• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Wrong Operation
ଚିକିତ୍ସା ଇତିହାସରେ ବଡ଼ ଭୁଲ୍ ! ପେଟରୁ ଗଲ୍‌ବ୍ଲାଡର ବଦଳରେ କାଢ଼ିଦେଲେ ଗର୍ଭାଶୟ

ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Excise team attacked during liquor raid in Khuntuni
ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ, ଖଣ୍ଡାରେ ହାଣି ପକାଇଲେ ମଦ ମାଫିଆ...

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ।

  • Friday, 28 July 2023
Bomb Attack On Cement Factory In Ganjam
ଖଣ୍ଡା ଦେଖାଇ ଲୁଟିଲେ, ବୋମାମାଡ଼ କଲେ...କଲ୍‌ କରି ଠିକାଦାରଙ୍କୁ ଦାଦାବଟି ମାଗିଲେ

ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ।

Mother Sells Infant For Money In Odisha
ଏ କେମିତିକା ମା’ ! ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଛୁଆକୁ ବିକ୍ରି କରିଦେଲା

ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’।

  • Friday, 28 July 2023
Reels
ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି ଏଭଳି ରିଲସ୍ ନିଶା ଯୋଗୁଁ ।

Crime Against Women
ଟଙ୍କା ଧାର ଆଣି ଶୁଝିପାରିଲେନି ବୋଲି...ସ୍ୱାମୀ ବେକରେ ଭୁଜାଲି ଲଗାଇ ସ୍ତ୍ରୀ ସହ ଦୁଷ୍କର୍ମ

ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଚଳିତ ବର୍ଷ ଫେବ୍ରୁଆରୀ ମାସର ବୋଲି ଜଣାପଡ଼ିଛି । ଆଉ ଅଭିଯୁକ୍ତକୁ ଏବେ ଗିରଫ କରାଯାଇଛି ।

OSSC Question Paper Leak
‘ସରକାରୀ ଅଧିକାରୀ ନୁହେଁ, ପ୍ରିଣ୍ଟିଂ ପ୍ରେସ୍‌ରୁ ହିଁ ପ୍ରଶ୍ନପତ୍ର ଲିକ୍‌ ହୋଇଛି’

ପ୍ରିଣ୍ଟିଂ ପ୍ରେସ୍‌ର ଜଣେ ହେଲ୍‌ପର ପ୍ରଶ୍ନପତ୍ର ଲିକ୍‌ କରିଥିଲେ । ପ୍ରେସ୍‌ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ ।

Mobile Hacking, Cyber Fraud
ସାବଧାନ ! ବାହାରେ ଫୋନ୍‌ ଚାର୍ଜ କରୁଛନ୍ତି କି, ହୋଇପାରନ୍ତି ‘ଜୁସ୍‌ ଜ୍ୟାକିଂ’ର ଶିକାର

ଭିନ୍ନ ଭିନ୍ନ ଉପାୟରେ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଲୋକେ ଯେତେ ସତର୍କ ହେଲେ ବି ସାଇବର ଠକ ନୂଆ ନୂଆ ଫଣ୍ଡା ଆପଣାଇ ଚୋରି କରୁଛନ୍ତି ।

OSSC question paper leak: Mastermind among 7 arrested from Bihar
OSSC ଜେଇ ସିଭିଲ୍ ମେନ୍‌ ପ୍ରଶ୍ନପତ୍ର ଲିକ୍ ମାମଲା; ଗିରଫ ହେଲା ମାଷ୍ଟରମାଇଣ୍ଡ

ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା, ତାର ଉତ୍ତର ବି ପୋଲିସ ପାଖରେ ନାହିଁ ।

online game
ଲକ୍ଷାଧିକ ଟଙ୍କା ହରାଇ ଛାତ୍ରଙ୍କ ଆତ୍ମହତ୍ୟା, ମୃତ୍ୟୁ ପଛରେ ଅନଲାଇନ୍ ଗେମ୍

ବାଲେଶ୍ୱର ସୋର ଥାନା ଗୁଡ଼ ଅଞ୍ଚଳର ଘଟଣା । ମୃତକ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।

Question paper leak
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ ମାମଲାରେ OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ ?

ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।

Police inspector attempted to end life by shooting self
ପୋଲିସ୍‌ ବାବୁଙ୍କ ଆତ୍ମହତ୍ୟା ଉଦ୍ୟମ ! ନିଜ ଉପରକୁ ନିଜେ ଗୁଳି ଚଳାଇଲେ...

