/odishatv-khabar/media/post_attachments/uploadimage/library/16_9/16_9_0/Firemishap_1695957757.jpg)
Firemishap
ଚାହୁଁ ଚାହୁଁ ଜଳିଗଲା ଲୁଗା ଦୋକାନ। କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ନିଆଁ ଲାଗି ଯାଇଛି । ଆଜି ସକାଳୁ ଚୌଧୁରୀବଜାରର ଲୁଗା ଦୋକାନର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଥିଲା । ପରେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ, ସେ ଅଂଚଳ ପୂରା ଧୂଆଁମୟ ହୋଇଯାଇଛି । ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇପାରୁ ନାହାନ୍ତି ଅଗ୍ନିଶମ ଟିମ୍ । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହଁ। ଲୁଗା ଦୋକାନରେ କପଡା ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଅଧିକ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)