ଘାଟିରେ ଓଲଟିଲା ସ୍କୁଲ୍ ବସ୍। ଦୁର୍ଘଟଣାରେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।
ସ୍ପିଡ୍ରେ ଆସି ହଠାତ୍ ପ୍ଲାଟ୍ଫର୍ମରେ ଚଢ଼ିଗଲା ଟ୍ରେନ୍। ଏହାଦେଖି ଉପସ୍ଥିତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଇବା ସହ ଭୟରେ ଚିତ୍କାର କରିଥିଲେ।
ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍ରେ ନିଆଁ ଲାଗି ଯିବା ଯୋଗୁ ବଡ଼ ଅଘଟଣ ଘଟିଛି। ଜୀଅନ୍ତା ଜଳିଗଲେ ୧୦୦ ଜଣ।
ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମୟରେ ପୋଲ ଉପରେ ଗୋଟିଏ ଡମ୍ପର ଓ ଦୁଇଟି ବାଇକ୍ ଯାଉଥିଲା । ସେହି ସମୟରେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିଥିଲା ।
ଟ୍ରକ୍ଟି ପ୍ରଥମେ ଏକ ବାଇକକୁ ଓ ପରେ ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହା ପରେ ଘାଟିରୁ ଓଲଟି ପଡ଼ିଥିଲା ଟ୍ରକ୍ ।
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।
ଭୁବନେଶ୍ୱରରେ ବିଶ୍ୱକର୍ମା ଭସାଣ ବେଳେ କୁଆଖାଇ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ସହଦନଗର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକ ।
ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ ।
ଗୋଟିଏ ଟ୍ରାକ୍ଟରରେ କିଛି ଛାତ୍ରଛାତ୍ରୀ ଗଣେଶଙ୍କ ଏକ ବଡ଼ ମୂର୍ତ୍ତି ନେଇ ଆସୁଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ୧୧ କେଭି ତାର ଲାଗିବାରୁ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।
ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କାର୍ରେ ମୋଟ୍ ୫ଜଣ ଯାତ୍ରା କରୁଥିବାବେଳେ ସେମାନେ କେଉଁଠାରୁ କେଉଁଠାକୁ ଯାଇଥିଲେ ତାହା ଜଣାପଡ଼ିନାହିଁ ।
କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି ।
ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ । ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ମୃତ, ଜଣଙ୍କୁ ଜୀବିତ ଉଦ୍ଧାର ।
ମୁଜାଫରପୁର ଜିଲ୍ଲା ମଧୁପୁର ଘାଟରେ ଦୁର୍ଘଟଣା..୩୪ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ଡଙ୍ଗା ଓଲଟିଲା
ଭିଏତନାମର ରାଜଧାନୀ ହାନୋଇର ଏକ ୯ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।
ହଠାତ୍ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ଦ୍ରୁତ ଗତି ମହାବିପତି... ମୃତ୍ୟୁର ସେହି ଭୟଙ୍କର ମୁହୂର୍ତ୍ତ ସିସିଟିଭିରେ କଏଦ୍ ହୋଇଛି ।
ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।
ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି ।
ପୂର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡଓୟାର ଦୋକାନକୁ ଲାଗି ଚିନାରାମଙ୍କ ପରିବାର ଲୋକେ ରହୁଥିଲେ ।
ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।
ଟ୍ରେନ୍ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।
ଭୁଶୁଡ଼ିଲା ନିର୍ମାଣାଧୀନ ରେଲ୍ୱେ ଓଭର ବ୍ରିଜ୍। ମିଜୋରାମର ରାଜଧାନୀ ଆଇଜଲ ନିକଟ ସାଇରଙ୍ଗରେ ଆଜି ନିର୍ମାଣାଧୀନ ରେଲ୍ୱେ ଓଭର ବ୍ରିଜ୍ ଭୁଶୁଡ଼ିବା ଯୋଗୁ ୧୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।