ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳର ଉଦ୍ଧାର କାର୍ଯ୍ୟର କରିବେ ଅନୁଧ୍ୟାନ । ରିଲିଫ୍ କ୍ୟାମ୍ପ୍ ଓ ହସ୍ପିଟାଲରେ ମୃତାହତଙ୍କ ପରିବାରକୁ ଭେଟିବେ ।
କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା।ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ଉଦ୍ଧାରକାରୀ ଟିମ୍।
ଭ୍ରମଣର ସୁଖଦ ଅନୁଭବ ପାଇଁ ବୁଲିବାକୁ ଯାଇ ଶେଷରେ ଶବ ହୋଇ ଫେରିବା ଭଳି କରୁଣ ପରିସ୍ଥିତି। କେରଳର ୱାୟନାଡ୍ ଯାଇଥିବା ଓଡ଼ିଶାର ଦୁଇ ଡାକ୍ତର ବନ୍ଧୁ ପ୍ରଳୟଙ୍କରୀ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହେବା ପରେ ଏବେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି, ଅନ୍ୟ ଜଣେ ନିଖୋଜ ଅଛନ୍ତି।
କେରଳରେ ପ୍ରକୃତିର ତାଣ୍ଡବ। ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪୭ ଜଣଙ୍କର ମୃତଦେହ ଉଦ୍ଧାର ହେଲାଣି। ନିଖୋଜ ଅଛନ୍ତି ଶତାଧିକ। ଅନେକ ମାଟି ଅତଡା ତଳେ ଚାପି ହୋଇ ରହିଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ।
ବିପର୍ଯ୍ୟୟ ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।
ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ୟ ଜାରି । ଉଦ୍ଧାମପୁରରେ ବର୍ଷା ଓ ଭୂସ୍ଖଳନ ।
ଧସିଲା ରାଜପଥ ମାଟି । ଏମିତି ଘଟଣା ଘଟିଛି ସମ୍ୱଲପୁର ଏବଂ ସୋନପୁରକୁ ଯୋଗାଯୋଗ କରୁଥିବା ରାସ୍ତା। ଭିଡିଓରୁ ଜାଣନ୍ତୁ ମାଟି ଧସିବାର କାରଣ
ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତି ଜିଲ୍ଲାରେ ଅଘଟଣ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସି ଅବରୋଧ ହୋଇଛି ।
ଦେଖୁ ଦେଖୁ ଆଖି ଆଗରେ ଧସିଲା ପାହାଡ଼ । ଅଳ୍ପକେ ବର୍ତ୍ତିଗଲେ ବସ୍ ଯାତ୍ରୀ । ଏମିତି ଏକ ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ନୈନିତାଲରେ । ସେଠାକାର ପାହାଡ଼ିଆ ରାସ୍ତାରେ ଏକ ବସ୍ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍ ଧସିଲା ପାହାଡ଼ ।
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି ।
ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।
ହିମାଚଳ ପ୍ରଦେଶ, କୁଲୁ ଅନ୍ତର୍ଗତ ବାଜୋରା ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ପରେ ମାଟି ତଳେ ଫସିଛି ଅନେକ ଯାନବହାନ