• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Falaknuma Express Fire Mishap
ପୁଣି ଟ୍ରେନ୍‌ ଦୁର୍ଘଟଣା ! ହୁତୁ ହୁତୁ ହୋଇ ଜଳିଗଲା ଫଲକନୁମା ଏକ୍ସପ୍ରେସ୍

ତୁରନ୍ତ ଟ୍ରେନକୁ ରୋକାଯିବାରୁ ବର୍ତ୍ତିଗଲେ ସବୁ ଯାତ୍ରୀ । କେମିତି ଲାଗିଲା ନିଆଁ, ଚାଲିଛି ତଦନ୍ତ ।

Falaknuma Express
ଫଲକନୁମା ଏକ୍ସପ୍ରେସ୍‌ରେ ନିଆଁ, ହୁତୁହୁତୁ ହୋଇ ଜଳିଲା ଟ୍ରେନ୍‌

ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।

gas leak
ଗ୍ୟାସ୍‌ ଲିକ୍‌ ଯୋଗୁଁ ବଡ଼ ଦୁର୍ଘଟଣା : ଛଟପଟ୍‌ ହୋଇ ଚାଲିଗଲା ୧୬ ଜୀବନ

ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

bus accident
ଭୟଙ୍କର ସଡ଼କ ଦୁର୍ଘଟଣା : ଘାଟିରୁ ୪୦ ଫୁଟ ତଳକୁ ଖସିଲା ବସ୍‌, ୨୭ ମୃତ

ମେକ୍ସିକୋରେ ଘାଟିରୁ ବସ୍‌ ଓଲଟି ୨୭ ମୃତ, ୧୭ ଗୁରୁତର

MLA Lalitendu Bidyadhar Mohapatra helps accident hit couple
ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଦମ୍ପତି, ଉଦ୍ଧାର କରି ହସ୍ପିଟାଲ୍‌ ନେଲେ ବିଧାୟକ...

ମାନବିକତା ଦେଖାଇଲେ ବ୍ରହ୍ମଗିରି ବିଧାୟକ। ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ ବିଧାୟକ।

2 Killed in massive rockslide in Nagaland
୧ ସେକେଣ୍ଡରେ ସବୁକିଛି ଚୁର୍‌ମାର୍‌ ! ହଠାତ୍‌ ପାହାଡ଼ ଉପରୁ ପଥର ଖଣ୍ଡ ଖସି କାର୍‌ରେ ପିଟି ହେଲା,ତା’ପରେ...

ପାହାଡ଼ ଉପରୁ ପଥର ଖଣ୍ଡଟି ଏତେ ଜୋରରେ ତଳକୁ ଖସିଥିଲା ଯେ, ଗୋଟିଏ ସେକେଣ୍ଡରୁ ବି କମ୍ ସମୟ ଭିତରେ ପ୍ରଥମ ଗାଡ଼ିକୁ ଚୁର୍‌ମାର୍‌ ପରେ ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଓଲଟାଇ ଦେଇଥିଲା।

  • Wednesday, 05 July 2023
Train Accident
ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ଭୟଙ୍କର ବାହାନଗା ଟ୍ରେନ୍ ଟ୍ରାଜେଡି

ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ଭୟଙ୍କର ବାହାନଗା ଟ୍ରେନ୍ ଟ୍ରାଜେଡି । ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟିକୁ ଦର୍ଶାଯାଇଛି କାରଣ । ସିଗନାଲିଂ ସହ ଟେଲି କମ୍ୟୁନିକେସନ୍ ବିଭାଗର ତ୍ରୁଟିକୁ ବି ଉଜାଗର କଲା ଇନକ୍ୱାରୀ ତଥ୍ୟ

  • Tuesday, 04 July 2023
  • CRS
Bahanaga Train Tragedy
ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ବାହାନଗା ଟ୍ରେନ୍ ଟ୍ରାଜେଡି, ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟି

ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ

Truck Accident
ଟ୍ରକ୍‌ ନା ଯମ ! ଏକାଧିକ ଗାଡ଼ିକୁ ଚାପିଦେଲା, ୧୫ ଜଣଙ୍କ ଜୀବନ ନେଲା...

ପାଲସନର ଗାଁରୁ ଏହି ଟ୍ରକ୍‌ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା ।

Accident
ଭୟଙ୍କର ଦୁର୍ଘଟଣା ! ଚାଲିଗଲା ୬ ଜଣଙ୍କ ଜୀବନ

ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • Tuesday, 04 July 2023
Odisha Train Tragedy
ବାହାନଗା ଦୁର୍ଘଟଣାର ସାଂଘାତିକ ସତ:ଷ୍ଟେସନ ମାଷ୍ଟର ଦାୟୀ !!

ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ସିଗ୍‌ନାଲ୍ ତ୍ରୁଟିକୁ ଦାୟୀ କରାଗଲା । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ।

Jhansi Fire
ଇଲେକ୍ଟ୍ରୋନିକ ସୋ' ରୁମ୍‌ରେ ‍ଭୀଷଣ ଅଗ୍ନିକାଣ୍ଡ, ୪ ମୃତ

ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ । ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ଦ୍ୱାରା ନିଆଁ ଆୟତ୍ତ ।

Actor Sidhant Mohapatra Set An Example For Rescuing Accident Victim
ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଯୁବକ, ସହାୟତା ପାଇଁ ଧାଇଁ ଆସିଲେ ଅଭିନେତା ସିଦ୍ଧାନ୍ତ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

accident
ଶୋଇଥିଲେ ଶାଶୁବୋହୂ, ଘର ଉପରକୁ ମାଡ଼ିଗଲା ହାଇଓ୍ୱା

ଘର ଉପରକୁ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା,ଦୁଇ ଜଣ ଗୁରୁତର ଆହତ

anugul road accident
ବାଇକ୍‌ରେ ଆସୁଥିଲେ ଦମ୍ପତି, ପଛରୁ ଅସି ଧକ୍କା ଦେଇ ଚାପିଦେଲା ଟ୍ରକ୍‌

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା ଫଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Train Tragedy
ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

Train Mishap
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ସାଂଘାତିକ ତଥ୍ୟ : ଦୁର୍ଘଟଣା ପାଇଁ ରିଲେ ରୁମ୍‌ ଷ୍ଟାଫ୍ ଦାୟୀ ?

ସିଗନାଲିଂ, ଟେଲି କମ୍ୟୁନିକେସନ ଓ ରିଲେରୁମରେ ତ୍ରୁଟି ଯୋଗୁ ହୋଇଛି ବାହାନଗା ଟ୍ରେନ ଦୁର୍ଘଟଣା । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରେ ତଥ୍ୟ ଥିବା ସୂଚନା ।

Maharashtra Bus Accident
‘ଲୋକମାନେ ଜଳି ଯାଉଥିଲେ...ସାହାଯ୍ୟ ମାଗିଲୁ, ହେଲେ କେହିବି ଗାଡ଼ି ଅଟକାଇଲେ ନାହିଁ’

ହୁତୁହୁତୁ ହୋଇ ଜଳୁଥିଲା ବସ୍‌...ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲେ ଲୋକେ। ଅଥଚ ସେଇ ବାଟ ଦେଇ ଲୋକେ ଯାଉଥିଲେ, ହେଲେ କେହିବି ଗାଡ଼ି ଅଟକାଇ ସାହାଯ୍ୟ ପାଇଁ ଆଗକୁ ଆସୁ ନଥିଲେ।

Indian Railways
ବାହାନଗା ଟ୍ରେନ ଦୁର୍ଘଟଣା : ସାର୍ବଜନୀନ ହେବନି ସିଆରଏସ ରିପୋର୍ଟ

ସିବିଆଇ ତଦନ୍ତକୁ ପ୍ରଭାବିତ ନ କରିବା ପାଇଁ ନିଷ୍ପତ୍ତି, ଏକ ଖବର ସରବରାହ ସଂସ୍ଥାକୁ ବରିଷ୍ଠ ଅଧିକାରୀଙ୍କ ସୂଚନା।

accident
ଜମନକିରାରେ ଟ୍ରକକୁ ପିଟିଲା ବସ୍, ୮ ଆହତ

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବସ୍

Odisha Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡି : ପଦରୁ ହଟିଲେ ଜେନେରାଲ ମ୍ୟାନେଜର

ପଦରୁ ହଟିଲେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ।

48 Killed In Road Accident In Kenya
ସିଧା ଯାଇ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ୪୦ରୁ ଅଧିକ ମୃତ...

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିବା ପରେ ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଏଥିରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

Bus Catches Fire
‘ସମସ୍ତେ ଶୋଇ ପଡ଼ିଥିଲେ’...ଅଚାନକ୍‌ ବସ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୨୫ ଜଣ

ହଠାତ୍‌ ବସ୍‌ରେ ନିଆଁ ଲାଗିଯିବା ଯୋଗୁ ୨୫ ଜଣ ଜୀଅନ୍ତା ଜଳି ଯାଇଛନ୍ତି। ଦୁର୍ଘଟଣା ସମୟରେ ଯାତ୍ରୀମାନେ ଶୋଇଥିଲେ। 

7 dead after SUV rams into truck in uttarpradesh
୧୩୦ କି.ମି. ସ୍ପିଡ୍‌ରେ ଆସି ଟ୍ରକ୍‌ରେ ପିଟି ହେଲା କାର୍‌, ଚାଲିଗଲା ୭ ଜୀବନ...

ଫୁଲ୍‌ ସ୍ପିଡ୍‌ରେ ଆସି ଟ୍ରକ୍‌ରେ ପିଟି ହେଲା କାର୍‌। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

crocodile attack
୧୫ ଦିନରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର, ସତର୍କ କରାଇଲେ ଡିଏଫଓ

ବଉଳା କୁମ୍ଭୀରଠାରୁ ସାବଧାନ ରହିବାକୁ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତାସହ ଜୁନ୍, ଜୁଲାଇ ଓ ଅଗଷ୍ଟ ଏହି ତିନି ମାସ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି।