Advertisment

ଧରାପଡ଼ିଲା କୁଖ୍ୟାତ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍

୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ। ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍ ପୋଲିସ ଧରିଛି ନଅ ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ।

author-image
Manoranjan Behera

୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ। ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ। ହେଲେ ଆଉ ଚାଲିଲାନି ବେଶୀ ଦିନ। ଶେଷରେ ୫ ମାସର କସରତ କରି କମିଶନରେଟ୍ ପୋଲିସ ଧରିଛି ନଅ ନଅ ଜଣ ଆପାର୍ଟମେଣ୍ଟ ଲୁଟେରାଙ୍କୁ।

Advertisment
Loot Loot In Bhubaneswar
Advertisment
Advertisment