Drunk Driving
ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ । ପୂର୍ବରୁ ମଦ୍ୟପ ଟୁ ହ୍ବିଲର ଚାଳକଙ୍କ ବିରୋଧରେ ପୋଲିସ ଏହି ନୀତି ଲାଗୁ କରିଥିଲା । କିନ୍ତୁ, ମାସେ ହେଲା କାର୍ ଚାଳକଙ୍କ ବିରୋଧରେ ଧରପଗଡ଼କୁ ଜୋରଦାର କରିବା ସହ ଶହେରୁ ଅଧିକ ମଦ୍ୟପ ଡ୍ରାଇଭରଙ୍କୁ ସିଧା ଜେଲ୍ ପଠାଇଛି ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)