ନିଜ ଉପରକୁ ନିଜେ ଗୁଳି ଚଳାଇଲେ ଇନ୍ସପେକ୍ଟର ! କୋରାପୁଟ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ନକ୍ସଲ ସେଲ୍‌ ଭିତରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।

  • Wednesday, 26 July 2023
Naba Das murder case
ନବ ଦାସ ହତ୍ୟା ମାମଲା: ଗୋପାଳ କହିଲା- ‘ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡି’

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି।

BJP MP gets obscene WhatsApp calls
ପ୍ରଥମେ WhatsAppରେ ସାଂସଦଙ୍କ ପାଖକୁ ମେସେଜ୍‌ ଆସିଲା- ‘କେମିତି ଅଛ ?’... ୬ ମିନିଟ୍‌ ପରେ ନ୍ୟୁଡ୍‌ ଭିଡିଓ କଲ୍‌

ମହିଳା ଜଣକ ନ୍ୟୁଡ୍‌ ଭିଡିଓ କଲ୍‌ରେ କରି ଅଶ୍ଲୀଳ ବ୍ୟବହାର କରିଥିଲେ। ମହିଳାଙ୍କ ଉଦ୍ଦେଶ୍ୟ ଥିଲା ସାଂସଦଙ୍କୁ ଫସାଇ ତାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କରିବା।

Odisha Job Scam
ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।

Nadeem Quresi
ଏମିତି ଚୋର କେବେ ଦେଖିନଥିବେ ! ୧୪ ରାଜ୍ୟରେ ଚୋରି ନେଟ୍‌ୱାର୍କ, ପୋଲିସ ବି ପାଉନଥିଲା ଟେର୍

ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି । 

  • Tuesday, 25 July 2023
Crime
ଏତେ କ୍ରୋଧ କାହିଁକି ! ଛୋଟିଆ ଘର କଳିରୁ, ପତ୍ନୀ-ଶାଶୂ-ଶ୍ୱଶୁରଙ୍କ ଜୀବନ ନେଇଗଲା

ବେଳେବେଳେ ଘରର ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

murder
ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ୫୫ ବର୍ଷୀୟ ବୃଦ୍ଧଙ୍କୁ ଶାବଳରେ ଆକ୍ରମଣ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା, ପୋଲିସ ତଦନ୍ତ ଆରମ୍ଭ କରିଛି ।

  • Tuesday, 25 July 2023
murder
ପିଶାଚ ବାପାର ନାରକୀୟ କାଣ୍ଡ, ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା..

ବାପାମା’ର ଝଗଡ଼ା ତୁଟାଇବାକୁ ଯାଇ ଝିଅର ଜୀବନ ଗଲା । ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚରାଉଚରା ।

 Madhya Pradesh Official Swallows rs 5000 bribe money
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ, ଧରାପଡ଼ିବା ପରେ ବାନ୍ତି କରି ବାହାର କଲେ...

ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।

  • Tuesday, 25 July 2023
  • Bribe
Police foil major kidnapping bid rescue girl in Cuttack
କାର୍‌ରେ ଯୁବତୀଙ୍କୁ ଅପହରଣ କରି ନେଉଥିଲେ, ରାସ୍ତା ବ୍ଲକିଂ କରି ଅଭିଯୁକ୍ତକୁ ଧରିଲା ପୋଲିସ୍‌...

ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍‌ରେ ଧରାପଡ଼ିଲା ଅପହରଣକାରୀ। ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍‌ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଧରିଲା ପୋଲିସ୍‌।

Crime
ପୁଅର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଆଖିବୁଜା ଗୁଳି ଚଳାଇଲେ ଯବାନ !

ସେହି ଯବାନ ହିଁ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାରଣ ତାଙ୍କର କୁନି ପୁଅର ମୃତ୍ୟୁ ହୋଇଥିଲା । ଏହି ଯବାନ ନୌସେନାରେ କାର୍ଯ୍ୟରତ ।

  • Monday, 24 July 2023
GAIL employee brutally stabbed
ବଟି ନଦେବାରୁ ମରଣାନ୍ତକ ଆକ୍ରମଣ : ଛୁରା ମାଡ଼ ସହ ବିଅର ବୋତଲ ଭୁଶିଦେଲେ

ଗେଲ୍ ଇଣ୍ଡିଆ କମ୍ପାନୀର ସାଇଟ୍ ସୁପରଭାଇଜରଙ୍କୁ ଆକ୍ରମଣ।

Crime
ରାତି ପ୍ରାୟ ୩.୩୦ରେ ସ୍ତ୍ରୀ-ପୁତୁରାକୁ ହତ୍ୟା କରି ନିଜକୁ ଗୁଳିକଲେ ACP

ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।

crime
ନିଜ ହାତରେ ଘର ଉଜାଡ଼ିଦେଲା : ପୁଅ ଓ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭଦ୍ରକ ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆରେ ମାଆ ପୁଅଙ୍କୁ ହତ୍ୟା ଅଭିଯୋଗ । ଭଡ଼ା ଘରୁ ମାଆ ଓ ୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି।