• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Bahanaga Train Mishap
ବାହାନଗା ଦୁର୍ଘଟଣା; ମୃତକଙ୍କୁ ଚିହ୍ନଟ ପାଇଁ ବିଜ୍ଞାପନ ଦେଲା ରେଳ ମନ୍ତ୍ରାଳୟ

ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।

  • Saturday, 17 June 2023
Balasore Train Mishap
ବାହାନଗା ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି

ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍‌ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା

Ambulance
ଜୀବନ ଦେବା ବଦଳରେ ଜୀବନ ନେଇଗଲା ଆମ୍ବୁଲାନ୍ସ

ରାସ୍ତାରେ ଛକିଥିଲା ଯମ । ପରିବାର ସହ କାର୍‌ରେ ଯାଉଥିବା ବେଳେ ସରିଗଲା ତେଲ । ରାସ୍ତା କଡ଼ରେ ଛିଡା ହୋଇ ଫୋନ୍‌ରେ କଥା ହେଉଥିବା ବେଳେ ଚଢିଗଲା ଆମ୍ବୁଲାନ୍ସ...ଚାହୁଁଚାହୁଁ ଚାଲିଗଲା ଜୀବନ

Parents asleep 5-yr-old falls from 8 floors to death in Noida
ନିଦରେ ଶୋଇଥିଲେ ବାପାମା’, ସେପଟେ ୮ ମହଲାରୁ ଖସିପଡ଼ି ଛୁଆର ଚାଲିଗଲା ଜୀବନ...

୮ ମହଲାର ବାଲ୍‌କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି।

  • Saturday, 17 June 2023
Train Tragedy
ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

15 killed after truck hits bus in in Canada
ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୫ ମୃତ

ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

NH Accident
NHରେ ମୃତ୍ୟୁଦୂତ ସାଜିଛି ଅଘୋଷିତ ଟ୍ରକ୍ ଟର୍ମିନାଲ; କାହିଁକି ଚୁପ୍ ବସିଛି ପ୍ରଶାସନ ?

ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ ।

Bike Accident
ଦୁଇ ବାଇକ୍‌ ମଧ୍ୟରେ ଧକ୍କା; ୩ ମୃତ, ୨ ଗୁରୁତର

ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Accident
ବେଆଇନ ପାର୍କିଂ ପାଇଁ ବଢୁଛି କି ଦୁର୍ଘଟଣା?

ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ ପ୍ରଶ୍ନ ଉଠିଲାଣି।

  • Thursday, 15 June 2023
  • NH
5 children killed
ଏମିତି ବି ଆସେ ମୃତ୍ୟୁ ! ଶୋଇଥିଲା ପରିବାର, ଘରେ ନିଆଁ ଲାଗି ଚାଲିଗଲା ୬ ଜୀବନ

ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।

  • Thursday, 15 June 2023
  • Woman
5 children killed
ଏମିତି ବି ଆସେ ମୃତ୍ୟୁ ! ଶୋଇଥିଲେ ସମସ୍ତେ, ଘରେ ନିଆଁ ଲାଗି ଚାଲିଗଲା ୬ ଜୀବନ

ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Fire breaks out coaching centre
କୋଚିଂ ସେଣ୍ଟରରେ ଭୟଙ୍କର ନିଆଁ, ଭୟରେ କୋଠାରୁ ଡେଇଁ ପଡ଼ିଲେ ଛାତ୍ରଛାତ୍ରୀ

ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ

Train Accident
ଟ୍ରେନ୍‌ ଦୁର୍ଘଟଣାରେ ବାପା ଚାଲିଗଲେଣି...ଝିଅ କହୁଛି ସେ ଚେନ୍ନାଇରେ ଥିବା ପରି ଲାଗୁଛି

କରମଣ୍ଡଳ ନେଇଗଲା ବାପାଙ୍କ ଜୀବନ । ବାହାଘରର ୧୦ ଦିନ ପରେ ବାପା ଚାଲିଗଲେ...ହେଲେ ଏବେ ବି ଝିଅ ଭାବୁଛି ବାପା ଚେନ୍ନାଇରେ ଥିବା ପରି ମନେ ହେଉଛି...ଭଉଣୀ କହୁଛି ଭାଇ ଆସିବ ରାକ୍ଷୀ ପୁନେଇକୁ

boat disaster leaves at least 79 dead in unan
ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା: ଅକାଳରେ ଚାଲିଗଲା ୭୯ ଜୀବନ, ୫୦୦ ଲୋକଙ୍କୁ ନେଇ ଯାଉଥିଲା !

ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ।

Mother And Daughter Die After Being Hit By Train
ଟ୍ରେନ୍‌ରେ କଟିଗଲେ ମା’,ଝିଅ...ହସ୍ପିଟାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ

ଟ୍ରେନ୍‌ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍‌ପି ଥାନା ଅଞ୍ଚଳରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।

Fire breaks out inside Kolkata's International Airport
କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ, ଚେକ୍ ଇନ୍ କାଉଣ୍ଟରରେ ନିଆଁ

ରାତି ପ୍ରାୟ ୯ଟା ୧୦ ମିନିଟ ସମୟରେ ହଠାତ୍ ଚେକ୍ ଇନ୍ କାଉଣ୍ଟର ପାଖ ଅଂଚଳରେ ନିଆଁ ଲାଗିଯାଇଥିଲା।

Crocodile Attack
ପହିଲି ରଜରେ ବଡ଼ ଅଘଟଣ : ଗାଧୁଆ ତୁଠରୁ ନାବାଳକକୁ ଟାଣିନେଇ ଖାଇଦେଲା କୁମ୍ଭୀର

ମା' ପାଖରୁ ପୁଅକୁ ଝାଂପି ନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା କ୍ଷତାକ୍ତ ମୃତଦେହ । ଅତି ପାଖରୁ ୧୦ ବର୍ଷର ପୁଅକୁ ଝାଂପି ନେଇଗଲା କୁମ୍ଭୀର । ଖିନଭିନ କରି ଜୀବନ ନେବା ପରେ ଛାଡିଚାଲିଗଲା ମଝି ଦରିଆରେ ।

Crocodile
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପହିଲି ରଜରେ ଗାଁରୁ ସହର ଚାରିଆଡ଼େ ହସଖୁସିର ଆସର ଜମିଥିବା ବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ମା’ର କୋଳଶୂନ୍ୟ କରିଦେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ । ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ନିମପୁର ଗାଁ ନିକଟରେ ।

Boat Capsize In Nigeria
ବାହାଘରରୁ ଫେରୁଥିଲେ ବରଯାତ୍ରୀ, ବୁଡ଼ିଗଲା ଡଙ୍ଗା ! ଚାଲିଗଲା ଶତାଧିକ ଜୀବନ

ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍‌ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Minor Boy Death In Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

goods train
ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌

ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଲା ଅଘଟଣ

Car Accident
ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା କାର ! ଚାଲିଗଲା ୫ ଜୀବନ

ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Big fire on Pune-Mumbai Expressway
ତେଲ ଟ୍ୟାଙ୍କର୍ ବିସ୍ଫୋରଣରେ ଥରିଲା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ୪ ଜଣ ଜୀବନ୍ତ ଦଗ୍ଧ

ଭୟଙ୍କର ଦୁର୍ଘଟଣା... ତେଲ ନେଉ ଯାଉଥିବା ବେଳେ ଓଲଟିପଡ଼ିଲା ଟ୍ୟାଙ୍କର୍‌, ଏଥିରେ ଚାରି ଜଣଙ୍କର ଜୀବନ ଚାଲିଯାଇଛି ।

  • Tuesday, 13 June 2023
Gas leak
ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଅଘଟଣ : ଗ୍ୟାସ୍ ଲିକ୍ ହୋଇ ୧୯ ଗୁରୁତର

ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର

Odisha Train Tragedy
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆହତ ଯାତ୍ରୀ

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜଣେ ଆହତଙ୍କ କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

  • Tuesday, 13 June 2023