• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kanwariyas

18-month-old girl thrown in canal by father
ନୃଶଂସ ବାପା !! ୧୮ ମାସର କଅଁଳା ଛୁଆକୁ କେନାଲକୁ ଫିଙ୍ଗିଦେଲା

ନିଜ ଜନ୍ମ କଲା ଝିଅକୁ କେନାଲକୁ ଫିଙ୍ଗିଦେଲା ବାପା । ମା’କୁ ଧମକ ଦେଲା, ‘ଏ ବିଷୟରେ କାହାକୁ କହିଲେ, ତତେ ବି ଜୀବନରୁ ମାରିଦେବି’ ।

Kanwariyas Death
୧୧ କେଭି ବିଦ୍ୟୁତ ତାର ନେଲା ୫ କାଉଡ଼ିଆଙ୍କ ଜୀବନ

ବିଦ୍ୟୁତ ସଂସ୍ପର୍ଶରେ ଆସିବା କାରଣରୁ ୫ କାଉଡ଼ିଆଙ୍କ ଜୀବନ ଯାଇଛି । ଘଟଣାରେ ୫ଜଣ ଆହତ ମଧ୍ୟ ହୋଇଛନ୍ତି ।

kanwariyas
କଲେକ୍ଟର ହେବ ତ ଏମିତି..କାଉଡିଆଙ୍କ ଲାଗି ତିଆରି କଲେ କଲେକ୍ଟର

ଆଜି ଶ୍ରାବଣରୁ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼..କାଉଡିଆଙ୍କ ଲାଗି ଖୋଦ୍‌ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Rawana
ଭାରତରେ କାଉଡି ଯାତ୍ରା : ରାବଣ ଥିଲା ପ୍ରଥମ କାଉଡିଆ

କାଉଡି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଯଦି ପ୍ରାଚୀନ ଗ୍ରନ୍ଥ, ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ କୁହାଯାଏ ଯେ ପ୍ରଥମ କାଉଡିଆ ଲଙ୍କାଧିପତି ରାବଣ ଥିଲା।