କେବେ ଆରମ୍ଭ ହେବ ଜଟଣୀ ତଳଖେତା ଛକରୁ ହରିଭାଇନା ଛକକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ କାମ । ସର୍ଭେକୁ ୬ ମାସ ବିତିଥିଲେ ମଧ୍ୟ ଆଗକୁ ବଢ଼ୁନି ଫାଇଲ । ଭୁବନେଶ୍ୱରରୁ ଜଟଣୀକୁ ସଂଯୋଗ କରୁଥିବା ରାସ୍ତା ସଙ୍କୁଚିତ ହୋଇଥିବାରୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି । ବହୁ ଦୁର୍ଘଟଣା ମଧ୍ୟ ଘଟୁଛି ।
ରାସ୍ତା ପ୍ରଶସ୍ତିକରଣ ନାଁରେ ଭୟଙ୍କର ଦୁର୍ନୀତି । ୪୫୦ ବଦଳରେ କାଟିଦେଲେ ହଜାର ହଜାର ଗଛ । ବନ ବିଭାଗ କହୁଛି ପୂର୍ତ୍ତ ବିଭାଗର ଦୋଷ, ପୂର୍ତ୍ତ ବିଭାଗ କହୁଛି ସେ ବିଭାଗର ଦୋଷ
ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।