• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jalandhar

Jalandhar
ଉଇଁଲାନି ନୂଆବର୍ଷର ସୂର୍ଯ୍ୟ; ସକାଳ ହେବା ଆଗରୁ ଝୁଲିପଡ଼ିଲେ ପରିବାରର ୫ ସଦସ୍ୟ

ମୃତ ମନମୋହନ ସିଂଙ୍କ ପୁତୁରା କହିଛନ୍ତି ଯେ, କିଛି ସମୟ ଧରି ପରିବାରକୁ ବାରମ୍ବାର ଫୋନ୍‌ ଲଗାଇଥିଲେ । ହେଲେ ବହୁ ରିଂଗ ହେବାପରେ ମଧ୍ୟ କେହି ଫୋନ୍‌ ଉଠାଇନଥିଲେ ।

Fridge compressor explod
ଘର ଭିତରେ ଫାଟିଲା ଫ୍ରିଜ୍‌; ଚାଲିଗଲା ଗୋଟିଏ ପରିବାରର ୩ ପିଲାଙ୍କ ସମେତ ୫ ଜୀବନ

ରବିବାର ରାତିରେ ଏହି ଘଟଣା ଘଟିଛି । ହଠାତ୍‌ କୌଣସି କାରଣରୁ ଫ୍ରିଜ୍‌ର କମ୍ପ୍ରେସର ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି ।

medhansh
ମେଧାବୀ ମେଧାଂଶ,୧୧ ବର୍ଷ ବୟସରେ ସପ୍ଟୱେର କମ୍ପାନୀର ସିଇଓ

ତୁଳସୀ ଦୁଇ ପତ୍ରରୁ ବାସେ । କଅଁଳ ବୟସରେ ବଡ଼ କାରନାମା । ପଞ୍ଜାବ ଜଲନ୍ଧରର ବିସ୍ମୟ ବାଳକ ମେଧାଂଶ । ମାତ୍ର ୧୧ ବର୍ଷ ବୟସରେ ତାଙ୍କର ଚମତ୍କାର ପ୍ରତିଭା ପାଇଁ ସେ ଏବେ ସାରା ଦେଶରେ ପରିଚିତ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମେଧାଂଶଙ୍କ ଖ୍ୟାତି ପହଞ୍ଚି ଗଲାଣି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ରୁ ଅଧିକ ସଫ୍ଟୱେର୍ ବିକଶିତ କରିଛନ୍ତି । ତାଙ୍କର ନିଜସ୍ୱ ଏକ କମ୍ପାନୀ ରହିଛି ଏବଂ ସେ ତାହାର ସିଇଓ ଅଟନ୍ତି ।