• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Lightening, Kendrapada
ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ସ୍କୁଲରେ ବଜ୍ରପାତ ଘଟି ୧୬ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଛି। ସମସ୍ତେ ପାଟକୁରା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହାଇସ୍କୁଲ୍ରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ।

lightning strike at Kudanagari High School
ସ୍କୁଲରେ ବଜ୍ରପାତ; ୧୬ ପିଲା ଆହତ

ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ। 

mumbai accident
ଦ୍ରୁତଗତିରେ ଆସି ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଲା କାର୍‌; ହୋଇଗଲା ଦୁଇଖଣ୍ଡ

ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।

  • Saturday, 12 August 2023
  • Mumbai
Leopard dies after reportedly being hit by unknown vehicle in ganjams
କଲରାପତରିଆ ବାଘକୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି

ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।

Fire breaks out at AIIMS
BREAKING : ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।

 2 kanwariyas missing
ବୁଡ଼ ପକାଇବାବେଳେ ଅଘଟଣ; ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

୨ ଜଣ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସେମାନେ ଏବେ ବି ନିଖୋଜ ରହିଛନ୍ତି । ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।

  • Monday, 07 August 2023
Driver arrested
ବ୍ରିଜ ତଳକୁ ଖସିଲା ମଦ ବୋଝେଇ ଗାଡ଼ି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ନିକଟରେ ବ୍ରିଜ ତଳକୁ ଖସିଲା ମଦ ବୋଝେଇ ସ୍କର୍ପିଓ । ୬ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ଡ୍ରାଇଭର ଗିରଫ ।

  • Sunday, 06 August 2023
Accident
ହାଇ-ୱେରୁ ଖସିଗଲା ବସ୍‌, ୧୩୧ ଫୁଟ୍‌ ତଳେ ପଡ଼ିଲା !

ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Driver burnt alive after truck catches fire in major accident in Keonjhar
ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ରକ୍‌; ଡ୍ରାଇଭର ମୃତ

ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ଆଜି ଭୋର ୪ଟା ସମୟରେ ଦୁଇଟି ଯାକ ଟ୍ରକ କୋଲକାତା ଅଭିମୁଖେ ଯାଉଥିବା ବେଳେ ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକଟି ଜଳିଯାଇଛି ।

Car In Canal
ବର୍ଷା ବିତ୍ପାତ ! ଚଳନ୍ତା କାର ଯାଇ ସିଧା କେନାଲରେ ପଡ଼ିଲା

ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ଜୁଡ଼ିଆ ଘାଟିରେ ଧସିଲା ପାହାଡ
କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । କେନ୍ଦୁଝରରେ ବି ସ୍ଥିତି ସଙ୍ଗୀନ ହେଲାଣି...ଜୁଡିଆ ଘାଟିରେ ପାହାଡ଼ ଧସି ପଥର ରାସ୍ତା ଉପରେ ପଡିଛି...ରାସ୍ତାରେ ଯାଉଯାଉ ଟ୍ରକ୍‌ ଉପରେ ପଡିଲା ବିରାଟ ପଥର ଖଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର।

Train Accident
ଭୟଙ୍କର ଦୃଶ୍ୟ : ପାହାଡ଼ରୁ ଖସିଲା ବଡ଼ ପଥର, ଟ୍ରେନ୍ ଇଞ୍ଜିନ ଲାଇନ୍‌ଚ୍ୟୁତ

ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଏକ ବିରାଟକାୟ ପଥର ଖସିପଡ଼ିଛି । ଫଳରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରେଲୱେ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି । ଏବେ ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ପୋଖରୀରେ ପଶିଗଲା କାର୍
ପୋଖରୀରେ ପଶିଗଲା କାର୍

ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍ । ବାଲେଶ୍ଵର ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି ।

Goods train engine derails
ଭୟଙ୍କର ଦୃଶ୍ୟ : ପାହାଡ଼ରୁ ଖସିଲା ବଡ଼ ପଥର, ଟ୍ରେନ୍ ଇଞ୍ଜିନ ଲାଇନ୍‌ଚ୍ୟୁତ

ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର..ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର

Odisha Train Tragedy,
ବାହାନଗା ଟ୍ରାଜେଡିକୁ କାଲି ପୂରିବ ୨ ମାସ,ଏବେ ବି AIIMSରେ ପଡ଼ିଛି ୨୯ ମୃତଦେହ

ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ DNA ରିପୋର୍ଟ । ବଳକା ମୃତ ଶରୀର ନେଇ ସରକାର ନେବେ ନିଷ୍ପତ୍ତି ।

16 Killed In Crane Accident At Expressway Site,
ବଡ଼ ଅଘଟଣ: ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୭ ମୃତ

ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।

  • Tuesday, 01 August 2023
5 killed in lighting strikes in several parts of Odisha
ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ, ମାଛ ଧରୁଥିବା ବେଳେ ଚାଲିଗଲା ବାପ, ପୁଅଙ୍କ ଜୀବନ

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

tragic incident
ପାହାଡ଼ ଉପରୁ ପଡ଼ି ନବଦମ୍ପତି ମୃତ, ବଞ୍ଚାଇବାକୁ ଯାଇ ଭାସିଗଲେ ସମ୍ପର୍କୀୟ

କି ଦୁଃଖ ଦେଲା ଦଇବ ! ବିବାହର ୧୦ ଦିନ ପୂରୁଣୁ ନବଦମ୍ପତିଙ୍କ ଜୀବନ ଚାଲିଗଲା ।

culvert collapses
ରାୟଗଡ଼ାରେ ବଡ଼ ଅଘଟଣ; ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ

ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ।

  • Monday, 31 July 2023
 Fire breaks out at a hospital
ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ବେସମେଣ୍ଟରୁ ବାହାରୁଛି ପ୍ରବଳ ଧୂଆଁ

୧୨୫ ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର,ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ।

12 Kanwarias injuries
ଓଲଟିଲା ଭ୍ୟାନ୍‌; ୧୨ କାଉଡ଼ିଆ ଆହତ, ଜଣେ ଗୁରୁତର

ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ସେହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ NH ୨୦ ହୋହିରା ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା ।

Jharkhand
ମହରମରେ ‍ବଡ଼ ଅଘଟଣ: ବିଦ୍ୟୁତ ଆଘାତରେ ୪ ମୃତ,୧୩ ଆହତ

ମହରମ୍‌ ଶୋଭାଯାତ୍ରା ସମୟରେ ମାଡ଼ି ଆସିଲା ମୃତ୍ୟୁ । ଚାଲିଗଲା ୪ ଜୀବନ..

Tamil Nadu cracker factory
ଭୟଙ୍କର ବିସ୍ଫୋରଣ; ୮ ମୃତ, ଚୁର୍‌ମାର୍‌ ହୋଇଗଲା କୋଠା

ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆହତଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ରହିଛନ୍ତି ।

Maharashtra Accident
ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୨୦ ଗୁରୁତର, ଚାଲିଗଲା ୬ ଜୀବନ

ଘଟଣାସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିପରି ଘଟିଲା ତାକୁ ନେଇ ଜାରି ରହିଛି ତଦନ୍ତ ।

BSF jawan
ଅନ୍ଧେରା ତେରା, ମୈନେ ଲେ ଲିୟା...ରିଲ୍‌ ନେଲା ଜୀବନ

ରୋମାଣ୍ଟିକ୍‌ ପାଗରେ ରିଲ୍‌ କରୁଥିଲେ ଯବାନ...ହଠାତ୍‌ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍‌ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