• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kerala Landslide

PM Narendra Modi
କେରଳ ୱାୟନାଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି; ଆକାଶମାର୍ଗରୁ ଦେଖିଲେ ପ୍ରଳୟର କ୍ଷତଚିହ୍ନ

କେରଳ ୱାୟନାଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଲି ଦେଖିଲେ ପ୍ରଳୟର କ୍ଷତଚିହ୍ନ। ଭୂସ୍ଖଳନରେ ଛାରଖାର ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିଛନ୍ତି।

Kerala Landslide
ରଖେ ହରି ତ ମାରେ କିଏ, ଭୂସ୍ଖଳନର ଭୟଙ୍କର ତାଣ୍ଡବରୁ ବର୍ତ୍ତିଯାଇଛି ନିରୀହ ଜୀବନ

ମାଟି ଅତଡ଼ା ତଳୁ ଦୁଇଟି କୁନି ମାଙ୍କଡ଼ ଉଦ୍ଧାର ହୋଇଛନ୍ତି । ପାଖରେ ମା’ ନାହିଁ, ବଞ୍ଚିବାକୁ ସାହାରା ବି ନାହିଁ, ହେଲେ ଭଗବାନ ବଞ୍ଚାଇ ଦେଇଛନ୍ତି ।

Landslide Horror
ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା; ୬ ଦିନ ପରେ ବି ସରୁନି ମହାବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ 

କାହାର ଜନ୍ମଭୂମି ଏବେ ମରୁଭୂମି । ତ କେଉଁଠି ଖେଳପଡ଼ିଆ ଦୋକାନ ବଜାର ଏବେ ପଥରର ନଈ। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ, ପ୍ରଳୟର ଚିହ୍ନ। ଶୂନଶାନ୍ ଭଙ୍ଗା ଦଦରା ଘର, ସାକ୍ଷୀ କହିଲେ କେବଳ ଫଟୋ ଫ୍ରେମ ଓ ଆସବାବ ପତ୍ର । 

Landslide
ଓଟିଭି କ୍ୟାମେରାରେ “କେରଳ”

କେରଳ ଓ୍ୱାଏନାଡରେ ହୋଇଥିବା ବିଭିଷୀକା ସ୍ଥଳ ଆଡକୁ ଯାଉଥିଲା ଓଟିଭି। ସେସମୟରେ କ୍ୟାମେରାରେ କ୍ୟାପଚର ହୋଇଥିଲା କିଛି ଏମିତି ଦୃଶ୍ୟ ।

Kerala Tragedy
ଡାକ୍ତର ନାତିକୁ ଝୁରୁଛି ଜେଜେ ମା’

ସେଦିନ କେଡେ ଖୁସି ଥିଲା ଏ ଜେଜେମା। ନାତି ବାହାଘର ପରା, ଦେଖୁନାହାନ୍ତି କିପରି ସେ ହସି ହସି ନାତି ଓ ନାତୁଣୀ ବୋହୂ ସହ ଫଟୋ ଉଠାଇଥିଲା। ହେଲେ ଆଜି ନାଁ ତା ମୁହଁରେ ଅଛି ହସ ନାଁ ଅଛି ଖୁସି।

Kerala Landslide
ପଥର ତଳୁ ସରୁନି ଜୀବନ ଖୋଜା

କେରଳ ୱାୟନାଡରେ ମୃତ୍ୟୁ ବର୍ଷାର ୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା । ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି । 

Kerala Landslide
୫ ଦିନ ପରେ ବି ପଥର ତଳୁ ସରୁନି ଜୀବନ ଖୋଜା, ଦିନ ଗଡ଼ିବା ସହ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା

କେରଳ ୱାୟନାଡ଼ରେ ଗ୍ରାଉଣ୍ଡ ଜିରୋରୁ ବିପର୍ଯ୍ୟୟର ଚିତ୍ର କଏଦ ହୋଇଛି ଓଟିଭି କ୍ୟାମେରା ଲେନ୍ସରେ । ଭୂସ୍ଖଳନରେ ଯେଉଁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି, ସେଥିରୁ ଗୋଟିଏ ଗାଁ ଚୁରଲମାଲାରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।

 Kerala Landslides
ଭୂ-ସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର ୱାୟନାଡ୍; ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଓଟିଭି ଟିମ୍

କେରଳ ମହାବିପର୍ଯ୍ୟୟକୁ ବିତିଗଲାଣି ଚାରି ଦିନ । କେମିତି ଅଛି କାଳରୂପୀ ଭୂସ୍ଖଳନରେ ବିଧ୍ବସ୍ତ ୱାୟନାଡ଼ ଜିଲ୍ଲା । ଜାଣିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଛି ଓଟିଭି ଟିମ୍ । 

Kerala Landslides
ଭୂସ୍ଖଳନ ଛଡ଼େଇ ନେଲା ସବୁ ଆଶା, ସ୍ବପ୍ନ; କେରଳରୁ ଓଡ଼ିଶା ଆସୁଛି ବିଷ୍ଣୁଙ୍କ ମରଶରୀର... 

କେରଳରୁ ଓଡ଼ିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁଙ୍କ ମରଶରୀର । ଜନ୍ମମାଟି ପୁରୀ ଜିଲ୍ଲା ଗୋପରେ ହେବ ଡାକ୍ତର ବିଷ୍ଣୁଙ୍କ ଶେଷକୃତ୍ୟ । ମେପ୍ପାଡ଼ିରେ ଚିକିତ୍ସାଧୀନ ପତ୍ନୀ ପ୍ରିୟଦର୍ଶିନୀ ଓ ବାନ୍ଧବୀ ସ୍ବୀକୃତି । ସାଙ୍ଗରେ ଯାଇଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମିଳୁନି ପତ୍ତା ।

Massive landslides hit Kerala
କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...

ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି । ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି  ।