• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

LPG cylinder Explodes
ଫାଟିଲା ଗ୍ୟାସ୍‌ ସିଲିଣ୍ଡର; ଗୋଟିଏ ପରିବାରର ୬ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଏପରି ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁରେ । ଉପରପଡ଼ା ଅଦାବରିଆ ପରିବାରରେ ଘରର ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଘଟଣ ଘଟିଛି ।

Accident
ଆନ୍ଧ୍ର ପ୍ରଦେଶରେ ସିରିଜ ଦୁର୍ଘଟଣା, ଦୁଇଟି ଟ୍ରକକୁ ପଛରୁ ପିଟିଲା ବସ୍

ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି ।

Brick Kiln
ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ; ୭ ବର୍ଷ ଶିଶୁର ବି ଯାଇଛି ଜୀବନ

ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି।

Youth Death
୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ

ରରୁଆଁ ଥାନା ଅନ୍ତର୍ଗତ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକଙ୍କ ମୃତ୍ୟୁ ହୋଇଛି।

Dog
ବିପତ୍ତି ବେଳେ ବି ଛାଡ଼ି ଗଲାନି...ସାହାଯ୍ୟ ପାଇଁ ଭୁକି ଚାଲିଲା...୪୮ ଘଣ୍ଟା ଧରି ଶବ ଜଗିଲା

ଆପଣ ଏ ପ୍ରେମକୁ କଣ କହିବେ... ମାଲିକ ମରିଗଲା ପରେ ମଧ୍ୟ କୁକୁରଟି ଜଗି ରହିଥିଲା । ବରଫାବୃତ ପାହାଡ଼ ମଝିରେ ମରି ପଡ଼ିଥିଲେ ଦୁଇ ମଣିଷ । କିନ୍ତୁ ସାଙ୍ଗରେ ଯାଇଥିବା କୁକୁରଟି ଭୁଲି ନଥିଲା ମାନବିକତା । ସେମିତି ଭୁକି ଚାଲିଥିଲା, ଯେପର୍ଯ୍ୟନ୍ତ କେହି ସାହାଯ୍ୟ ପାଇଁ ନଆସିଛି ।

  • Thursday, 08 February 2024
Blast
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୬ ମୃତ, ୬୦ରୁ ଅଧିକ ଆହତ

ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି ।

Wife Death
କୁକୁରକୁ ବଞ୍ଚାଉଥିଲେ, ସ୍ତ୍ରୀକୁ ହରାଇଲେ..ଥାନାରେ ନିଜ ନାଁରେ ଦେଲେ ଏତଲା..

ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।

My Bus Accident
ଦୁର୍ଘଟଣା ପରେ ‘ମୋ ବସ୍‌’ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

‘ମୋ ବସ୍‌’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍‌’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍‌ଫୋସିଟି ପୋଲିସ ପହଞ୍ଚିଛି ।

My Bus Accident
ରାଜଧାନୀରେ ‘ମୋ ବସ୍‌’ ଦୁର୍ଘଟଣା; ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା

‘ମୋ ବସ୍‌’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍‌’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍‌ଫୋସିଟି ପୋଲିସ ପହଞ୍ଚିଛି ।

Road Accident
ରାସ୍ତାରେ ଛକିଥିଲା ଯମ, ଦିନକରେ ଚାଲିଗଲା ୧୦ ଜୀବନ

ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି।

Accident
ଭୋଜିଖାଇ ଫେରୁଥିଲେ, କାନ୍ଥରେ ପିଟି ହେଲା କାର୍...ଆଖିବୁଜିଲେ ୪ସାଙ୍ଗ

ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Bus Accident
ଚାଲୁଥିଲା ବସ, ଆସିଲା ହାର୍ଟ ଆଟାକ...ତଥାପି ଭୁଲିଲେନି କର୍ତ୍ତବ୍ୟ, ବଞ୍ଚାଇଲେ ୫୦ ଜୀବନ

ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।

Accident
କାର୍‌କୁ ଚାପି ଦେଲା ଟ୍ରକ, ଘଟଣାସ୍ଥଳରେ ୫ମୃତ

ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

29Storey Building
୨୯ ମହଲା ଉପରୁ ଡେଇଁଲେ ଯୁବକ; କିନ୍ତୁ ଖୋଲିଲାନି ପାରାଚ୍ୟୁଟ୍‌, ଚାଲିଗଲା ଜୀବନ

କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍‌ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍‌ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ ।

Vehicles Fire
ଚାହୁଁ ଚାହୁଁ ଜଳିଗଲା ୪୫୦ରୁ ଅଧିକ ଗାଡ଼ି; ୪ ଘଣ୍ଟା ପରେ ଆୟତ୍ତକୁ ଆସିଲା ନିଆଁ

ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍‌ରେ ଏ ନେଇ ଆମପାଖକୁ ଫୋନ୍‌ କଲ୍‌ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।

Accident
ସରକାରୀ ନିୟମକୁ ପରୱା ନାହିଁ; ବେଫିକର୍‌ ମାଲିକ, ଜୀବନ ହରାଉଛି ଯାତ୍ରୀ

କେବେ ଦୁର୍ଘଟଣା ହାର କମିଛି କହି ଭୁରୁଡ଼ି ମାରୁଛନ୍ତି ତ ଆଉ କେବେ ସଡ଼କ ସୁରକ୍ଷା ନାଁରେ ତୁଚ୍ଛା ଆତ୍ମପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆବର୍ଷରୁ କେତେ କ’ଣ ଘୋଷଣା ସହ SOP ଜାରି କରିଦେଲେ । କିନ୍ତୁ, ପଚାରୁଛି କିଏ ।

Accident
ସାଂସଦ ଜୁଏଲ ଓରାମଙ୍କ କାର୍ ଧକ୍କାରେ ଯୁବକ ମୃତ

ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ ।

Accident
ଦଶପଲ୍ଲା ଦୁର୍ଘଟଣାରେ ସାଂଘାତିକ ତ୍ରୁଟି, ମଦ ପିଇ ଚଲାଉଥିଲେ ଟ୍ରକ

ଦଶପଲ୍ଲା ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଚଲାଉ ନଥିଲେ ଡ୍ରାଇଭର୍ । ଦୁର୍ଘଟଣା ବେଳେ ଅନ୍ୟ ଜଣେ କର୍ମଚାରୀ ଟ୍ରକକୁ ଚଲାଉଥିଲେ ତା ପୁଣି ମଦ ପିଇ ।

Accident
ପିକ୍‌ନିକ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୩ ମୃତ, ୨୫ରୁ ଅଧିକ ଆହତ

ଦୁର୍ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ପରେ ପରେ ଅନ୍ୟ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଟ୍ରକ୍-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ୍‌ ୩ଜଣଙ୍କ ମୃତ୍ୟୁ ହୋଇଛି ।

Accident
ପିକନିକ୍ ଯିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।

Accident
କୋରାପୁଟ ବୋରିଗୁମ୍ମାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଗୁରୁତର ଆହତଙ୍କୁ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।

Road Accident
ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Gold Mines
ଧସିଲା ସୁନା ଖଣି, ଚାପି ହୋଇ ଚାଲିଗଲା ୭୦ ଜୀବନ

ଶ୍ରମିକଙ୍କ ସନ୍ଧାନ ଏବେବି ଜାରି ରହିଛି। ବର୍ତ୍ତମାନ ଭୁଶୁଡିପଡିଥିବା ଖଣିରୁ ୭୩ ଟି ମୃତଦେହ ବାହାର କରାଯାଇଛି।

  • Thursday, 25 January 2024
Tamil Nadu Accident
ଘାଟିରେ ସିରିଜ ଦୁର୍ଘଟଣା...ଭାରସାମ୍ୟ ହରାଇ ଖସିପଡିଲା ଟ୍ରକ...୪ମୃତ, ୮ଗୁରୁତର

୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।

Accident
ପୁଣି ଯାତ୍ରାପାର୍ଟି ଟ୍ରକ୍ ଟ୍ରାଜେଡି ! ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟର ଗାଡ଼ି

୬ ଶ୍ରମିକଙ୍କ ପ୍ରାଣହାନୀ, ୯ ଜଣଙ୍କ ଅବସ୍ଥା ଗୁରୁତର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କଲେ ଆହତ ।

  • Wednesday, 24 January 2024