଲୁଥିଲା 'ବାବା ସିଗାରେଟ୍' ବେପାର: ଗ୍ରାହକ ସାଜି ବେପାରୀଙ୍କୁ ଧରିଲା ଅବକାରୀ ଟିମ୍

କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି।

Baba Cigarate
ରାଜଧାନୀରେ ବେଧଡକ୍ ଗଞ୍ଜେଇ ସିଗାରେଟ୍ ବେପାର

ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍।

IIC and ASI caught red handed by vigilance
ମାସିକିଆ ବଟି ନେବାବେଳେ IIC, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି।

 6-month-old among 4 of family killed, set on fire
ଗୋଟିଏ ପରିବାରର ୪ ଜଣଙ୍କୁ ମର୍ଡର୍; କୁନି ଛୁଆକୁ ବି ଛାଡିଲାନି ସୈତାନ !

ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା। 

Shraddhanjali Behera
ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା : ଓକିଲ ଜରିଆରେ ହାଜର ଆବେଦନ ଖାରଜ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା ।

Ganja Seized
‘ବାବା’ କୋଡ୍‌ ୱାର୍ଡରେ ରାଜଧାନୀରେ ଚାଲୁଥିଲା ବେଧଡ଼କ ଗଞ୍ଜେଇ କାରବାର

ଗଦା ଗଦା ଗଞ୍ଜେଇ ସିଗାରେଟକୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ବିଶ୍ୱେଶ୍ୱର ବସ୍ତିରୁ ଜବତ କରିଛି ଅବକାରୀ ବିଭାଗ ।

crime
ବାପା ସହ ଶତ୍ରୁତା : ତିନି ନିରୀହଙ୍କ ଉପରେ ଗାଡ଼ି ଚଢ଼ାଇଦେଲା କାର୍‌ ଚାଳକ

କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..

Gunman kills man in front of fiancee then commits suicide
VIDEO: ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା, ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ...

ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ।

  • Wednesday, 19 July 2023
  • Murder
Son Killed Parents
ନୃଶଂସ ପୁଅ !! ବାପାମାଆଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ଫେରାର ହୋଇଗଲା

ବାପାମାଆଙ୍କୁ ଜୀବନରୁ ଶେଷ କରିଦେଲା ନୃଶଂସ ପୁଅ । ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଗଲା ।

crime
Video : ସବୁବେଳେ ମୋବାଇଲ୍‌ ଦେଖୁଥିଲେ, ବାପାମା’ ଗାଳି କରିବାରୁ ଜଳପ୍ରପାତରୁ ଡେଇଁ ପଡ଼ିଲେ ଯୁବତୀ

ସତରେ ଏ ମୋବାଇଲ କ’ଣ ବା ନକରୁଛି.. ଯୁବପିଢ଼ି ମୋବାଇଲ୍‌ ବାୟାରେ ବାୟା । କିଛି ବି କରିବାକୁ ପଛାଉ ନାହାନ୍ତି । ସତେ ଯେମିତି ପାଗଳ କରିଛି ମୋବାଇଲ ଆଉ ସୋସିଆଲ ମିଡିଆ ।

MEMU train
ଲୁପ୍ ଲାଇନରେ ମେମୁ: ପଏଣ୍ଟମ୍ୟାନ୍ ସସପେଣ୍ଡ

ମେମୁ ଟ୍ରେନ ଲୁପ୍ ଲାଇନକୁ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପଚରାଉଚରା ପରେ ପଏଣ୍ଟମ୍ୟାନଙ୍କୁ ସସପେଣ୍ଡ କଲେ DRM ।

‘Chaddi-Banian gang’
ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ଚୋରି କରୁଥିଲେ, ଧରାପଡ଼ିଲା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ

ପୋଲିସକୁ ଚକମା ଦେଇ ଲୋକଙ୍କ ଘରେ କଳା କନା ବୁଲାଉଥିବା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ ଶେଷରେ ଧରାପଡ଼ିଛନ୍ତି। ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ରାଜଧାନୀରେ ଚୋରି କରୁଥିବା ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ ଗୋଟିଏ ରାତିରେ ୨ରୁ ୩ଟି ସ୍ଥାନରେ ଚୋରୀ କରୁଥିଲେ।